Browsing Category
ଫୁରସତ
କିଏ ତୁମେ ନାରୀ
କିଏ ତୁମେ ନାରୀ ଆସି ଅବତରିକୋଳରେ ତୁମର ଜନମ ଦେଲଦଶ ମାସ ଦଶ ଦିନର ଗୋଇଠାଅକାରଣେ ତୁମେ ସହି ଚାଲିଲତୁମେ ବୋଧେ ଜଣେ ଦେବୀ ଥିଲ..ମାଆ ହୋଇ ମୋର ଅବତରି ଆସିତୁମ କୋଳେ ମୋତେ ଜନ୍ମ ଦେଲ..।।
ମୁଖେ ମାଆ ମୋହର ଦେଲ ଯେ ଆହାରଝରାଇ ତୁମର ଅମୃତ ଝରସୁଝିକି ପାରିବି ମୂଲ ଅମୃତରସାତଜନ୍ମ ବିତି ଗଲେ!-->!-->!-->…
ପ୍ରେମିକ ବେଦନା
ଭରା ମେଘାଚ୍ଛନ୍ନ ମୋ ପୃଥିବୀ ଆଜିବିଶ୍ବାସ ଆଉ ଶପଥ ଛକାପଞ୍ଝା ରେଜାଣେନା କିପରି ଦେବି ଆଶ୍ୱାସନାହୃଦୟକୁ ମୋର କେଉଁ ଭରସାରେ !
ହତଭାଗ୍ୟ ମୁଁ କି ଭାଗ୍ୟ ମୋର ହେଲାଭାଗ୍ୟହୀନ ପ୍ରେମକାବ୍ୟ ଅଧ୍ୟାୟେଅସଫଳ ପ୍ରେମିକ ସାଜିଲି ସେ ପଥେପ୍ରାପ୍ତ ନୋହିଲା ସିଦ୍ଧି ପ୍ରେମକାବ୍ୟେ।
ଶୁଆ ପାଇ ତା!-->!-->!-->!-->!-->…
ବାଡ଼ୁଅ ସାବିତ୍ରୀ ବିଧାନ
ଶୁଣ ସୁଜନେ ଦେଇ ମନ......! ବାଡ଼ୁଅ ସାବିତ୍ରୀ ଆଖ୍ୟାନକେମିତି କରିବ ଏ ବ୍ରତ ହୋଇବ ନିଶ୍ଚେ ଫଳ ପ୍ରଦ.....!!
ଏ ପୂଜା ସରଳ ବିଧାନ......! ବୁଝେଇ ଅଛି ଅବଧାନପଢିବ ଦେଇ କରି!-->!-->!-->…
ଅଭିଶପ୍ତ କୃଷକ
ହେ କୃଷକ………ଧରଣୀବୁକୁରେ ଲଙ୍ଗଳମୁନରେଅକ୍ଷତ ଚି଼ହ୍ନର ଦାଗ |ପ୍ରାରମ୍ଭକର ଭୀମହୁଙ୍କାରେପ୍ରଚଣ୍ଡ ନିଦାଘେରାଗ ||
ହେ କୃଷକ…………..ଶସ୍ୟସମ୍ଭାର ଅଙ୍କୁରିତବୀଜର ହୃଦରେ !!!ଅନାୟସରେ ଲହୁଲୁହମେଞ୍ଚାକରିଲୋଟିପଡ ଧରାବକ୍ଷରେ |ହେ କୃଷକ………….ବସୁନ୍ଧରାକୁ ପିନ୍ଧାଅ ସବୁଜପାଟଶାଢ଼ୀବିଧିରବିଧାନ!-->!-->!-->!-->!-->…
ହରି ଭଇର ବାହାଘର
ଦୁଇଟି ହୃଦୟ ଗୋଟିଏ ଆତ୍ମାର ମିଳନ ନାମଟି ଅଟେ ଏହାର ବାହାଘରପବିତ୍ର ବନ୍ଧନ ଆଉ ଏ ପବିତ୍ର ମିଳନ ଆମ ହରି ଭାଈ ଓ ସ୍ମୃତିରେଖାର ll
ପସନ୍ଦ ଏ ଯୋଗ୍ୟ ଅଟେ ଆମ ହରି!-->!-->!-->…
ପ୍ଲାଟଫର୍ମ
କୌଣସି ଏକ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ ପୁଅଟିଏ ଆଉ ଝିଅଟିଏ । ଅଳ୍ପ ସମୟର କଥାବାର୍ତ୍ତାରେ ଉଭୟ ପରଷ୍ପର ପାଖରେ ସହଜ ହେଇଯାଇଥିଲେ । ଉଭୟଙ୍କ ଚିନ୍ତା ଧାରା ଥିଲା ଏକପ୍ରକାର । ସାମ୍ପ୍ରତିକ ଘଟଣାବଳୀଠାରୁ ଆରମ୍ଭ କରି ଚେତନ ଭଗତଙ୍କ ନୂଆବହି ପର୍ଯ୍ଯନ୍ତ କେତେକେତେ କଥା!-->…
ତୁମେ ଗଲା ପରେ
ତମାମ ଆକର୍ଷଣରେ ବିରାମ ଲଗେଇ ଦେଇ,ତୁମେ ଗଲା ପରେ,କେବଳ ମୁଁ ଆଉ ମୁଁ ଅଛି,ତୁମେ କ'ଣ ଭାବିଥିଲ !?ମୁଁ ବି କ'ଣ ମୋଠାରେ ବିରାମ ଲଗେଇ ଥା'ନ୍ତି??
କେମିତି ଲଗେଇ ଥା'ନ୍ତି !!ଏ ମୋ ପଣରେ ଏବେ ବି ପା' ତୁମେ ଅଛ,ଦୂରତା ଲମ୍ବି ଗଲେ କ'ଣ ହେଲା,ଏବେ ବି ମୁଁ ପା' ତୁମପାଖେ ଝୁଣ୍ଟୁଛି,ସେ ନଥିବା!-->!-->!-->…
ଚୁମ୍ବନର ରଙ୍ଗ
ଚୁମ୍ବନର ରଙ୍ଗ ଖୋଜୁ ଖୋଜୁପହଞ୍ଚିଲି ଯାଇକ୍ଷତାକ୍ତ ଏକ ହୃଦୟ ପାଖରେବେହିସାବୀ ଗୋଟେ ମତୁଆଲାରଟଳମଳ ହଳେ ଓଠ ପାଖରେ...ସମାନ ସେଇ ନାଲି ରଙ୍ଗ !
ତୃଷାର୍ତ୍ତ ଚଞ୍ଚୁ, କ୍ଷତରୁ ଧାରଧାର ବହୁଥିବା ରକ୍ତ ଓବୈଶାଖ କରାଘାତରେ ଫୁଟିଥିବା କୃଷ୍ଣଚୂଡ଼ାର ପାଖୁଡ଼ାସବୁଠି ସେଇଦାଉଦାଉ ଏକା ନାଲି ରଙ୍ଗ !
!-->!-->!-->!-->…
ଉତ୍କଳୀୟ ବୋଲି
ଉତ୍କଳୀୟ ବୋଲି କାଇଁଆଉ ଗରବ କରୁଛୁ ଏତେ ,ମାତୃଭାଷା ପ୍ରତି ପୀରତିତୋ ମନରୁ ଲିଭିଗଲାଣିକୋଉଦିନଠାରୁ ସତେ ।
ଇଂରାଜୀ ଭାଷାର ନିଶାଚଢ଼ିଗଲାଣି ତୋ ମନରେଧିରେ ଧିରେ,ମାତୃଭାଷାକୁ ନେଇକି ଆଉକିଏ ବା ଏଠି ଗରବ କରେ ।
ବାସ୍ତବତାକୁ ଏଠି ଘୃଣା !-->!-->!-->!-->!-->!-->!-->…
ପିତାମାତା ଙ୍କର ସ୍ନେହ
ନୂଆ ସଂସାର ରେ ନୂଆ ଜୀବନ ଇଶ୍ୱର ଙ୍କର ଦାନସବୁଜ ସ୍ବପ୍ନ ସୁନେଲି କିରଣ ଆମ ପାଇଁ ସେ ମହାନତାଙ୍କ ଠାରୁ ସ୍ନେହ ମମତା ପଈଯେ କହୁଅଛୁ ତାଙ୍କ କାନେସବୁ ଭୁଲି ଯିବୁ ତାଙ୍କୁ ନ ଭୁଲିବୁ ଫୁଲ ଭରା ଜୀବନରେସବୁଠୁ ସୁନ୍ଦର ଅଟେ ମନୋହର ତାଙ୍କର ସେ ମିଠା କଥା l
ସବୁ ସ୍ବପ୍ନ ତାଙ୍କ ସାକାର!-->!-->!-->!-->!-->…