News
lipub
samparksetu
Browsing Category

ଫୁରସତ

ପ୍ରିୟା ମୋର

ରୂପ ରାଇଜ ର ରୂପ କୁମାରୀ ତୁସୋନ୍ଦର୍ଯ୍ୟ ର ଗନ୍ତାଘର,ନୀଳ ନୟନା କୁ ହରିଣୀ ଚାହାଣିଚୋରି କଲା ମନ ମୋର ।କୋଇଲି ବର୍ଣ୍ଣ ର ଗହଳିଆ କେଶଛାଟି ଦୋଉ ପ୍ରିୟା ଯେବେ,ହୃଦୟ କି ଆଉ ଛାତି ରେ ରହିବତରଳି ଯାଉଛି ସେବେ । ଓଠ ତୋର ପ୍ରିୟା ଗୋଲାପ ପାଖୁଡାଟୁକୁ ଟୁକୁ ନାଲି ଦିଶେ,ଘାଇଲା ହେଉଛି

ବିଶ୍ୱ ମାତୃ ଦିବସ

ସବୁ ଦିବସ ଅଟେ ମୋ ମାତୃ ଦିବସ ତାଙ୍କ ପାଦେ ମୋ ପ୍ରଣତିତାଙ୍କ ପାଦତଳେ ଏ ଭକ୍ତି ମୋର ଥାଉ ମିଳୁ ମୋତେ ଏ ଶକତି ll ଶାସନ ତାଙ୍କ ଅଟେ ଶୃଙ୍ଖଳାର ଜ୍ଞାନ

ମା ମୋ ମା

ମାତୃ ଦିବସର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।"ମାଆ ମା, ଯିଏ ଆମକୁ ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ଉଚିତ୍ ସମୟରେ ଏହି ପୃଥିବୀ ପୃଷ୍ଠରେ ଆବିର୍ଭାବ କରାଇଲା ସିଏ ହେଉଛି ଆମ ମା । ମା ବିଷୟରେ କଣ ବା ଆମେ ଲେଖି ପାରିବ,ସିଏ ତ ଆମକୁ ଆମ ହାତଧରି ଲେଖିବା ସିଖାଇଲା, ସିଏ ତ ଚାଲି

ବୋଉ ପ୍ରଣାମ…..

ବିଶ୍ଵ ମାତୃତ୍ୱ ଦିବସ ଉପଲକ୍ଷେ ତୁମ ପାଇଁ ପଦ ଟିଏ ଲେଖୁଛି । ଛୋଟ ବେଳଠୁ ଆଜିଯାଏଁ ତମେ ମୋର ଯେତିକି ଅଳି ଅର୍ଦ୍ଦଳି ସହିଛ, ମତେ ଯେତେ ସ୍ନେହ ଦେଇଛ, ତା ଆଗରେ ମୁଁ ଯାହା ଲେଖିଲେ ବି କମ ହବ I ତୁମ ଠାରୁ ଜୀବନରେ ମୁଁ ବହୁତ୍ ଜିନଷ ଶିଖିଛି । ସବୁଠାରୁ ବଡ଼

‘ ମା ‘

ପ୍ରକୃତିର ସେ ଶ୍ରେଷ୍ଠ ଉପହାରସମଗ୍ର ମନୁଷ୍ୟଜାତି ମୁକୁଟତା ପାଖେ ଶେଷ ସବୁ ତୀର୍ଥସ୍ଥଳୀତା ଚରଣେ ଗଙ୍ଗାପାଟ। ଜୀବନ ନଉକା ସେ ଯେ ଚଲାଏନିଜେ ନାଉରୀ ହେଇନିଜେ ପୁଣି ସାଜେ ନଦୀତୀର ସିଏସନ୍ତାନର ଖୁସି ପାଇଁ। ଦିନଯାଏ ତାର ପରିବାର ପାଇଁତାଙ୍କ ସୁଖ ଚିନ୍ତା କରିନିଜପାଇଁ ଭାବିବାକୁ

ଇଛା

ଇଛା ହୁଏ ସବୁଜ ବନାନୀ ସାଜିତରୁ ଗହଳରେ ହଜିବାକୁ,ଯୋଉଠି ନା ଥିବ ଭୟ ଜୀବନମୃତ୍ୟୁରନା ଥିବ ଭୟ କିଛି ହରେଇବାକୁ। ପୁଣି ଇଛା ହୁଏ ସୁନେଲି ଆକାଶରଇନ୍ଦ୍ରଧନୁ ସାଜିବାକୁନା ଥିବ କାହାକୁ ଧରାଦେବାର ଭୟକେବଳ ଇଛା ସୌନ୍ଦର୍ଯ୍ୟର ଆଲୋକ ବାଣ୍ଟିବାକୁ। ପୁଣି କେବେ ଇଛା ବସୁଧା ସାଜିଗର୍ଭରେ

ସନ୍ଧ୍ୟା

ସନ୍ଧ୍ୟା ଆସେ,ନିରୀହ ପକ୍ଷୀର ହୃଦୟ ଖୋଲା କାକଳିରେ,କବିର ଅନ୍ତର ମନେ କଳ୍ପନାର ଡେଣାରେ,ଅସ୍ତାଚଳ ସୂର୍ଯ୍ୟରଅପସରୀତ ହେଉଥିବା ଚେନାଏ ସୂର୍ଯ୍ୟଲୋକେ,ଚଉଁରାର ତଳେ ପବିତ୍ର ଦୀପାଲୋକେ ସନ୍ଧ୍ୟା ଆସେ,ମୁକ ଅରୁନ୍ଧତୀ ତାରାର ଦିପିଦିପି ଆଭାରେଝାପ୍ସା ଡିବିରି ଆଲୁଅଛବି ବହିର ପୃଷ୍ଠାରେଗାଉଁଲି

ଅବୁଝା ପ୍ରିୟା

ସହିବା ଶକତି ନାହିଁ ଆଉ ମୋର ଜେବେଠୁ ଯାଇଛି ହାରିପାଶାପାଲି ପରି ହରେଇ ଚାଲିଲୁ ପ୍ରତି କ୍ଷଣେ ଦେଲୁ ମାରି।। ତୁମେ ଚାଲିଗଲ କାହିଁ କେତେ ଦୂର ଠିକଣା ହଜେଇ ଦେଇପାନ୍ଥଶାଳା ହୋଇ ଅପେକ୍ଷା କରିଛିତୋ ବାଟକୁ ଆଜ ମୁହିଁ ।।

ପ୍ରଥମ ଛେଦ

ଏମିତିକା ଦିନ ଘାଣ୍ଟେ ଏ ଜୀବନପୂର୍ଣ୍ଣଛେଦ ଟିଏ ପାଇଁରାହା ଟିଏ ଖୋଜେ ଥମିଯିବାକୁ ଯେଦ୍ଵିତୀୟଚ୍ଛେଦ ବି ନାହିଁ । ଜୀବନ ଘଣ୍ଟା ରେ ସମୟ ଗଡ଼େନିଘଣ୍ଟା କଣ୍ଟା ବାନ୍ଧି ରଖେମିନିଟ୍ କଣ୍ଟାକୁ ଠେଲି ଗଲାବେଳେସେକେଣ୍ଡ କଣ୍ଟା ରେ ଲାଖେ । ପାଣିର ସୁଅରେ ଭାସି ଆସିଗଲଦୂର୍ମଦ ସ୍ରୋତ ଟେ
error: Content is protected !!