News
lipub
samparksetu
Browsing Category

ଫୁରସତ

ସତ୍ୟ ଆଗେ ମିଥ୍ୟା କାହିଁ ହୋଇବ ତୁଳନ

ମହାପୁରୁଷ ହଜରତ ମୁହମ୍ମଦଙ୍କ ଜନ୍ମ ଜୟନ୍ତୀର ଶୁଭ ଅବସରରେ ତାଙ୍କ ଜୀବନର ଗୋଟିଏ ଶିକ୍ଷାପ୍ରଦ ଘଟଣା_ ସତ୍ୟ ଆଗେ ମିଥ୍ୟା କାହିଁ ହୋଇବ ତୁଳନମାଣିକର ସଙ୍ଗେ ସମ ହେବକି କାଞ୍ଚନ , ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ ସଲ୍ଲମ ସତ୍ୟର ଜ୍ୱଳନ୍ତ ଉଦାହରଣ ଥିଲେ, ତାଙ୍କ

ଜୟ ମା’

ମହିଷା ମାତିଛି ବୋଲି ପ୍ରତି ବର୍ଷ ଶରତ ଋତୁରେ ଲାଗିଥାଏ ଗୋଳ।କ୍ଷେପିଲେଣି ଜଳ ,ସ୍ଥଳ ଆକାଶ ଆବର।ଆମର ମଣ୍ଡପ ଆଉ ମହିଷା ର ପେଣ୍ଡାଲ,ବାରି ହୁଏ ନାହିଁ ଭେଦ ସବୁ ଲାଲେ ଲାଲ।

ଜୟ ମା ଦୁର୍ଗା

ନନ୍ଦିନୀ ନିୟତି ପ୍ରକୃତି ରଜନୀରାଜରାଜେଶ୍ୱରୀ ରେବତୀ ରୁଦ୍ରାଣୀ l ଦକ୍ଷଜା ଦେବେଶୀ ଚଣ୍ଡିକା ଦର୍ଶିନୀଇଶାନୀ କୌସିକୀ କାମାକ୍ଷୀ କଲ୍ୟାଣୀ l କୁମ୍ଭାରୀ ଲଳିତା ମାଧବୀ ମାଳିନୀଶୈଳଜା ସରଣ୍ୟl ସାରିକା ତାରିଣୀ l ନିତ୍ୟା ନିରଞ୍ଜନା ମାୟା ମନସ୍ଵିନୀସୌମ୍ୟା ତ୍ରିନୟନା ଆଦ୍ୟା

ମର୍ତ୍ତ୍ୟେ ଦଶଭୂଜା

ପାର୍ବଣେ କାକର ଉଲ୍ଲାସ ଶରତେହସେ କାଶତଣ୍ଡୀ ଧବଳର ପୁଷ୍ପେହୁଏ ଆଗମନ ଦଶଭୂଜା ମର୍ତ୍ତେଶିଶିରର ମୁକ୍ତା ଶେଫାଳିର ପୁଷ୍ପେ ଗଳାରେ ନାଲିମାଳ ମସ୍ତକେ ସିନ୍ଦୁରଆଶ୍ୱିନ ଆଗମାନେ ଚହଟେ ମନ୍ଦାରନାରୀର ସନ୍ନାମାନେ ବିନାଶ ଦୁଷ୍ଟରଅପୂର୍ବ ଲୀଳା ତୋ ସାହସ ନାରୀର ଦିବ୍ୟ ଜନନୀ ମା

କର୍ତ୍ତବ୍ୟ ରେ ଶୂନ !

ଯେଉଁଠିଦାମୀ ପୋଷାକରେ, ସମାଜରେଆଭିଜାତ୍ୟ ଥାଏ,ଦାମୀ ଗାଡି ଚଢିଲେ,ନିଶାଗ୍ରସ୍ତ ହେଲେ,ସଂଭ୍ରାନ୍ତ ବୋଲାନ୍ତି :ମନ୍ଦିର, ମସଜିଦ, ଅବା ଚର୍ଚ୍ଚ ଗଲେଧାର୍ମିକ ବୋଲାନ୍ତି :ଆସନ /ଶାସନ ପାଇଁଦକ୍ଷତା ର ମାପ କାଠିଭାଷଣ ଚାତୁରୀ :ଖାଲି ଧରା ଧରି.... ନିଜ ଅଭିଳାଷ ପାଇଁସ୍ୱାର୍ଥ, ଜିଦ, ଦ୍ଵନ୍ଦ

ସତ୍ୟ ପଥର ଯାତ୍ରୀ, ମହାତ୍ମା ଗାନ୍ଧୀ

ପ୍ରିୟ ପାଠକ ବନ୍ଧୁ ! ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ସତ୍ୟକୁ ଏକ ପ୍ରକୃତ ଲାଭଦାୟକ ଶକ୍ତି ଭାବରେ ବିବେଚନା କରିଛନ୍ତି,ସେ କହିଥିଲେ ମୃତ୍ୟୁ ମଧ୍ୟରେ ଜୀବନ ଜାଗ୍ରତ ହୁଏ, ଅସତ୍ୟ ମଧ୍ୟରେ ସତ୍ୟ ଜାଗ୍ରତ ହୁଏ ଏବଂ ଅନ୍ଧକାର ମଧ୍ୟରେ ଆଲୋକ ଜାଗ୍ରତ ହୁଏ। ତାଙ୍କ ଜୀବନ ଇତିହାସରେ

ଆହ୍ୱାନ

ବୟସର ଅପରାନହେ କରେ ମୁଁ ଯେ ଆରୋହଣ !!ପଶ୍ଚିମ ଆକାଶେ ଶୁଭେ କିଟିମିଟି ଅନ୍ଧାରର ଆହ୍ୱାନ !ଫେରିଆସ

” ଜାଣେ ନାହିଁ କେତେ ସତ “

ଜୀବନ ସଉଦା କରିବା ପାଇଁମୁଁ ସମୟ ହାଟକୁ ଗଲି,ସ୍ବପ୍ନ କୁ କିଣିବି ଚଢ଼ା ଦାମ ଦେଇମନେ ମନେ ଭାବିଥିଲି "1"ନିନ୍ଦା, ଅପବାଦ, ଶସ୍ତା ରେ ମିଳୁଛିସେଠାରେ ଭିଡ଼ ଦେଖିଲି,ଲୋଭ, ମୋହ, ମାୟା, ସମାନ ରେ ଅଟେଅଳ୍ପ କିଣିବାକୁ ଗଲି "2"ଅହିଂସା, ଅଧର୍ମ, ପ୍ରାୟ କିଣୁ ଛନ୍ତି ନରହାଟରେ ବୁଲି

।। ଏକ ଅବ୍ୟକ୍ତ ସମ୍ପର୍କ ।।

ଅନେକ ଅଧୀରତା ଜାବୁଡ଼ିଧରି କ୍ଷତ ବିକ୍ଷତ କରୁଥିଲାମୋର ସୁକୁମାରୀ ମନ ତୁମ ଠାରୁ ଅନୁରୋଧରଭିକ୍ଷା ସଂଗ୍ରହ ଅଭିଯାନରଆବଶ୍ୟକତାରେ ମଧ୍ୟକୁଠାରାଘାତ ହେବାକୁତିଳେ ମାତ୍ର ମୋରକୁଣ୍ଠାବୋଧ ନଥିଲା ଅଭିମାନର ଅନ୍ତରାଳେମଧୂର ସମ୍ପର୍କର ଦୃଢ଼ତାନବୀକରଣ ଯୋଗ୍ୟବିବେଚିତ ହେଉଥିଲା ସେଇ
error: Content is protected !!