News
lipub
samparksetu
Browsing Category

ଫୁରସତ

ବୁଝେଇଦେ ମନକୁ ଏବେ

ବୁଝାଇ ଦିଅନ୍ତୁ ଏବେ ' ଚଞ୍ଚଳ' ମ'ନକୁ'ସବୁ ପାଇଅଛ ପାଇ ' ବଡ଼ ଠା'କୁ'ରକୁ'ଯାହାକୁ' ପୂଜୁଛ ' ତୁମେ' .......ଯୋଗୀଙ୍କ ବେଶରେ ତାଙ୍କୁ ' ପାଇଅ'ଛୁ' ଆମେ ' -------- ( 1 ) କଲ୍ୟାଣ ମାଗନ୍ତି ଧରି ' ଥାଳକୁ ' ନି'ଜର'ଜଗନ୍ନାଥ ଦେଉଥାନ୍ତି ' ବଢ଼ାଇ'କି' କର'ତହୁଁ ତୁ'ମେ ମାଗି'ନିଅ

” ପିଣ୍ଡୁଳାଏ ନାଲି ରକ୍ତ “

କେଉଁ ଏକ ରାସ୍ତା ବୁଦା ବନେନାଲି ରକ୍ତର ଦିଶେ ପିଣ୍ଡୁଳା ଟିଏକ୍ଷତାକ୍ତରେ ଭିଜା ଲାଳ ଆଉ ନାଲି ରକ୍ତଏ ଅବାଂଛିତ ନାଲି ରକ୍ତର ପିଣ୍ଡୁଳା କିଏ ? ରକ୍ତରେ ଲୁଟପୁଟ ଏ ମାଂସ ଶରୀରକୁନି ହାତ ଗୋଡ କୁନି ଅଧରପରିଟିଏ ପରି ଦିଶେ ଶରୀରଶିଶୁ କନ୍ୟା ଥିଲା ମାତୃ ଗର୍ଭର || ଶେଷ ହୋଇଯାଏନିଶ୍ୱାସ

ପୁଣିଥରେ

କୁହ, ତୁମେ ପୁଣି ଥରେ ଭାବନା ହୋଇଉଡି ବୁଲିବ କି ମୋର ଏହି କାହାଣୀରେଶୁଖି ଆସୁଥିବା ଏ ଜୀବନର ପତ୍ରକୁକଅଁଳେଇ ଦେବ କି ତୁମ ଅଭିନବ ପ୍ରୟାସ ରେ କୁହ, ପୁଣିଥରେ ଫେରିଯିବାକିସେହି ଦିଗନ୍ତରେ ମିଶୁଥିବା ମାଟି ରାସ୍ତାରେହାତରେ ହାତ ଧରି ଚାଲିବା କିସେହି କାକର ଭରା ଶୀତୁଆ ସକାଳରେ ଆସିବ

ନୟନ

ଆକାଶ ଓ ସମୁଦ୍ରର ନୀଳମାପିବାରେ ବ୍ୟସ୍ତ ଥିଲା 'ନୟନ 'ସମୁଦ୍ରର ଗର୍ଜନ ଓ ଝାଉଁ ବଣର ଶବ୍ଦକିଏ ଭୟଙ୍କର ବୁଝି ପାରୁନଥିଲାସେ ଏକାକୀ ଥିଲା. ନିଜକୁ ନିଃସହାୟ ମନେ କରୁଥିଲା.ବେଳାଭୂମିରେ ଅସଂଖ୍ୟ ଶାମୁକା ଇତଃ ସ୍ତତଃ....ଗୋଟେଇବାକୁ ମନ ଥିଲେ ବି ଇଚ୍ଛା ନଥିଲାମନରେ ଅନେକ ପ୍ରଶ୍ନ ଉଙ୍କି

।। ବାକି ରହିଥିବା ଜୀବନ ।।

ଅନ୍ତ ନଥିଲା ସେ ଅପେକ୍ଷାରଜଳୁଥିଲା ଅନ୍ତରାତ୍ମାକେବଳ ଅନୁଭବି ହିଁ ବୁଝିପାରିବସେ ଦହନର ଜ୍ଵାଳାମୁହୂର୍ତ୍ତ ମୁହୂର୍ତ୍ତ ସ୍ମୂତିର ପ୍ରାଙ୍ଗଣ ରେକୁହୁଳୁ ଥିବା ସେଇ ସେଇ ଅଗ୍ନିର ଦାଉ ହୃଦୟର ପ୍ରତିଟି ପୃଷ୍ଠାରେପ୍ରତିଦିନ ସ୍ଥାନିତ ହେଉଥିବାସେହି ଗୋଟିଏ କାହାଣୀର ସ୍ଥିରତାଯାହା ଜୀବନ

ତୁମ ଗୀତ

କାନରେ ' ମଧୁର ' ସ୍ଵର ' ଅଜାଡ଼ି ଦେଉଛ 'କୋଇଲି ' ଗାଉଛି ' ଅବା ' ତୁମେ ଗାଉଅଛ ' ମୁଁ ଅଛି ' ସ୍ଵପ୍ନର ' ରାତ୍ରି; ' ଆଉ ତୁମେ ଅଛଚନ୍ଦ୍ରର ଜ୍ୟୋତ୍ସ୍ନାରେ ସତେ ଗାଧୋଇ ଆସିଛ' ତୁମରି ' ସ୍ଵରରେ ' ସଂଧ୍ୟା ' ହଜି ହଜି ଯାଏଏକାରେ ' ତୁମରି ' ସ୍ଵପ୍ନ ' ଋତୁ ଦେଖୁଥାଏ

ରାକ୍ଷୀ

ଭାଇ ଭଉଣୀର ପବିତ୍ର ବନ୍ଧନଆସିଛି ରାକ୍ଷୀବାନ୍ଧୁଛି ସମ୍ପର୍କ ସ୍ନେହ ଶ୍ରଦ୍ଧା କେତେଅନ୍ତରେ ରଖିଭାଇ ଭଉଣୀ ଗୋଟିଏ ଡାଳରଦୁଇଟି ପକ୍ଷୀ ।କେତେ ସ୍ଵଛ କେତେ ମହାନ ବନ୍ଧନଏ ଦିନ ସାକ୍ଷୀ ।ଆସୁ ଯେତେ ଝଡ଼ ଝଞ୍ଜା ବି ଜୀବନେମୋ ଭାଇ ଥିବଆଶା କେତେ ମନେ ଭଉଣୀ ରଖିଛିସେ ପ୍ରେମ ଭାବ ।ବିଶ୍ୱାସ

ଶହୀଦ ହଜରତ ଇମାମ ହୁସେନ

କରବଲା ଯୁଦ୍ଧ ଏବଂ ସେହି ଘଟଣା ଇସଲାମ ଇତିହାସର ଏକ ତିକ୍ତ ସତ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁଥିରେ ଇସଲାମ ଧର୍ମର ସଂସ୍ଥାପକ ହଜରତ୍ ମୁହମ୍ମଦଙ୍କ ନାତି ହଜରତ ଇମାମ ହୁସେନ୍‌ ନିର୍ଦ୍ଦୟ ଭାବରେ ଶହୀଦ ହୋଇଥିଲେ। ଇତିହାସ ଅନୁଯାୟୀ, ଏହି ଘଟଣାର ମୂଳଦୁଆ ବହୁ ପୂର୍ବରୁ

ମୁଁ ତ ଜାଣେନା

ଏ ମିଛ ଦୁନିଆଁରେସତ ମୋ ଭାବନାକିଏ ମାନୁ କି ନ ମାନୁମୁଁ ତ ଜାଣେନା.ସମ୍ପର୍କ ସବୁକୁ ଅତି ପାଖରୁ ଦେଖିଚିକିଏ ସତ, କିଏ ମିଥ୍ୟା, କିଏ ନିରର୍ଥକସବୁ ମୁଁ ବୁଝିଚିକିଏ ବୁଝୁ କି ନ ବୁଝୁମୁଁ ତ ଜାଣେନା ସମ୍ପର୍କ ଟା ଆଜି ଦୃଶ୍ୟପଟ୍ଟକିଏ " ପ୍ରଂଶସକ, ନିନ୍ଦୁକ, ଦର୍ଶକ, ଇର୍ଷାନ୍ୱିତ ପ୍ରଂଶସକ

ବର୍ତ୍ତମାନ ର ପରିଚୟ

ଆଧୁନିକତାର ନିଶାରେସଭିଏଁ ମସଗୁଲକଳା ନାମେ କଳା କାରବାରକଳା ଧନେ ବଢେ ଗନ୍ତାଘରଠିକାଦାର ର ରାସ୍ତା କାମ ପରିବଢେ ରାସ୍ତାର କଳେବରଲମ୍ବ ଓ ପ୍ରସ୍ଥରେରାଜକୋଷ ହରିଲୁଟ ହୁଏଗସ୍ତରେ ଗସ୍ତରେ.... ତୋଷିବାକୁ ଶାସକ ର ମନମିଳେ ଉପହାର ଲଞ୍ଚ ଵା ଡିନରପୁଣିଛନ ଛନ ଯଉବନ କେତେ ଅବଳାରଆସନର
error: Content is protected !!