News
lipub
samparksetu
Browsing Category

ଫୁରସତ

ରଚିଛି ରଚିନି ଇଛି

ସରିଛି ସରିନି ଜୀବନ ସଂଗ୍ରାମ ମରିଛି ମରିନି ଆଶାପାଳିଛି ପାଳିନି ପ୍ରତିଶୃତି ଯେତେ ଛାଡ଼ିଛି ଛାଡ଼ିନି ଉଷା କହିଛି କହିନି ମନ କଥା ଯେତେ ପଢ଼ିଛି ପଢିନି ବିଶ୍ୱଲେଖିଛି ଲେଖିନି ଚିନ୍ତା ଓ ଚେତନା

ମରିଚିକା ହୋଇଗଲା ଗୋଲ୍ଡ଼ ମେଡାଲ !

ଭଲ ପାଠ ପଢିବା ଭଲ ମଣିଷ ହେବା ଏବଂ ବାପା ମା' ଙ୍କର ନାମ ରଖିବା ଏହା ପ୍ରତିଟି ପିଲାଙ୍କ ସ୍ୱପ୍ନ । ସେହି ସ୍ୱପ୍ନ କୁ ସାକାର କରିବାକୁ କିଏ କେତେଯେ କଠିନ ପରିଶ୍ରମ କରିନଥାନ୍ତି ତାହାର ଠିକଣା ନଥାଏ । କେତେକ ଫଳ ପାଇଥାନ୍ତି କେତେ ହରାଇଥାନ୍ତି ଏବଂ କେତେକ ଶିକାର ହୋଇଥାନ୍ତି । ଠିକ

ଋତୁପର୍ଣ୍ଣା ଆଉ ମୁଁ

ବୈଶାଖ ର ଖରା ନଥିଲାତଥାପି ମୋ ମନ ଜଳୁଥିଲା..ନଥିଲା ବର୍ଷା, ଶ୍ରାବଣ ର ହେଲେ ବିମୋ ଦେହ ଭିଜୁଥିଲା ।। କୋଇଲି ଗାଉନଥିଲା ଗୀତ,ଶୁଭୁନଥିଲାଝରଣା ର କୁଳୁ କୁଳୁ ନାଦତଥାପି..ଶିହରଣ ଖେଳୁଥିଲାପିଣ୍ଡ ରୁ ପ୍ରାଣ ଯାଏ ଅବିରତ ।। ଏ କି ସମୟ???ଏ କି ଋତୁ???ପ୍ରଶ୍ନ ପରେ ପ୍ରଶ୍ନ ଉଦବେଳିତ

କାପୁରୁଷତା

ସହର ଉପକଣ୍ଠରେ ବୃହତ ବଟବୃକ୍ଷ ଟିଏ ଆକାଶକୁ ମୁଣ୍ଡ ଟେକି ଚିଡାହୋଇଛି। ଗୋଟିଏ ହେଲେ ପତ୍ର ନାହିଁ।କେଉଁଦିନୁ ବୃକ୍ଷଟି ମରିଯିବା ପରେ...ଗଣ୍ଡିଟା ଛିଡ଼ା ହୋଇଛି। ତା ଭିତରେ ନ ଓଲ୍ଲୂକ ପକ୍ଷୀ ଦ୍ୱୟ ବସା କରି ରହିଥାନ୍ତି। ପତ୍ର ଥିଲା,ଫଳ ହେଉଥିଲା,ଶହ ଶହ ପକ୍ଷୀ ବସା କରିବା ସହିତ ଛୁଆ ଫୁଟାଇ

ଜନ୍ମଦାତା

(ବିଶ୍ବ ପିତୃତ୍ବ ଦିବସର ସ୍ଵତନ୍ତ୍ର ଅଭିଲେଖ) ବିସ୍ତାରିତ ଅଭ୍ର ଅନନ୍ତଦିବ୍ୟ ଅନ୍ତର ପ୍ରୀତିତ୍ରିପଥଗା ସିକ୍ତ ଶୀତଳତୃପ୍ତ ହୃଦୟ ଗୀତି । ଶିଳୋଚୟ ସ୍ଥିର ସୁକାନ୍ତସୁଧାସିକ୍ତ ସ୍ଵଭାବପିତା ଅନାବିଳ ଅନନ୍ୟପୂତ ପ୍ରଶାନ୍ତ ଭାବ । ପ୍ରସବିତା ସତ୍ଯ ସବିତାସର୍ବ ସୁଦକ୍ଷ

ମୋ ବାପା

ଭଗବାନ ପର୍ବତ ର ଶକ୍ତିବୃକ୍ଷ ଲତା ର ସହନଶୀଳତାସୂର୍ଯ୍ୟ ର ଉତ୍ତପ୍ତ ତେଜସମୁଦ୍ର ର ଗଭୀରତାଏହି ସମସ୍ତ ପ୍ରଭାବଶାଳୀ ତତ୍ବ ରୁ ନିର୍ମିତ ଏକ ମହାନ ବ୍ୟକ୍ତିତ୍ବ ସିଏ ହେଉଛନ୍ତି ବାପା ବାପା ହିଁ ପ୍ରଥମ ପରିଚୟଦାତାବାପା ଧୈର୍ଯ୍ୟ ର ଅନ୍ୟ ସ୍ଵରୂପବାପା ଏକ ଘଞ୍ଚ ବୃକ୍ଷ ଯାହାଙ୍କଶୀତଳତା ରେ

ତୋ ପାଇଁ

ତୁ ନଥିଲେ ମୁଁ ଅନ୍ଧସକାଳର ପହିଲି ସ୍ପର୍ଶ ତୋ ଦେହରେରାତିର ଶୀର୍ଷରେ ତୁବେଡର ଗୋଟେ ପାଖରେ ତୁଦିବା ରାତ୍ର ଅବିରତ ତୋ ପାଇଁବିକଳ ଆଉ ଛଟ ପଟପ୍ରେମିକ ଟିଏ ମୁଁ । ତୋ ରୂପ କେବେ ଆପଲତ କେବେ ଭିବୋ ଅପୋଏମାଇ ଭଳି ଅନେକସବୁଥିରେ ସ୍ମାର୍ଟ ତୁସ୍ଲିମ ଫିଗର ପାଇଁ ଭୁଲିଛି ଅନ୍ୟକୁଆଦରି ନେଇ

ଖୁସି

ଜୀବନ ବଡ଼ ଅଜବ ନାଏଇଠି ସ୍ୱର୍ଗ ପୁଣି କେବେ ନର୍କହେଲେ ଖୁସି କେଉଁଠିଖୁସି କେବେ ଭଙ୍ଗା କୁଡ଼ିଆରେଚାଳ ଛପର ଫାଂକରୁ ପୁନେଇ ଚାନ୍ଦକୁଅଵଲୋକନ କରିବାରେ । ଖୁସି ମା ତାଳ ବରାର ଜାଲି ଚଟୁକୁଅପେକ୍ଷା ମୁଁ ଆଗ ଖାଇବିପୁଣି ସେଇ ସାଙ୍ଗ ମାନଙ୍କ ସହତେନ୍ତୁଳି ଖଟା ଖାଇବୁଢା ବାଡିରୁ
error: Content is protected !!