News
lipub
samparksetu
Browsing Category

ଫୁରସତ

ସ୍ମୃତି ଓ ବିସ୍ମୃତିରେ ୨୦୨୨

ଦି ହଜାର ବାଇଶି ବର୍ତ୍ତମାନ ଗଣି ହେଉଥିବା କିଛି ଘଣ୍ଟାର ଅତିଥି । ନୂଆଁ ବର୍ଷର ମହୋତ୍ସବ ସହ ପ୍ରଥମ ସ୍ୱାଗତ କରିବ ଅଷ୍ଟ୍ରେଲିଆରେ କିରିଟିମାଟି ଦ୍ୱୀପରେ ବର୍ଣ୍ଣାଢ୍ୟ ଉତ୍ସବ ସହକାରେ । ସକାଳେ ନୂତନ ଅରୁଣଙ୍କ ଆଭାରେ ଶାମ୍ବଦଶମୀ ସହ ଆମେ ହସ୍ତାକ୍ଷର ସ୍ଥାନରେ ତେଇଶି ଲେଖିବା । ଯଦିଓ ଅନେକ

ପ୍ରଣମ୍ୟ ହେ ବୁଦ୍ଧ

ବେଦନା ବିଧୂର ବୋଧିସତ୍ତ୍ୱ ତୁମେଜ୍ଞାନାଲୋକେ ହେଲ ସିକ୍ତପୁନଶ୍ଚ ପୃଥିବୀ ଫେରି ପାଇଥିବାଦ୍ରୁପ୍ତ ଚେତନା ବ୍ରତ ll ଶଇଳ ଶିଖରେ ସୀମନ୍ତିନୀ ସମଶାନ୍ତ କି ସୁଧାର ମୂର୍ତ୍ତିମାନବବାଦର ମହାମିଳନରେଭରିଛ ଅପାର ଶକ୍ତି ll ସାଂସାରିକ କ୍ଷୁଧା କ୍ଷାନ୍ତ ହେ ପଥିକପରିତ୍ୟକ୍ତ କଲ

ନୂଆବର୍ଷ ଗପ

ନୂଆ ଶାଢ଼ୀ ସରିତା ମା ତିନୋଟି ନୂଆ ଶାଢ଼ୀ କିଣିଥିଲା । ସରିତା ନିଜେ ବାଛିଥିଲା ଗୋଟିଏ ହାର ବୋଉ ପାଇଁ । ଶିବୁ କହିଥିଲା ଏଥର ନୂଆ ବର୍ଷରେ ଫେମିଲି ଭୋଜି କରିବା । ବୋଉ ! ତୁ ନୂଆ ଶାଢ଼ୀ ପିନ୍ଧିବୁ ଆଉ ନୂଆ ହାର । ନୂଆବର୍ଷ ଭୋଜିରେ କିନ୍ତୁ କମଳା ନୂଆ ଶାଢ଼ୀ କି ହାର ପିନ୍ଦିଲା

ଅସ୍ମିତାର ପରିଚୟ

ମୁଁ ରବି ସିଂ ନୁହେଁତୁମକୁ ଦେବି ଚରମ ପତ୍ର।ମାଟି କାଠରେ କ'ଣରହିଥାଏ ଜୀବନ ?ମାଟିରେ ଅଛି ବ୍ରହ୍ମ !କାଷ୍ଠ ଏଠି ଜୀବନ୍ତ !କିପରି ? କାଷ୍ଠ - ମାଟିକୁ ଭାଙ୍ଗିଲେକ'ଣ ନେବ ନୂଆ ଅବତାର ?କେମିତି ଜୀବନ୍ତ ସେ କାଷ୍ଠ ?ଯେ ଚାଲିପାରେନିକଥାକୁହେନିଆଖି ବନ୍ଦ କରେନି,କେବେ କାନ୍ଦେନି-ହସେନି !

ଉଚ୍ଚଶିକ୍ଷା

ଉଚ୍ଚମନ ନେଇ ଉଚ୍ଚଆଶା ନେଇ ରାଜଧାନୀ ଆସିଛି ଧାଇଁ,ଗାଆଁ ଠୁ ସହର ପଥ ବହୁଦୂର ଉଚ୍ଚଶିକ୍ଷା ଲଭିବା ପାଇଁ । ମୋ ଜ୍ଞାତି କୁଟୁମ୍ବ ଦେଖି ନାହିଁ କେବେ ରାଜଧାନୀ ଚାଲି ଚଳନି,ପାଦ

ବାଦଲ ଫଟାର କରାଳ ବର୍ଷା

ବରଷା ଜଳର ଶୁଣ କାହାଣୀଶ୍ରାବଣୀ ଅଟଇ ପୃଥିବୀ ରାଣୀ।(୧)ବରଷା ମାନେନି ଶୀତ ବସନ୍ତଶ୍ରାବଣରେ କରେ ନାତ ସଂଗୀତ।(୨)ପୃଥିବୀର ମାଟି ଜୀବ ଜଗତବରଷାରେ ହୁଏ ବନ୍ୟା ପ୍ରପାତ।(୩)ବରଷା କୋପରେ ନଦୀ ସମୁଦ୍ରଫୁଲି ଉଠେ ଏଠି ଜଳର ଶ୍ରୋତ।(୪) ଆସଇ ବରଷା ତୁହାକୁ ତୁହାଖଣ୍ଡ ପ୍ରଳୟରେ ହୁଏ

ତୁମେ ଆଉ ତୁମେ ହେଇ ନାହଁ

ତୁମେ ପରା ସେହି ମୋ ମନ ମୋହିନୀମୋର ପ୍ରେମର ପ୍ରେୟସୀ,ଯିଏ ଦିନେ ମୋର ଶୁଖିଲା ଓଠରେଭରିଥିଲା କେତେ ଖୁସି ! ତୁମେ ଥିଲ ସେହି ମଧୁର ରାତ୍ରୀରପିରତି ଭରା ନାୟୀକା,ହାତ ଛାଡ଼ି ଆଜି ହେଇଗଲ ତୁମେଆଉ କାହାର ପ୍ରେମିକା। ତୁମେ ପ୍ରିୟା ଆଉ ତୁମେ ହେଇ ନାହଁବଦଳିଲ କୁହ କାହିଁ ?ଏ ବଦଳିବା ଦେଖି

ନବ ବର୍ଷ ଆସି ପାଦ ଥାପିଲାଣି

ପୂରୁବ ଆକାଶେ ସୀମନ୍ତିନୀ ହସେନବ ଅରୁଣିମା ସାଥେସୁନେଲି ଚାଦର ଆହାକି ସୁନ୍ଦରଭବ୍ୟ ଉନ୍ମାଦନା ମର୍ତ୍ତ୍ୟେ ll ବିଦାୟ ନେଲାଣି ପୁରୁଣା ବରଷବହୁ ସ୍ମୃତି କୀର୍ତ୍ତି ଧରିନବ ବର୍ଷ ଆସି ପାଦ ଥାପିଲାଣିଧରଣୀର ବକ୍ଷ ଚିରି ll ଭୁଲି ଦୁଃଖ ଶୋକ ଯାତନା ଅନେକମନୁ ଫିଙ୍ଗି ଆବର୍ଜନାପ୍ରଶାନ୍ତ
error: Content is protected !!