ବ୍ରାହ୍ମଣୀ ନଦୀରେ ନିଖୋଜ ଇଞ୍ଜିନିୟରିଂ ଛାତ୍ର ଙ୍କ ମୃତଦେହ ଉଦ୍ଧାର
ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ନିଖୋଜ ଇଞ୍ଜିନିୟରିଙ୍ଗ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଛି। ସରାଙ୍ଗ ବ୍ରିଜ ନିକଟରୁ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଗତ କାଲି ଅପରାହ୍ନରେ IGIT କଲେଜର ବିଟେକ ମେଟାଲୋଜି ବିଭାଗର ଶେଷ ବର୍ଷର ଛାତ୍ର ସନତ କୁମାର ମହାଳିକ!-->…