News
lipub
samparksetu

ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ

ହିନ୍ଦୋଳ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଶଶି ଭୂଷଣ ବେହେରା ଏବଂ ବ୍ୟକ୍ତିଗତ ସହାୟକ ବିଷ୍ଣୁ ବହ୍ଲଭ ଖଟୁଆ ୪ଟି ମ୍ୟୁଟେସନ କେସ୍‌ରେ ଆରଆଇ ଶଶୀଭୂଷଣ ବେହେରା ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କାବୁ କଲା ଢେଙ୍କାନାଳ ଭିଜିଲାନ୍ସ । ସୂଚନାଯୋଗ୍ୟ ଯେ, ୪ଟି ମ୍ୟୁଟେସନ କେସ୍‌ରେ ନେଉଥିଲେ ୬୦

ଜାତୀୟ ରାଜପଥ ଦେଉଛି ଯମଯନ୍ତ୍ରଣା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ହିନ୍ଦୋଳ ରୋଡ ବଜାର ନିକଟସ୍ଥ ପୋଡାପଡା ଠାରେ ନିର୍ମାଣଧୀନ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ ର ଅହେତୁକ ବିଳମ୍ବ ସହିତ ଠିକାଦାର ଯେଉଁ ସର୍ଭିସ୍ ରୋଡ କରିଛନ୍ତି ତାହା ମରାମତି କରାଯାଉନଥିବାରୁ ସେହି ଖାଲଖମଣ ରାସ୍ତାରେ ଅନେକ

ଋଣ ସୁଝି ନପାରି ଗଛରେ ଝୁଲିପଡ଼ିଲେ

ଋଣ ଯନ୍ତାରେ ଭାରାକ୍ରାନ୍ତ ଜଣେ ବ୍ୟକ୍ତି ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସଂପୃକ୍ତ ବ୍ୟକ୍ତି ଚାଷ ଓ ଗୋ ବ୍ୟବସାୟ ନିମନ୍ତେ ଋଣ କରିଥିଲେ। କିନ୍ତୁ ଋଣ ସୁଝି ନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଚାଷୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗ

ଜୀବିତକୁ ମୃତ ଦର୍ଶାଇ କରାଯାଉଛି ରାସନ୍ କାର୍ଡ୍

ହିନ୍ଦୋଳ ଯୋଗାଣ ବିଭାଗ କେତେବେଳେ ଜୀବିତକୁ ମୃତ ଦର୍ଶାଇ ରାସନ୍ କାର୍ଡ୍ କାହାର କାଟି ଦେଉଛି, ତ ପୁଣି କେତେବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶାଇ ରାସନ୍ କାର୍ଡ୍ କାଟି ଦେଉଛି ତ ଆଉ କେତେବେଳେ ନେତାଙ୍କୁ ଖୁସିକରିବାକୁ ବେଆଇନ ଭାବରେ ଡିଲର ଉଛେଦ କରୁଛନ୍ତି। ଯୋଗାଣ ବିଭାଗର ଏପରି

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଛେଳି ମୃତ, ବୃଦ୍ଧା ଗୁରୁତର

ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅର୍ନ୍ତଗତ କଙ୍କାଳୁ ମହାତଳା କେନ୍ଦୁପଲ୍ଲୀ ଛକରେ ଅଘଟଣ। ଆଜି ସକାଳ ପ୍ରାୟ ୮:୩୦ ସମୟରେ ଗାଁର ୭୦ ବର୍ଷୀୟ ବୃଦ୍ଧା ମହାରାଣୀ ନାଏକ ନିଜର ଛେଳି ଫିଟାଇବାକୁ ଯିବା ବେଳେ ଉପରେ ଯାଇଥିବା ୨୧ କେଭି ବିଦ୍ୟୁତ୍ ତାର ଛିଡି ବୃଦ୍ଧାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଜନମୁଖୀ ଜାଗୃକତା କାର୍ଯ୍ୟକ୍ରମ ସହିତ ଜାତୀୟ ଡେଙ୍ଗୁ ଦିବସ ପାଳନ

ଡେଙ୍ଗୁ ଜ୍ୱର ବିରୁଦ୍ଧରେ ଏକ ପ୍ରକ୍ରିୟାଶୀଳ ପଦକ୍ଷେପ ରୂପେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଜାତୀୟ ଡେଙ୍ଗୁ ଦିବସ ଅବସରରେ ବିଭିନ୍ନ ବିଷୟବସ୍ତୁକୁ କେନ୍ଦ୍ର କରି ଅନେକ ଅଞ୍ଚଳରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି । ଏହି ଅଭିଯାନ ଖଲିବେରଣା ଗୋଷ୍ଠୀ କେନ୍ଦ୍ର, ନୂଆଗାଁ, କାଣ୍ଡବିନ୍ଧା

ପାଣି ପାଇଁ ରାଜରାସ୍ତାରେ ମହିଳା

ସ୍ୱାସ୍ଥ୍ୟ,ଶିକ୍ଷା,ଗମନାଗମନ,କୃଷି,ପାନୀୟଜଳ,ବିଦ୍ୟୁତ,ହାତୀ ସମସ୍ୟା ଭଳି ଅନେକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଜନସାଧାରଣ।ଏବେବି ବିକାଶଠାରୁ ଅନେକ ଦୁରରେ ହିନ୍ଦୋଳ ।ଯାହାର ନଗ୍ନଚିତ୍ର ଆଜି ଦେଖିବାକୁ ମିଳିଛି ଉପଖଣ୍ଡରେ। ଖବରରୁ ଅନୁଯାୟୀ , ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଂଚାୟତର

ଜଳ କଷ୍ଟ ଭୋଗୁଛନ୍ତି ବାର୍ଷୀଙ୍ଗା ଜଗନ୍ନାଥପୁର ବାସିନ୍ଦା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଷିଙ୍ଗା ଜଗନ୍ନାଥପୁର ସାହିରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବାବେଳେ ଜନସଂଖ୍ୟା ୫୦୦ ରୁ ଅଧିକ। ଏହି ୫୦୦ ଲୋକଙ୍କ ପାଇଁ ବସ୍ତିରେ ଦୁଇଟି ନଳକୂପ ଥିବାବେଳେ ବସ୍ତି

ପଶାସିଂ ଗାଁ’ରେ ପାନୀୟଜଳ ସାତସପନ

ଆଧୁନିକ ଯୁଗରେ ପାନୀୟଜଳ ପାଇଁ ଗାତ ଓ ଚୁଆ ପାଣି ଉପରେ ନିର୍ଭରଶିଳ ପଶାସିଂ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡାପଡ଼ା ବ୍ଲକ ସଦାଶିବପୁର ପଂଚାୟତ ପଶାସିଂ ଗ୍ରାମରେ। ଗ୍ରାମରେ ପାନୀୟଜଳ ଯୋଗାଣ

ନିର୍ବାଚନ ପରେ ଶିଥିଳ ଗଲା ପୋୖରପାଳିକା, ହେଲାନି ଥଇଥାନ ପୁଣି ରାସ୍ତାକୁ ଆସିଲେ ଉଠା ଦୋକାନୀ

ଦିନକୁ ଦିନ ବ୍ୟସ୍ତ ବହୁଳ ହୋଇ ପଡୁଛି ଢେଙ୍କାନାଳ ସହର । ହେଲେ ବାସିନ୍ଦା ଏବଂ ଯାତ୍ରୀଙ୍କ ଯାତାୟତ ନିମନ୍ତେ ନାହିଁ ପ୍ରଶସ୍ତ ରାସ୍ତା । କାରଣ ବିଭିନ୍ନ ସ୍ଥାନରେ ସରକାରୀ ରାସ୍ତାକୁ ମାଡ଼ି ବସିଛନ୍ତି କିଛି ଉଠା ଦୋକାନୀ । ଗଣେଶ ବଜାରରୁ ବାଜିଚୌକ୍ ଏବଂ ବାଜିଚୌକରୁ ଷ୍ଟେସନ ବଜାର ଏବଂ
error: Content is protected !!