News
lipub
samparksetu

ବ୍ଲକ୍ ସ୍ତରୀୟ ଆକାଉଣ୍ଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏବଂ ଏମ୍ ଆଇ ଏସ କମ ପ୍ଳାନିଙ୍ଗ କୋଅର୍ଡିନେଟର ମାନଙ୍କର ଗଣ ଧାରଣା

ଆକାଉଣ୍ଟାଣ୍ଟ କମ ସପୋର୍ଟ ଷ୍ଟାଫ ଏବଂ ଏମ୍ ଆଇ ଏସ କମ ପ୍ଳାନିଙ୍ଗ କୋଅର୍ଡିନେଟର ମାନଙ୍କର ମିଳିତ ରାଜ୍ୟ ସଂଘର ଆହ୍ବାନକ୍ରମେ ଚଳିତ ମାସ ୨୯ ତାରିଖ ଠାରୁ ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବ ବୋଲି

ଗାଁ କୁ ଆସୁନାହାଁନ୍ତି ଗ୍ରାମ ସେବକ , ଚାଷୀ ହନ୍ତସନ୍ତ

ଢେଙ୍କାନାଳ ସଦର ବ୍ଲକର ଗ୍ରାମ ସେବକମାନେ ଗାଁ ପରିଭ୍ରମଣରେ ଆସୁନାହାଁନ୍ତି l ଫଳରେ କୃଷିଯାତ ବିହନ, ସାର ଓ ବିଶୋଧନ ବିଷୟରେ ଜାଣିପାରୁନାହାନ୍ତି l ଚାଷୀ ହନ୍ତସନ୍ତ ହୋଇ ଗ୍ରାମ ସେବକଙ୍କୁ ଫୋନ କଲେ କଥା ହେଉନାହାନ୍ତି କି ଗାଁ କୁ ମଧ୍ୟ ଆସୁନାହାନ୍ତି l ସଦର ବ୍ଲକ ଶୁଆଖାଇ କାଟେଣୀର କବିରାଜ

ଜୀବନପ୍ରତି ବିପଦ ସାଜିଛି ଅଚଳ ଟାୱାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍.ଏ.ସିରେ ଅନେକ ଗୁଡ଼ିଏ ଅଚଳ ମୋବାଇଲ ଟାୱାର ପାଇଁ ଜନଜୀବନ ପ୍ରତି ସୃଷ୍ଟି କରିଛି ବିପଦ। ହିନ୍ଦୋଳ ଏନ ଏ ସି ୱାର୍ଡ ନଂ ୮ର ମେଡିକାଲ ଛକପାଖରେ ଅଛି ବିପଦପୂର୍ଣ୍ଣ ଅବସ୍ଥାରେ କଳଙ୍କିତ ଅଵ୍ୟବହୃତ ଏୟାରସେଲର ବିଶାଳ ଟାୱାର ସହ ଗୁଣ୍ଡିଚାମଣ୍ଡପ ନିକଟରେ ରହିଛି

ବୃଦ୍ଧା ଦମ୍ପତିଙ୍କୁ ମାଡମାରି ଘରୁ ତଡ଼ି ଦେଲେ

ପୁଅ ଯେତେବେଳେ ଚାଲି ସିଖିନଥିଲା ସେତେବେଳେ ହାତଧରି ଚାଲି ସିଖେଇଥିଲେ ବାପାମାଆ । ନିଜେ ନଖାଇ ଉପବାସ ରହି ପିଲାଙ୍କୁ ଖୁଆଉଥିଲେ । ନିଜ ସନ୍ତାନ ମୁହଁକୁ ଦେଖି ସବୁ ଦୁଃଖ ଭୁଲି ଯାଉଥିଲେ । ସେମାନଙ୍କର ସୁଖ ପାଇଁ କେତେ ଦିଅଁ ଦେବତାଙ୍କ ନିକଟରେ ମାନସିକ ରଖି ଉପବାସ ରହୁଥିଲେ । ଆଶା ରଖୁଥିଲେ

୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପବିତ୍ର

ବିପଦ ସଂକୁଳ ଅବସ୍ଥାରେ ଚିତ୍ତଳପୁର-କୁକୁଟା ରାସ୍ତାର କଲଭର୍ଟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସଦାସର୍ବଦା ବିଭିନ୍ନ କ୍ଷେତ୍ରରେ ଅବହେଳିତ ଏହା ସ୍ୱଚକ୍ଷୁରେ ନଦେଖିଲେ ବିଶ୍ୱାସ ହେବନି। ଏବେବି ହିନ୍ଦୋଳ ଗ୍ରାମାଞ୍ଚଳ ଲୋକମାନେ ଭଲକି ରାସ୍ତାଟିଏ ମଧ୍ୟ ଦେଖିପାରିନାହାନ୍ତି।ଗ୍ରାମ୍ୟଉର୍ଣ୍ଣୟନ ବିଭାଗ ଦ୍ୱାରା କୁକୁଟା ଠାରୁ ଚିତଲ ପୁର

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହିନ୍ଦୋଳ ଉପଖଣ୍ଡ ଅସରଡl ପଞ୍ଚାୟତ ବlର୍ଶୀଙ୍ଗା ଗ୍ରାମର ନବ ମହାରଣା ୬୮ ଆଜି ସକାଳ ସାତ ଟା ନିଜ ଗ୍ରାମ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ସମୟ ରେ ଗୋଟିଏ ଦନ୍ତା ହାତୀ ହବୁଡ ରେ ପଡ଼ି ଯାଇଥିଲେ l ଦନ୍ତା ହାତୀ ଟି ନବ କୁ ଶୁଣ୍ଢ ରେ କଚାଡି ଦେବା ସହ ଛାତି ରେ ପାଦ ପକାଇ ଦଳି ଦେଇଥିଲା ଫଳ ରେ

ବାଇକ ଦୁର୍ଘଟଣାରେ ଜଣେ ମୃତ ,ଦୁଇ ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ବିଦାୟୀ ବର୍ଷର ଶେଷ ଦିନରେ ମର୍ମନ୍ତୁତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ , ଆଜି ଦିବା ୧୧ଘଣ୍ଟା ସମୟରେ ଠେଙ୍ଗାଗ୍ରାମର ଚନ୍ଦନ ଦେହୁରୀ କୌଣସି କାର୍ଯ୍ୟରେ ଘରୁ ଯାଉଥିବାବେଳେ ଜରଡ଼ା

ସାପୁଆ ଡ୍ୟାମରେ ପର୍ଯ୍ୟଟକ ଙ୍କୁ ଶୋଷଣ

ଶୀତର ପହିଲି ଆଗମନରେ ଆସିଯାଇଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟନ ସ୍ଥାନକୁ ଯାଇ ବୁଲାବୁଲି କରିବା ପାଇଁ ଗାଁ ଠାରୁ ସହର ସମସ୍ତ ଙ୍କ ର ଆଗ୍ରହ । ପ୍ରାକୃତିକ ପରିବେଶ ମଧ୍ୟରେ ବଣଭୋଜି କରିବା ପାଇଁ ସମସ୍ତଙ୍କ ପସନ୍ଦ, ଢେଙ୍କାନାଳ ହିନ୍ଦୋଳ ଉପଖଣ୍ତରେ ଏଭଳି ଏକ ସ୍ଥାନ ରହିଛି ଯେଉଁ ସ୍ଥାନକୁ ଥରେ
error: Content is protected !!