News
lipub
samparksetu

ଜନନୀ ଯନ୍ତ୍ରଣାର ଅନ୍ତ କେବେ ? ହୁଇଲ ଚେୟାରରେ ସନ୍ତାନ ଜନ୍ମ କଲେ ମହିଳା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଜନନୀ ଯନ୍ତ୍ରଣାର ଅନ୍ତ ହେବାର ନାହିଁ । ପୁଣି ଜଣେ ମହିଳା ଏକ ହୁଇଲ ଚେୟାରେ ସନ୍ତାନ ଜନ୍ମଦେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ରାତିରେ କଙ୍କଡାହାଡ ଥାନା କୁସୁମୁଣ୍ଡିଆ ଗ୍ରାମ ନଟାରିପଶି ସାହିର ଅନାମ ମୁଣ୍ଡାଙ୍କ

ବାଇଗିଣିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସୁପର ଓଭରରେ କନ୍ତିଓପୁଟ ଟିମ୍ ଚାମ୍ପିଅନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଇଗିଣିଆ ମା' ସରସ୍ଵତୀ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ୍ ମୋଟଙ୍ଗା ଥାନା ଅଧୀନସ୍ଥ କୁରୁଣ୍ଟି ବ୍ଲୁ ବିଲିଅନ ମଲ୍ଟି ଷ୍ଟାର କ୍ରିକେଟ କ୍ଲବ୍ ଓ

ଆଖୁ ବାଡିରେ ନିଆଁ ଲାଗି ୪ ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ !

ଆଖୁ ବାଡିରେ ନିଆଁଲାଗି ଚାରି ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ ହୋଇଯାଇଛି ।ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ମଝିପାଳ ମଉଜାରେ। ତେବେ ମୃଦଙ୍ଗା ଓ ମହୁଲପାଳର ଚାଷୀମାନେ ମଝିପାଳ ଏରିଆରେ ଶହଶହ ଏକର ଜମିରେ ଆଖୁ ଚାଷକରି ଢେଙ୍କାନାଳ ଶକ୍ତି ସୁଗାର ମିଲକୁ ବିକ୍ରି କରି

ହିନ୍ଦୋଳ ଉପଖଣ୍ଡରେ ଥମୁନି ହାତୀ ଆକ୍ରମଣ , ଦନ୍ତା ଆକ୍ରମଣରେ ଜଣେ ଗୁରୁତର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନାଞ୍ଚଳରେ ବଣୁଆ ହାତୀ ଆତଙ୍କ ଦ୍ୱାରା ଏବେ ଗାଁ ଗାଁ ରେ ସଂଧ୍ୟା ହେଲେ ତାଟିକାବାଟ ପଡିଯାଉଥିବା ଦେଖିବାକୁ ମିଳିଛିl ରସୋଳ କାଳିଆ ପଥର ଗ୍ରାମରେ ଗତକାଲି ସଂଧ୍ୟା ସମୟରେ ଗ୍ରାମ ନିକଟ ରାସ୍ତାରେ ବୁଦ୍ଧିଆ ନାୟକ ନାମକ ଯୁବକ ଙ୍କୁ ହାତୀ କଚାଡି

ମୃତ୍ୟୁ ସହ ଲଢେଇ କରୁଥିବା ମେଧାବୀ ଛାତ୍ରୀ ପ୍ରିୟଦର୍ଶନୀ ସାହୁ ଙ୍କୁ ମିଳିଲା ସହାୟତା

ସ୍ୱପ୍ନ ଥିଲା ପାଠ ପଢି ଡାକ୍ତର ହେବାର । ଜୀବନରେ ସଂଘର୍ଷ ମଧ୍ୟ ଚାଲିଥିଲା l ଜଣେ ମେଧାବୀ ଛାତ୍ରୀ ହୋଇ ମନ ଦେଇ ପାଠ ମଧ୍ୟ ପଢୁଥିଲେ ହେଲେ ଏବେ ଦୁଇଟି ଯାକ କିଡନୀ ଖରାପ ପାଇଁ ଜୀଵନ ମରଣ ସହ ଲଢେଇ କରୁଛନ୍ତି । ଘଟଣାଟି ହେଉଛି ,ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ

ଜଳିଗଲା ୧୦ ବଖରା ଘର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ଗ୍ରାମପଞ୍ଚାୟତ ର ବିଶ୍ୱନାଥପୁର ଗ୍ରାମରେ ଆଜି ଭୋର ସମୟରେ ୧୦ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ଗ୍ରାମର ପବିତ୍ର ପ୍ରଧାନ , ପାଳୁଣୀ ପଧାନ ଓ ସୁମନ ପଧାନ ଙ୍କ ଘର ପଡି ଯାଇଥିବାର ଜଣାପଡିଛି । ନିଆଁ ଲାଗିବା ଦେଖି ଗ୍ରାମ ଲୋକ ଅଗ୍ନିଶମ ବାହିନୀ

କନ୍ୟା

କରନା କରନା ତୁଳନା ତାକୁପୁତ୍ର ମାନଙ୍କ ସହିତେ,ପୁଅ ଝିଅ ପରା ଉଭୟେ ସମାନଏଇ ସାରା ଜଗତେ। ଅଳପ ବୟସେ ବିବାହ କରନାସମ୍ପତ୍ତି ଲୋଭରେ ପଡ଼ି,ତାର ସ୍ୱପ୍ନ, ଆଶା ଆକାଂକ୍ଷା କୁଦିଅନାହିଁ ଜାଳିପୋଡ଼ି। କରନାହିଁ ତାହାର ଭୃଣ ହତ୍ୟାଦଣ୍ଡନୀୟ ଅପରାଧ,ଦୋଷୀ ତୁମେ ଦଣ୍ଡ ନିଶ୍ଚେ ଭୋଗିବଗଣୁଥିବ

୧୦ଟଙ୍କାକୁ ନେଇ ଛୁରା ମାଡ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଚନ୍ଦନ ବଜାରରେ ୧୦ଟଙ୍କାକୁ ନେଇ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବାର ଜଣାପଡିଛି ।ଚନ୍ଦନ ବଜାରର ଅଜୁ ବେହେରା କୌଣସି କାର୍ଯ୍ୟରେ ନିକଟସ୍ଥ ଚମାର ସାହିକୁ ଯାଇ ଫେରୁଥିଲେ । ଫେରୁଥିବା ସମୟରେ ବିଦ୍ୟାଳୟ ନିକଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଦଶ ଟଙ୍କା

ଘରୁ ଟାଣିଆଣି କଚାଡିଦେଲା ହାତୀ ,ଯୁବକ ମୃତ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ କୁନୁଆଁ ପ୍ରଧାନୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । କୁନୁଆଁ ପଧାନୀ ଗ୍ରାମରେ ସୁବ୍ରତ ନାଏକ ସପରିବାରେ ଘରେ ଶୋଇଥିବା ବେଳେ ବୁଧବାର ରାତିରେ ହାତୀ ମାଟି କାନ୍ଥ ଭାଙ୍ଗି ଧାନ ଖାଇବାକୁ ଘରେ ପଶି ଯାଇଥିଲା । ହାତୀକୁ ଦେଖି
error: Content is protected !!