ମାଡି ଚାଲିଛି ଗାଈ ଗୋରୁ୍ଙ୍କ ଏଲଏସଡି ରୋଗ ; ଖାଲି ପଡିଛି ଶହ ଶହ ଡାକ୍ତର ପଦବୀ, ପିଅନଙ୍କୁ ନେଇ ଚାଲିଛି କାର୍ଯ୍ୟ
ଢେଙ୍କାନାଳ ଜିଲ୍ଲାରେ ଶୀତଦିନରେ ଗାଈଗୋରୁଙ୍କ ବିଭିନ୍ନ ରୋଗ ଦେଖାଦେଇଥିବାର ଜଣାପଡିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଚିକିତ୍ସାଳୟରେ ଡାକ୍ତର ଏବଂ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ଜିଲ୍ଳାରେ ଗାଈ!-->…
ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ
କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ତତ୍ୱାବଧାନରେ ତଥା ବରିଷ୍ଠ ଶିକ୍ଷୟିତ୍ରୀ କବିତା ରାଉତ ଙ୍କ ସଭାପତିତ୍ୱ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । କାମାକ୍ଷାନଗର ମାହାବିଦ୍ୟାଳୟ ର ବରିଷ୍ଠ ପଦାର୍ଥବିଜ୍ଞାନ!-->…
ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ସୁନା ଓ ଟଙ୍କା !
ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ସାତମାଇଲ ମହିଧରପୁର ରାସ୍ତାରେ ୨୧ ତାରିଖ ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇଜଣ ଜଣ ଡକାୟତ ଆମ୍ବିଠି ଗ୍ରାମ ତ୍ରିନାଥ ସାହୁଙ୍କ ପୁତ୍ର ହେମନ୍ତ କୁମାର ସାହୁଙ୍କ ନିକଟରୁ ୭୨ ହଜାର ଟଙ୍କା , ସେ ପିନ୍ଧିଥିବା ଗୋଟିଏ ସୁନା ଚେନ ସହ ତାଙ୍କ!-->…
ମୁଖ୍ୟ ଚିକିତ୍ସାଳୟରୁ ଜଣେ ଦଲାଲ ଗିରଫ
ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବିଭିନ୍ନ ନସିଂହୋମ ଦ୍ୱାରା ଦଲାଲ ନିଯୁକ୍ତ କରାଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ରୋଗୀମାନଙ୍କୁ ନର୍ସିଂହୋମ ଆଣିବାର ଘଟଣା ପର୍ଦ୍ଦାଫାଶ ହୋଇଛି । ଏହିଘଟଣାରେ ପୋଲିସ ଜଣକୁ ଗରିଫ କରି ତଦନ୍ତ ଚଳାଇଥିବାର ଜଣାପଡିଛି । ଢେଙ୍କାନାଳ ସହରରେ ୨୦ରୁଅଧିକ!-->…
ବାଦଲ ଫଟାର କରାଳ ବର୍ଷା
ବରଷା ଜଳର ଶୁଣ କାହାଣୀଶ୍ରାବଣୀ ଅଟଇ ପୃଥିବୀ ରାଣୀ।(୧)ବରଷା ମାନେନି ଶୀତ ବସନ୍ତଶ୍ରାବଣରେ କରେ ନାତ ସଂଗୀତ।(୨)ପୃଥିବୀର ମାଟି ଜୀବ ଜଗତବରଷାରେ ହୁଏ ବନ୍ୟା ପ୍ରପାତ।(୩)ବରଷା କୋପରେ ନଦୀ ସମୁଦ୍ରଫୁଲି ଉଠେ ଏଠି ଜଳର ଶ୍ରୋତ।(୪)
ଆସଇ ବରଷା ତୁହାକୁ ତୁହାଖଣ୍ଡ ପ୍ରଳୟରେ ହୁଏ!-->!-->!-->…
ବସରୁ ପଡି ମହିଳା ମୃତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମର ଜନୈକା ମହିଳା ବସରୁ ପଡି ମୃତ୍ୟୁ ବରଣ କରିଥିବାର ଜଣାପଡିଛି । କାଲୁରିଆ ଗ୍ରାମର ହଟକିଶୋର ସାହୁ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସାହୁ (୩୫) ପାୟଲ ନାମକ ଏକ ଘରୋଇ ବସରେ ନୀଳମାଧବ ଦର୍ଶନ କରିଥିବାକୁ ଯାଉଥିଲେ ।
ବସରେ ଯାଉଥିବା!-->!-->!-->…
ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ
ଗଁଦିଆ ଥାନା ଅନ୍ତର୍ଗତ ଠାକୁରାପାଳ ଗ୍ରାମର ଚୈତନ୍ୟ ପୁହାଣଙ୍କର କନ୍ୟା ସସ୍ମିତା ପୁହାଣ (୨୦ବର୍ଷ) ଙ୍କର ଗତ କାଲି ରାତିରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ କେସ ନଂ୩୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି!-->!-->!-->…
ତୁମେ ଆଉ ତୁମେ ହେଇ ନାହଁ
ତୁମେ ପରା ସେହି ମୋ ମନ ମୋହିନୀମୋର ପ୍ରେମର ପ୍ରେୟସୀ,ଯିଏ ଦିନେ ମୋର ଶୁଖିଲା ଓଠରେଭରିଥିଲା କେତେ ଖୁସି !
ତୁମେ ଥିଲ ସେହି ମଧୁର ରାତ୍ରୀରପିରତି ଭରା ନାୟୀକା,ହାତ ଛାଡ଼ି ଆଜି ହେଇଗଲ ତୁମେଆଉ କାହାର ପ୍ରେମିକା।
ତୁମେ ପ୍ରିୟା ଆଉ ତୁମେ ହେଇ ନାହଁବଦଳିଲ କୁହ କାହିଁ ?ଏ ବଦଳିବା ଦେଖି!-->!-->!-->!-->!-->…
ବିଦ୍ୟୁତ ଆଘାତରେ ଲାଇନ ମ୍ୟାନ ମୃତ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୋରେଇ ଗାଡ଼ିଆ ନିକଟରେ ବିଦ୍ୟୁତ ଆଘାତରେ ଜଣେ ଲାଇନ ମ୍ୟାନର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, କୋରେଇ ଗାଡ଼ିଆ ଗ୍ରାମ ନିକଟରେ ବିଦ୍ୟୁତ କାର୍ଯ୍ୟ ଚାଲିଥିଲା ,ସେଠାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଲାଇନ ମ୍ୟାନ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା!-->!-->!-->…
ହୃଦଘାତ ରେ ଯୁବକ ମୃତ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଇଶ୍ୱରା ପାଳ ଗ୍ରାମର ଜଣେ ଯୁବକ ଆଜି ହୃଦ୍ ଘାତ ରେ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି। ଖବର ରୁ ଜଣା ଯାଏ ଏହି ଗ୍ରାମର ବିରଞ୍ଚି ଦେହୁରୀ ଙ୍କ ପୁଅ ଅର୍ଜ୍ଜୁନ ଦେହୁରୀ (୧୮) ଆଜି ସକାଳେ ସାଇକେଲ ଯୋଗେ ନିକଟସ୍ଥ ଫାର୍ମ କୁ ଯାଉଥିବା ବେଳେ ହଠାତ ତଳେ ପଡି ଅଚେତ!-->…