News
lipub
samparksetu

ଗଡପଳାଶୁଣି ଅଞ୍ଚଳରେ ମରୁଡି ଆଶଙ୍କା ,ଫସଲ ବଞ୍ଚାଇବା ଲାଗି ଚାଷୀ ମାନଙ୍କ କସରତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳର ଗଡପଳାଶୁଣି ପଞ୍ଚାୟତ ତଥା ଆଖ ପାଖ ୯ଟି ପଞ୍ଚାୟତରେ ମରୁଡି ଆଶଙ୍କା ନେଇ ଚାଷୀଙ୍କୁ ଭାଳେଣୀ ପଡିଛି ।ଅଞ୍ଚଳ ପାହାଡ଼ିଆ ତଥା ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଚାଷୀ ମାନଙ୍କ ଜମିରେ ପାଣି ଅସୁବିଧା

ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଭୁବନ ସାଖା ତରଫରୁ ସରକାରଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର

ଓଡିଶା ସରକାର ଚୁକ୍ତି ଭିତିକ ପ୍ରଥାକୁ ଉଠାଇଦେଇଛନ୍ତି । କିନ୍ତୁ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନେ ଯେଉଁ ଛଅ ବର୍ଷ ଖୁବ କମ ବେତନରେ କାର୍ଯ୍ୟ କରୁଥିଲେ ତାକୁ ନିୟମିତ କରାଇବା ଓ ଆଉ କିଛି ଦାବି ଉଦେଶ୍ୟରେ ସରକାରଙ୍କ ନିକଟକୁ ବିଇଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଆଜି ଭୁବନ

ମଦ ଦୋକାନକୁ ତୀବ୍ର ବିରୋଧ ,୧୨ ନମ୍ବର ୱାର୍ଡ ବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ପୌରସଂସ୍ଥା ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ବିଦେଶୀ ମଦ ଦୋକାନକୁ ୱାର୍ଡ ବାସୀ ବାସିନ୍ଦା ମାନେ ତୀବ୍ର ବିରୋଧ କରିଛନ୍ତି ।ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ଜଣାପଡିଛି । ପୌରସଂସ୍ଥା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ମୀନା ବଜାରରେ ଏକ ବିଦେଶୀ ମଦ

ଶିକ୍ଷକ ମହାସଙ୍ଘର ବିଶାଳ ଶୋଭାଯାତ୍ରା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଦାବି

ଢେଙ୍କାନାଳ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସରକାରଙ୍କ ତରଫରୁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସହିତ ତିନିଦଫା ଦାବିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ

ତୁ ଏକା ମୋର ନିଜର

ଶୁଆ କହେ ଶାରୀ ଦେଖିଛୁ କି କହ,ଅମାବାସ୍ୟା ରେ ତୁ ଜହ୍ନ ?ହସିଦେଇ ଶାରୀ କହିଲା କି କଥା,ପାଗଳ ହେଲା କି ମନ। ଅମାବାସ୍ୟା ରାତି ଘୋର ଅନ୍ଧକାରକଉଠୁ ଉଇଁବ ଚାନ୍ଦ,କଳା ରାତି ସେତ ସବୁଠି ଅନ୍ଧାରଶୁଭେ ପେଚା ନାନୀ କାନ୍ଦ। ତୋ ବିନା ଜୀବନ ଅମାବାସ୍ୟା ମୋରପାଖେ ଆସି କହେ ଶୁଆ,ହସି ଦେଇ

ପାଣିରେ ବୁଡି ବୃଦ୍ଧା ଙ୍କ ମୃତ୍ୟୁ

ଶୁକ୍ରବାର ଦିନ ପାଣିରେ ବୁଡି ଜଣେ ବୃଦ୍ଧା ଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ନିହଲପ୍ରସାଦ ଥାନା ଅନ୍ତର୍ଗତ କୋକୁଆ ଝର ଗ୍ରାମର ରାମ ମୁଣ୍ଡା ପତ୍ନୀ ରୁପା ମୁଣ୍ଡା ( ୭୦)ଘର ପାଖରେ ଥିବା ଏକ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ , ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣି

ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ,ଜଣେ ମୃତ ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା କମଗରା ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତକ ହେଲେ ଶ୍ରୀରାମପୁର ଗ୍ରାମର ଶଚି ମଲ୍ଲିକ ଏବଂ ଗୁରୁତର ହେଲେ ଜିରାଲ ର ରାକେଶ କୁମାର ସାହୁ । ସୂଚନା ଅନୁଯାୟୀ , ସନ୍ଧ୍ୟା ରେ ରାକେଶ ବାଇକ ଯୋଗେ ଢେଙ୍କାନାଳ ରୁ

ଜଗବନ୍ଧୁ କ୍ରସରକୁ ବନ୍ଦ କରିବା ଦାବିରେ ଗଣ ଧାରଣା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଥାନା ଅଧିନସ୍ଥ ନିହଲପ୍ରସାଦ ର ନୂଆକଷ୍ଟିପାଳ ଓ ବେଗା ଗ୍ରାମ ପଞ୍ଚାୟତ ର ଶ୍ରୀମନ୍ତପୁରକୁ ଲାଗି ରହିଥିବା ଜଗବନ୍ଧୁ ଏଣ୍ଟରପ୍ରାଇଜେସ୍ ମେଘା କ୍ରସରକୁ ବିରୋଧ କରି ପୂର୍ବତନ ସରପଂଚ ପ୍ରଦିପ କୁମାର ଦାସ ଙ୍କ ନେତୃତ୍ବରେ ଶତାଧିକ

ସୁରକ୍ଷା ଖୋଜୁଛି ଗଛ ; କାହା ଅନୁମତିରେ ଢେଙ୍କାନାଳ ସହରରେ ବେଧଡ଼କ ଚାଲିଛି ଗଛକଟା ?

ସହରରେ ଏବେ ମନ ଇଚ୍ଛା ଗଛ କଟା ଚାଲିଛି । କୌଣସି ବିକାଶ ମୂଳକ କାର୍ଯ୍ୟ ନାମରେ ଗଛ କାଟି ସଫା କରି ଦିଆଯାଉଛି । କିଏ ପ୍ରକଳ୍ପକୁ ଦେଖାଇ ବନ ବିଭାଗରୁ ଅନୁମତି ନେଇଯାଉଛି ତ, କିଏ ମନ ଇଚ୍ଛା ଗଛ କାଟି ଗଡାଇ ଦେଉଛି । ଫଳରେ ସହର ପରିବେଶର ଶୌଭାବର୍ଦ୍ଧନ କରୁଥିବା ଗଛ ଗୁଡିକ ଅକାଳରେ ଗଡି
error: Content is protected !!