News
lipub
samparksetu

ଦନ୍ତା ନେଲା ଆଉ ଏକ ଜୀଵନ !

ହାତୀ ଆକ୍ରମଣରେ ଦୈନିକ ଜଣେ ମଣିଷ ମୃତ୍ୟୁବରଣ କରିବା ଏକ ଧାରାରେ ପରିଣତ ହୋଇଯାଇଛି ,ମାତ୍ର ଦିନେ ଦୁଇଦିନ ଭିତରେ ପୁଣି ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମରିଛନ୍ତି l ଖବରରୁ ପ୍ରକାଶ ଯେ ଆଜି ସକାଳ ୫ଟା ସମୟରେ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଉପଖଣ୍ଡ ବନାଞ୍ଚଳର ପଡା ଯତନନଗର

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଂଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଜେ ଅନୁଗୁଳ ଜିଲ୍ଲାର ଜରାସିଂ କଇଁଆପାଳ ଗ୍ରାମର ସ୍ବର୍ଗତ ବିଶ୍ୱଜିତ ବେହେରାଙ୍କ ପୁଅ ରୁଦ୍ର ବେହେରା (୨୩) ଏବଂ ସେହି ଗ୍ରାମର କାଳିଆ ମହାରଣା ଏକ ବାଇକ ଯୋଗେ

ଋତୁଚକ୍ରର ଚତୁର୍ଥ ସ୍ତବକ

ଋତୁ ଚକ୍ରର ଚତୁର୍ଥ ସ୍ତବକହେମନ୍ତ ଆସିଛି ଧୀରେବଜାଇ ଝାଞ୍ଜ ବଜାଇ ମୃଦଙ୍ଗହରି ନାମ କୀର୍ତ୍ତନରେ ll ଆଦ୍ୟ କାର୍ତ୍ତିକରେ ଧର୍ମ ଏ ମାସରେଉଛୁଳି ଉଠୁଛି ଧରାଭରା ସବୁଜିମା ଲହଡ଼ି ଭାଙ୍ଗୁଛିହସେ ଧାନ୍ୟ କ୍ଷେତ ପରା ll ଘାସ ପତରରେ କାକର ବିନ୍ଦୁରେମୁକୁତାର ସମ ଶୋହେନରମ ଖରାର ଆସ୍ତରଣ

କୁନୁଆଁ ରେ ବୋମାମାଡ଼, ୨ ଗୁରୁତର

ରାସୋଳ, ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା କୁନୁଆଁ ଗ୍ରାମରେ ବୋମା ମାଡ଼ରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହେଇଥିବାର ଜଣାଯାଇଛି। ଖବର ରୁ ଜଣାଯାଏ ଯେ ,ଗ୍ରାମର ସୁକାନ୍ତ ବେହେରା ବାରହା ଶିକାର ପାଇଁ ରଖିଥିବା ବୋମା ଫିଙ୍ଗି ପଡୋଶୀ ଚାଇନ ବେହେରା ଓ ଅମ୍ରିତା

ଗୁଣିଆ ସନ୍ଦେହରେ ମାଡ଼ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମରେ ଗୁଣିଆ ସନ୍ଦେହରେ ସେହି ଗ୍ରାମର ଜନଜାତି ସମ୍ପ୍ରଦାୟ ମାନଙ୍କୁ ନିସ୍ତୁକ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି । ଗ୍ରାମରେ କୌଣସି କାରଣରୁ ୪ରୁ ୫ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଗ୍ରାମେ ରବି

ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲୁଟ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସ୍ଥିତ ସୁଶାନ୍ତ କୁମାର ସାହୁ ଙ୍କ ବାସଭବନ ରୁ ବିଳମ୍ବିତ ରାତିରେ ଚୋରି, ୪ ଭରି ସୁନା ଗହଣା ସହ ନଗଦ ୨୦ହଜାର ଟଙ୍କା ଲୋଟିନେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ପୋଲିସ ର ତଦନ୍ତ ଜାରି ରଖିଛି ।ସୂଚନା ମୁତାବକ ଗତ କାଲି ବିଳମ୍ବିତ

ବେଆଇନ୍ ଭାବରେ ପିତାଙ୍କୁ ବନ ବିଭାଗ କଲା ଗିରଫ, ପୁଅ ଦେଲେ ଫାଣ୍ଡିରେ ଏତଲା !

ଭୁବନ ରେଞ୍ଜ୍ ମଠକରଗୋଳା ଫରେଷ୍ଟ ସେକ୍ସନ ଅଧିନସ୍ଥ ଟିପିଲେଇ ଗ୍ରାମରୁ ମାଗି ନାଏକ ( ୬୨) ଙ୍କୁ ବନବିଭାଗଙ୍କ ଦ୍ବାରା ବାରାହା ମାଂସ ଜବତ କରିବା ସହ ଗିରଫ କରାଯାଇଥିଲା I ସୂଚନା ଅନୁଯାୟୀ ,ଦୁଇ ଦିନ ତଳେ ସକାଳ ସମୟରେ ମାଗି ନାଏକ ଶୌଚ ହେବାକୁ ଯାଉଥିବାବେଳେ ବାରାହାଟି ଜାତୀୟ ରାଜପଥ ୫୩

ଶୀତର ସକାଳ ଜୀବନ ମହ୍ଲାର

ଶୀତର ସକାଳ ଜୀବନ ମହ୍ଲାରପ୍ରସ୍ଫୁଟିତ ଯେବେ ହୁଏ,ସୁଲୁସୁଲୁ ବାଆ କାକର ସାଥିରେମନ ଆନନ୍ଦିତ ରହେ। ଶୀତ ସକାଳର ପହିଲି କିରଣଯେବେ ବିଚ୍ଛୁରିତ ହୁଏ,ଘାସର ଅଗରେ ଜଳବିନ୍ଦୁ କଣାମୋତିପରି ଦେଖାଯାଏ । ଶୀତ ସକାଳରେ ବିଛଣା ଜାବୁଡ଼ିଅଳସ କେ ଭାଙ୍ଗୁଥାଏ,ବୁଢ଼ୀ ମାଉସୀଟି ସଅଳ ଉଠିଣନିଜ କାମେ

ସବୁଜ ଦିପାବଳୀ ପାଳିବା , ବାଣ ନୁହେଁ ସବୁଜିମା ଫୁଟାଇବା

କୁନି ହାତରେ ସବୁଜ ବମ୍ । ତିଆରି ଚାଲିଛି ପୋଷ୍ଟର ,ନାରା ଅଛି ସବୁଜ ଦିପାବଳୀ ପାଳିବା , ବାଣ ନୁହେଁ ସବୁଜିମା ଫୁଟାଇବା । ସେପଟେ କୁନି କୁନି ଛାତ୍ରୀ ମାନେ ତୁଳୀରେ ଆଙ୍କୁଛନ୍ତି ରଙ୍ଗୀନ ଦୀପ । ବାଣ ଫୁଟିବ ହେଲେ ହେବନି ପ୍ରଦ୍ୟୁଷଣ ଫୁଟିବ ସବୁଜିମା । କିଛି ଏଭଳି ନିଆରା ଢଙ୍ଗରେ
error: Content is protected !!