News
lipub
samparksetu

ଭଙ୍ଗା ପୋଲ ଉପରେ ରାସ୍ତା ପଲଟିଛି ବିଦ୍ୟୁତ୍ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମରେ ପୋଲ ଭାଙ୍ଗିଯିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଗ୍ରାମବାସୀ I ଡମଶାଳ ନଦୀର କୁ ଯିବାଆସିବା,ଚାଷ ପାଇଁ ବିଲ କୁ ଯିବାଆସିବା ଏବଂ ପାର୍ଶ୍ଵରେ ଏକ ମନ୍ଦିର ଥିବାରୁ ଏହି ପୋଲ ଉପରେ ଦୈନିକ ଗ୍ରାମବାସୀ ଛୋଟରୁ ବୁଢ଼ା

ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର !

ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଗୁଡିଆକାଟେଣି -ହିନ୍ଦୋଳ ରାସ୍ତାର ହାଣ୍ଡିଫୁଟା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଜଣେ ମୃତ୍ୟୁ ବରଣ କରିଥିବା ବେଳେ, ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନା ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା

ରାଧାକୁଞ୍ଜ ସାହିରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଜିରିଡାମାଳି ଗ୍ରାମ ର ରାଧାକୁଞ୍ଜ ସାହି ରେ ଦୀର୍ଘ ୩୫ ବର୍ଷ ହେବ ରାସ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଆସୁଅଛି। ବିଗତ ୨ ବର୍ଷ ହେଲା କରୋନା ପାଇଁ ନିରାଡମ୍ୱର୍ ଭାବେ ବିଧି ପାଳନ ମୁତାବକ ପୂଜା କରାଯାଉଥିଲା। କରୋନା କଟକଣା ହଟି ଯିବାରୁ ଚଳିତ ବର୍ଷ ଧୁମ୍

ଭାରତୀୟ ମଜଦୂର ସଂଘର ବୈଠକ

ଆଜି ଢେଙ୍କାନାଳ ଜିଲ୍ଲା ର ଭାରତୀୟ ମଜଦୂର ସଂଘର ଅଲ୍ ଓଡିଶା ମହିଳା ଅଙ୍ଗନୱାଡ଼ି ୱାର୍କର ଆସୋସିଏସନ୍ ର ବୈଠକ ଢେଙ୍କାନାଳ ସ୍ଥିତ ବଳରାମ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଓଡ଼ିଶା ମହିଳା ଆସୋସିଏସନ୍ ର ସଭାପତି ସୁମିତ୍ରା ମହାପାତ୍ର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା

ରାସ୍ତା ମଝିରେ ଜଳିଗଲା ଟ୍ରକ !

ଆଜି ସକାଳ ଘ୯,୩୦ ମି ସମୟରେ ୫୫ ନଂ ଜାତୀୟ ରାଜପଥ ଵଣିଆପଡା ରାସ୍ତାରେ ଏକ OD06 A 3086 ନଂ ଟ୍ରକ ସଟ୍ ସର୍କିଟ ଯୋଗୁଁ ଜଳି ଯାଇଥିବା ଜଣାପଡିଛି । ଖବର ନେବାରେ ଜଣାଯାଏ କି ,ଗୁଡିଆକାଟେଣି ଆଡୁ ଢେଙ୍କାନାଳ ଆଡ଼କୁ ଯାଉଥିବା ଚିପ୍ସ ବୋଝେଇ ଟ୍ରକ ଟିରେ କୈାଣସି କାରଣରୁ ନିଆଁ ଲାଗି

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ବୌଦ୍ଧିକ କାର୍ଯ୍ୟକ୍ରମ

କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ବର୍ଷର ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଢେଙ୍କାନାଳ- କପିଳାସ ରାସ୍ତାର କୁକୁଡାଝର ନିକଟରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ଆକ୍ରମଣ ର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ , ଗତ ପଞ୍ଚାୟତ ନିର୍ବାଚନରେ ୨ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଜନୈକ

ବିଦ୍ୟାଳୟରେ ଶିକ୍ଷକ ଅଭାବ , ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଏବଂ ଗ୍ରାମାବାସୀ ମାନେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଜଣାପଡିଛି । ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟଳୟରେ ୮ଟି ଶ୍ରେଣୀରେ ୧୭୨ଜଣ

ଫେରିଆ ସମୟ

ରେ ସମୟ ନ ହୋଇ ଅଝଟିଆଆଉ ଥରେ ଆ ଫେରିଜୀବନକୁ ମୋର ସଜାଡ଼ି ନେବିରେତୋ ଅନୁସାରେ ଧରି l ସଂସାର ର ବୋଝ ମୁଣ୍ଡେଇଲି ସିନାନିଜକୁ ଗଲି ତ ଭୁଲିହସ ଟିକେ ଫୁଟୁ ସଭିଁଙ୍କ ଓଠରେସମସ୍ତଙ୍କୁ ଆବୁରିଲି l ମୋ ଚାରିପଟେ ଘଟଣା କ୍ରମରେକଣ ସବୁ ଘଟୁଥିଲାବୁଝିବାକୁ ଟିକେ ତର ବି ନଥିଲା(ଯାହା) କାଳ

ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ , ଟପ୍ ଟେନ୍ ତାଲିକାରେ ପରଜଙ୍ଗ କଲେଜର ୫ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ମହାବିଦ୍ୟାଳୟର ୫ଜଣ ଛାତ୍ରୀ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ (ବିଏ) ୨୦୨୨ ମସିହାରେ ଦେଇଥିବା ପରୀକ୍ଷାରେ ଟପ୍ ଟେନ୍ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ଏହି ତାଲିକାରେ ଓଡ଼ିଆ ବିଭାଗରେ ସ୍ଥାନ ପାଇଥିବା ୧୦ ଜଣଙ୍କ ମଧ୍ୟରେ
error: Content is protected !!