News
lipub
samparksetu

ସୁରକ୍ଷା କର୍ମଚାରୀଙ୍କୁ ମିଳୁନି ଦରମା; ଶୁଣିଲେନି ଜିଲ୍ଲା ଶ୍ରମ ଅଧିକାରୀ,ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ପେଟ ଚାଖଣ୍ଡକ ପାଇଁ ଗରିବ ନିରୀହ ଲୋକମାନେ କେଉଁଠି ସେକୁରିଟି ଗାର୍ଡ ତ କେଉଁଠି ଛୋଟ ମୋଟ କାମ କରୁଛନ୍ତି l କିନ୍ତୁ ସେମାନଙ୍କୁ କାମ ଦେଉଥିବା ଲୋକ କିମ୍ବା ସିକୁରିଟି ସଂସ୍ଥାର ମlଲିକମାନେ ଠିକ୍ ସମୟରେ ପାଉଣା ଦେଉନାହାନ୍ତି l ସେହିପରି ଭୁବନ ବ୍ଲକ ଦିଘୀ ଗ୍ରାମର ବାସୁଦେବ ରାଉତ ଗତ ୪ ମାସ

ସ୍ମୃତି ତୁମେ ପାଉଁଶ ତଳର ନିଆଁ

ତୁମ ସ୍ମୃତି ମୋର ଜୀବନର ସାଥୀସଦା ରହିଅଛି ପାଖେ,ଜୀବନରେ ଯେତେ ବାଧାବିଘ୍ନ ଆସୁତୁମେ ରହିଥିବ ସାଥେ ।ସ୍ମୃତି ଯେବେ ତୁମ ମନେ ପଡ଼ି ଯାଏନିଆଁ ତ ଲାଗଇ ମନେ,ସେ ନିଆଁ ର ଜ୍ଵାଳା ଶାନ୍ତ ପଡ଼ିଯାଏତୁମକୁ ଦେଖି ସପନେ । ପାଉଁଶ ତଳ ତାତିଲା ନିଆଁ ତମେଲିଭିବନି ମୋ ଜୀବନେ,ସଦା ରହିଥିବ

ଗଁଦିଆ ରୁ ସନ୍ଥସରା ରାସ୍ତା ପାଲଟିଛି ମରଣ ଯନ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ରୁ ସନ୍ଥପୁର ଭାୟା ସନ୍ଥସରା ଦେଇ ଯାଇଥିବା ଆରଡ଼ି ରାସ୍ତା ଟି ଏବେ ମରଣ ଯନ୍ତା ପାଲଟିଛି । ଅସରାଏ ବର୍ଷା ହେଲେ ରାସ୍ତାରେ ଗମନା ଗମନ ରେ ଅସୁବିଧା ହେବାରେ ଆଶଙ୍କା ରହିଛି । ଏହି ରାସ୍ତା ଟି ଉପରେ ୬ ଗୋଟି ପଞ୍ଚାୟତ ର ଜନସାଧାରଣ ଦୈନ୍ୟଦିନ ଗଁଦିଆ ବ୍ଲକ,

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ କାର୍ କୁ ବୋମା ମାଡ଼ !

କାର୍ ଉପରକୁ ବୋମା ମାଡ଼। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି।ତେବେ ବୋମାମାଡ଼ର କାରଣ ଏଯାଏ ଅସ୍ପଷ୍ଟ ରହିଛି

ଖେଳୁ ଥିବା ବେଳେ ପୋଖରୀ ରେ ବୁଡ଼ି ବାଳକ ମୃତ !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଠାରୁ ଶହେ ମିଟର ଦୂରରେ ଟିପିଲେଇ ହାଟ ପୋଖରୀ ରେ ପଡି ବାଳକର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଇଛି ଯେ ରମାକାନ୍ତ ନାୟକ ଙ୍କ ୨ ପୁଅ ମଧ୍ୟରୁ ସାନ ପୁଅ ଋଷିକେଶ (୬) ଗତକ।ଲି ଦିନ ଚାରି ଟା ବେଳେ ଘରୁ ବଡ଼ ଭାଇ ସାଥିରେ ଖେଳିବାକୁ

ନଦୀ କୂଳରେ ଥିବା କୁଦ ଜମିକୁ ନେଇ ବିବାଦ ,ତହସିଲଦାର ଙ୍କର ଦ୍ୱାରସ୍ତ ହେଲେ ଗ୍ରାମବାସୀ

ଗଁଦିଆ ତହସିଲ ଅନ୍ତର୍ଗତ ପିଙ୍ଗୁଆ ରାଜସ୍ୱ କାର୍ଯ୍ୟଳୟ ଅଧିନ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ର ବ୍ରାହ୍ମଣବାଟି ଗ୍ରାମରେ ବ୍ରାହ୍ମଣୀ ନଦୀ କୂଳରେ ଥିବା କୁଦଜମିକୁ ନେଇ ଉକ୍ତ ଗ୍ରାମ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ l ଯାହାର ଫଳସ୍ୱରପ ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତହସିଲ

କଙ୍କଡ଼ାହାଡ଼ ବି.ଡି.ଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ୪/୦୯/୨୦୨୨ ରେ କଙ୍କଡ଼ାହାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ବଗ୍ରହଣ କରିଥିଲେ ,ଓଡ଼ିଶା ପ୍ରଶାସନିକ ସେବାରେ ତାଙ୍କର ପଦୋନ୍ନତି ହେବାରୁ ଆଜି କାମାକ୍ଷାନଗର ଗୋଷ୍ଠୀ ଉନ୍ନୟନ

୭୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଢେଙ୍କାନାଳରେ ବଡ ଧରଣର ବ୍ରାଉନସୁଗାର ଜବତ।ଦୁଇଟି ସ୍ଥାନରେ ରେଡ ରେ ୭୧୧ ଗ୍ରାମ ବ୍ରାଉନସୁଗାର ଜବତ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ତାରିଣୀନଗରରୁ ୬୮୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଭୁବନ ଗଁପୁର ବାଜିରାଉତ ମେମୋରିଆଲ କଲେଜ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ ସଦର ବନାଞ୍ଚଳର ମହୁଲପାଳ ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି ।ମୃତ ହାତୀର ଶବକୁ କେତେକ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାର ଜଣାପଡିଛି । ସୂଚନା ମୁତାବକ , ସେହି ଅଞ୍ଚଳରେ ୧୬ ଟି

ରାତି ଅଧିଆ ୬ ଜଣଙ୍କ ଘରୁ ଲୁଟ

ହିନ୍ଦୋଳ ରୋଡ଼ ଫାଣ୍ଡି ଅନ୍ତର୍ଗତ ମହାଦିଆ ଗ୍ରାମରେ ଶୁକ୍ରବାର ରାତିରେ ୬ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି ।ଗ୍ରାମରେ କିଛି ପରିବାର ଘରେ ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଏହି ଚୋରି କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ,
error: Content is protected !!