News
lipub
samparksetu

ଗୁଳି ମାଡ଼ରେ ଯୁବକଙ୍କ ମୃତ୍ୟୁ !

କାମାକ୍ଷାନଗର ଥାନା ଅନ୍ତର୍ଗତ ହାଡ଼ଗରୀଠାରେ ଆଜି ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ କାନପୁରା ଗ୍ରାମର ମୀନକେତନ ଦଳେଇ(୪୫)। ମୀନକେତନ ଟାଟା ମାଇନ୍ସରେ କାର୍ଯ୍ୟ କରନ୍ତି। ରବିବାର ଅପରାହ୍ନରେ ଘରକୁ ଏକ ସ୍କୁଟିରେ ଫେରୁଥିବା ସମୟରେ

ଦୁର୍ଗା ଏବଂ ଶିବ ମନ୍ଦିରରୁ ଚୋରି !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଦୟାଣାବିଲି ଗ୍ରାମ ର ପ୍ରସିଦ୍ଧ ଦୁର୍ଗା ଏବଂ ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ମୁଲ୍ୟବାନ ଜିନିଷ ଚୋରି ।ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ରୁପା ମୁକୁଟ,ସୁନା ହାର,ସୁନା ମୁଦି, ଓ ଅନ୍ୟାନ୍ୟ

ଗଁଦିଆ ଅଂଚଳରେ ଡାକସେବା ବିଫଳ

ଗଁଦିଆ ଉପ ଡାକଘର ଅଧିନରେ ଥିବା ୨୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଗ୍ରାମାଞ୍ଚଳରେ ରହିଥିବା ଡାକଘର ଭାରତ ସରକାରଙ୍କର ସଂସ୍ଥା ହୋଇଥିବା ବେଳେ ଦିନକୁ ଦିନ ଏଥିରେ ଥିବା କର୍ମଚାରୀଙ୍କ ଖାମଖିଆଲି ମନୋଭାବ ହେତୁ ଡାକସେବା ଯୋଗାଇବାରେ ଏହା ବିଫଳତାର ଶିର୍ଷରେ ପହଞ୍ଚି ଗଲାଣି । ସୂଚନାଯୋଗ୍ୟ

ବିଦ୍ୟାଳୟରେ ରାତ୍ର ଜଗୁଆଳୀକୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ !

ପୁଣି ଲୁଟେରାଙ୍କ ଆତଙ୍କ , ପୋଲିସକୁ ଖୋଲା ଚ୍ୟାଲେଞ୍ଜ ।ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳୀଙ୍କୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଇଚର ଗାଡି ଧକ୍କା ରେ ଶଳା ମୃତ, ଭେଣେଇ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରିଆ ଢ଼ାବା ନିକଟରେ ଗତକାଲି ବିଳମ୍ବିତ ରାତିରେ ଆଇଚର ଗାଡ଼ି ଧକ୍କା ରେ ଶଳା ମୃତ, ଭେଣେଇ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଶାନ୍ତନୁ ସାହୁ, ଗୁରୁତର ହେଲେ କାମାକ୍ଷା

ଟାଟା ମ୍ୟାଜିକ ଓଲଟି ୪ ଛାତ୍ର ଆହତ

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକ ଓଲଟି ୪ ଛାତ୍ର ଆହାତ ହୋଇଛନ୍ତି । ପରଜଙ୍ଗ ଥାନା ବସୁଲେଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ଘରକୁ ନେଇ ଯାଉଥିବି ଟାଟା ମ୍ୟାଜିକ ଗାଡି କୁଲେଇ ଗ୍ରାମ ପାତ୍ର ସାହି ନିକଟରେ ବିଲ ତଳକୁ ଗାଡିଟି ଖସି ଯାଇଥିଲା। ଫଳରେ

ରାଙ୍କିଆ ଧାନବିଲରେ ହାତୀ ମୃତ ଘଟଣାରେ ୩ ଗିରଫ

ଚାଷ ଜମିରେ ବିଦ୍ୟୁତ ଆଘାତ ରେ ମୃତ୍ୟୁବରଣ କରିଥିବା ଦନ୍ତା ହାତୀ ମୃତ ଘଟଣାରେ ଜିରାଳ ବନପାଳ ଙ୍କ ଅଭିଯୋଗ କ୍ରମେ ଏକ କେସ ରୁଜୁ କରି ରାଙ୍କିଆ ଗ୍ରାମ ର ୩ ଜଣ ଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମାଝୀ ପାତ୍ର (୬୨) ର ମାନସ ପାତ୍ର (୩୫), ରମେଶ ମାଟିଆ (୪୦) । ଭୁବନ ବନାଞ୍ଚଳ

ପଲ୍ଲୀଶ୍ରୀ ମେଳାରେ ଅବ୍ୟବସ୍ଥା, ୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ପାର୍କିଂ ସ୍ଥାନ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ମହିଷାପାଟ ରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଛି । ତେବେ ମେଳା କୁ ଆସୁଥିବା ଦର୍ଶକ ଗାଡି ପାର୍କିଂଗ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଠଗଡ,ସପ୍ତଶଯ୍ୟା,ଶଙ୍କରପୁର ସହ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟକ ଦର୍ଶକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୁ ଜଣେ ଅସହାୟ କ୍ୟାନସର ପୀଡିତ ଆଜି ଉପଜିଲ୍ଲାପାଳ ଙ୍କୁ ତାଙ୍କ ଚିକିତ୍ସା ପାଇଁ ନିବେଦନ କରିଛନ୍ତି । ହିନ୍ଦୋଳ ବ୍ଲକ ବଡ଼ିବାହାଳ ଗ୍ରାମର ବାବୁଲି ନାୟକ(୪୨ ) ଆଜକୁ ଦୁଇବର୍ଷ ତଳେ ଟ୍ୟୁମର ଯୋଗୁଁ ଅପରେସନ ହୋଇଥିଲେ ମାତ୍ର କିଛିଦିନ ପରେ ଏହା କ୍ୟାନ୍ସର ଆଡକୁ

ଲିଫ୍ଟ ଦେବା ହେଲା କାଳ , ଅଜଣା ଯୁବକ ମୋଟର ସାଇକେଲ ନେଇ ଛୁ !

ଭୁବନ ଥାନା ଓଡ଼ିଶ ଗ୍ରାମ ର ସଂଜିତ ମହାନ୍ତ ମାଉସୀ ଘରକୁ ଯାଉଥିବା ବେଳେ ଜଣେ ଅଜଣା ଯୁବକ ଙ୍କୁ ଲିଫ୍ଟ ଦେବା ତାଙ୍କ ପାଇଁ କାଳ ହୋଇଛି । ଖବର ନେବାରୁ ଜଣାଯାଏ ଯେ, ଓଡ଼ିଶ ଗ୍ରାମ ର ସଂଜିତ ମହାନ୍ତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଂଚାୟତ ର ଗିରିଙ୍ଗାମାଳି ଗ୍ରାମକୁ ମଟର
error: Content is protected !!