News
lipub
samparksetu

ବ୍ରାଉନ ସୁଗlର ଜବତ,ଯୁବକ ଗିରଫ

ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ଚାଲିଥିବl ବେଳେ ଏହାର ସୁଯୋଗ ନେଇ ବ୍ରାଉନ ସୁଗାର ବିକ୍ରି କରୁଥିବା ସମୟରେ ଜଣେ ଯୁବକକୁ ଗିରଫ କରାଯିବା ସହିତ ତା ନିକଟରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଟାଉନ ଥାନା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ର ସନ୍ଦିପ କୁମାର ସ୍ୱାଇଁ ଓରଫ ବାପୁନ

୧୫ ହୋଟେଲ ଓ ଢାବାରେ ଚଢାଉ ; ୩୦କେଜି ବାସି ଖାଦ୍ୟ ,ମିଠା ନଷ୍ଟ କଲେ ଅଧିକାରୀ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ଏକ ଟମି ବିଭିନ୍ନ ସ୍ଥାନରେ ଚଢାଉ କରି ୧୫ଟି ହୋଟେଲରେ ଥିବା ୩୦ କେଜି ବାସି ମିଠାକୁ ନଷ୍ଟ କରାଯାଇଥିବାର ଜଣାପଡିଛି। ଟମି ତରଫରୁ କଣ୍ଟାନାଳୀ ବାଇପାସ,ହରିପୁର,କୋରିଆଁ ବାଇପାସ,ଷ୍ଟେସନ ବଜାରରେ ଥିବା ହୋଟେଲ

ନଦୀରେ ବୁଡ଼ି ଶ୍ରମିକ ନିଖୋଜ

ଭୁବନ ବ୍ଲକ ଦିଘୀ ପଂଚାୟତ ଗୋରଡ଼ିଆ ଠାରୁ ଗଁଦିଆ ବ୍ଲକ କାଲୁରିଆ ଯାଏ ଲମ୍ବିଥିବା ବ୍ରାହ୍ମଣୀ ନଦୀ ର ସେତୁ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଆଜି ସକାଳୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡିଛି । ଭୁବନ ଅଗ୍ନିଶମ ବାହିନୀ ଖବର ପାଇ ପୂର୍ବାହ୍ନ ଦଶଟା ରୁ ସଂନ୍ଧ୍ୟା ପାଞ୍ଚ ଟା ପର୍ଯ୍ୟନ୍ତ

କ୍ଷତିପୂରଣ ଦାବିରେ ଧାରଣା

ହିନ୍ଦୋଳ ଉପଖଣ୍ଡ ଦୁଦୁର୍ କୋଟ ଗ୍ରାମର ଦଣ୍ଡଧର ସାହୁ ଗତକାଲି ସଂଧ୍ୟା ସମୟରେ ପ୍ରତିଦିନ ଭଳି ରୁଙ୍ଗଟା ମାଇନ୍ସ ରୁ ଡ୍ୟୁଟି ସାରି ବାଇକ ଯୋଗେ ସଂଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ମାଇନ୍ସ ଠାରୁ ମାତ୍ର ୫୦ ମିଟର ଦୂର ରେ ହାତୀ ସହ ସାମନା ସାମନି ହୋଇଯାଇଥିଲେ । ଦନ୍ତାହାତୀ ଟି ତାଂକୁ

ଆଇନଜିବୀଙ୍କୁ ମାଡ ପ୍ରତିବାଦରେ କାମାକ୍ଷାନଗର ବନ୍ଦ ଡାକରା ଦେଲା ଓକିଲ ସଂଘ

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ରେ ଦିନ କୁ ଦିନ ଅଶାନ୍ତ ବଢିବାରେ ଲାଗିଛି। ଚୋରି, ଡକାୟତି, ମାଡ଼ପିଟ୍,ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସବୁ ଜାଣି ମଧ୍ୟ ପୋଲିସ ଚୁପ୍। ଗତ ମାସ ୨୮ ତାରିଖ ରେ ଆଡଭୋକେଟ ଶଶଧର ମହାନ୍ତି (୫୬)ଓ ଭୁବନ ଓକିଲ ସଂଘ ର ସମ୍ପାଦକ ପ୍ରହ୍ଲାଦ ସାହୁ

ଶଶୁର ଘରେ ଜ୍ୱାଇଁ ର ଆତ୍ମହତ୍ୟା !

ହିନ୍ଦୋଳ ବ୍ଳକ୍ କଳାଙ୍ଗ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଗଗନ ଜେନା ନିଜ ଶଶୁର ଘର କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ , ହିନ୍ଦୋଳ କପିସାହିର ରୀନା ସାହୁ ଙ୍କୁ ବିବାହ କରିଥିଲେ କିନ୍ତୁ ଗତ ୪ବର୍ଷ ହେବ ପାରିବାରିକ କଳହ ହେତୁ ରୀନା ନିଜ

ସ୍ମୃତିରେ ଅକ୍ଷୟ

ଅକ୍ଟୋବର ମାସ, ବାର ତାରିଖରେ,ହୋଇଥିଲ ତୁମ୍ଭେ ଜାତ,ବିଚିତ୍ରାନନ୍ଦ ଓ,ସୁବର୍ଣା ମଞ୍ଜରୀ,ଥିଲେ ତୁମ ତାତ,ମାତ।ଦିନ ଥିଲା ତୁମେ, ସାରା ରାଜ୍ୟ ଟାକୁ,ହୁଲୁସ୍ତୁଲୁ କରୁଥିଲ,ସଙ୍ଗୀତ ଜଗତେ, ମୁକୁଟ ବିହୀନ,ସମ୍ରାଟ ତ ତୁମ୍ଭେ ଥିଲ। ହେ ଫଗୁଣ ତୁମେ, ଗଲା ପରେ ପରେ,ଅନେକ ଯାତନା ଏଠି,ଖୋକା ଭାଇ

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଢେଙ୍କାନାଳ -ଭୁବନ ରାସ୍ତାର ବିଧାରପୁର ଗ୍ରାମ ନିକଟ ସାପୁଆଝର ପୋଲରେ ବାଇକ୍ ମାଡ଼ ହୋଇ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିଧାରପୁର ପଞ୍ଚାୟତ ଡିହବାଇଁଶିଆ ଗ୍ରାମ ବାସିନ୍ଦା ଦୟାନିଧି ନାଏକ(୩୮) ଆଜି କୈ।ଣସି କାର୍ଯ୍ୟରେ ଯାଇ ସନ୍ଧ୍ୟାରେ ଗଁଦିଆ

ସରକାରୀ ଜମି କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ବୋମା ଓ ଢେଲା ପଥର ମାଡ଼ରେ ଜଣେ ଆହାତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଶିପୁର ଗାଁ ରେ ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ,ବୋମା ଓ ଢେଲା ପଥର ମାଡ଼ରେ ଜଣେ ଆହାତ ହୋଇଛନ୍ତି , ଆହତ ଜଣଙ୍କ ହେଉଛନ୍ତି ସେହି ଗାଁ ର କତୁ ନାଏକ । ସୂଚନା ମୁତାବକ ଏକ ସରକାରୀ ଜମିକୁ ନେଇ ନାଏକ ସାହି ଓ ଗଦାଧର ସ୍ୱାଇଁ ଙ୍କ ପରିବାର

ହାତୀ ଆକ୍ରମଣ ରେ ଜଣେ ମୃତ

ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମର ଦଣ୍ଡଧର ସାହୁ ହାତୀ ଆକ୍ରମଣ ରେ ମୃତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ , ଦୁଦୁରୁକୋଟ ଗ୍ରାମର ପୁରନ୍ଦର ସାହୁ ଙ୍କ ପୁଅ ଦଣ୍ଡଧର ସାହୁ ରୁଙ୍ଗଟା କାମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l ସେ ସବୁଦିନ ରୁଙ୍ଗଟା କମ୍ପାନୀ
error: Content is protected !!