ବିଷପାନ କରି ଯୁବକ ମୃତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ମହୁଲଡଗର ଗାଁରେ ବିଷପାନ କରି ଯୁବକ ମୃତ । କୌଣସି କାରଣକୁ ନେଇ ଗାଁର ବେଗଲା ଜେରାଇ (୨୫ବର୍ଷ)।
ଆଜି ସକାଳେ ବିଷ ଖାଇ ଦେଇଥିଲେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡ଼ିକାଲ ଆଣିଥିଲେ ଏଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ!-->!-->!-->…
ନିଟ ପରୀକ୍ଷାରେ ସଫଳତା ପାଇଲେ ଶାଶ୍ୱତ
ଢେଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଅଧ୍ୟାପକ ସୁରେଶ ମିଶ୍ରଙ୍କ ପୁଅ ଶାଶ୍ୱତ ମିଶ୍ର ନିଟ ପରୀକ୍ଷା କୃତିତ୍ୱ ହାସଲ କରିଛନ୍ତି ।
ଶାଶ୍ୱତ ପ୍ରଥମ ରୁ ମେଧାବୀ ଛାତ୍ର ହୋଇ ଭୁବନ ଉଚ୍ଚ ବିଦ୍ୟାଳୟ ପରେ ବିଜେବି କଲେଜରୁ ଯୁକ୍ତ ୨ ପରୀକ୍ଷା ସହ ନିଟ ରେ କୃତିତ୍ୱ ହାସଲ!-->!-->!-->…
ସଡକ ଦୁର୍ଘଟଣା ରେ ୨ଜଣ ଗୁରୁତର
ଢେଙ୍କାନାଳ ଜିଲ୍ଲା ଭୁବନ ମଣିପୁର ବାଘୁଆଘାଇ ଛକ ପୂର୍ତ୍ତବିଭାଗ ରାସ୍ତାରେ ସଡକ ଦୁର୍ଘଟଣା ରେ ଦୁଇଜଣ ଗୁରୁତର ହୋଇଛନ୍ତି ।
ଗୁରୁତର ହେଲେ ଭୁବନ ଥାନା ଅନ୍ତର୍ଗତ ବାରିଜଙ୍ଗ ଗ୍ରାମର ଗଣେଶ୍ବର ନାୟକ(୪୨) ଓ ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁର ଗ୍ରାମର ଖେତ୍ରବାସୀ ଦେହୁରୀ (୪୫) ।!-->!-->!-->…
ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତିସଭା
ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ୭୯ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣର ଏକାଦଶାହ ଉପଲକ୍ଷେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ସିବିଆଇ ବିଚାରପତି ତଥା ଢେଙ୍କାନାଳ ଜିଲ୍ଳା ଲେଖକ ସଂସଦର ସଭାପତି ଭିକାରୀ ଚରଣ!-->…
କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ ବିଜେପି ର ଶାନ୍ତିପୂର୍ଣ୍ଣ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ସ୍ଥିତ ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ କାମାକ୍ଷାନଗର ବିଜେପି ପକ୍ଷରୁ ଆଜି ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ ଶତାଧିକ ବିଜେପି କର୍ମୀ ।
ତେବେ କମ୍ପାନୀ ର ମନମୁଖୀ କାର୍ଯ୍ୟ ,ବିରୋଧରେ ନାରାବାଜି କରିବା ସହ!-->!-->!-->…
କାମାକ୍ଷାନଗର ଦଶହରା ପାଇଁ ପ୍ରସ୍ତୁତି ବୈଠକ , ବାଜିବନି ଡିଜେ
କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଗଣପର୍ବ ଦଶହରା ପାଇଁ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ସଭାପତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ସମସ୍ତ ୧୫ଟି ବଜାର ର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
!-->!-->!-->…
ଲୀଳାବତୀ ପାଠାଗାର ଉଦଘାଟିତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଚିତ୍ତଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚପଡା ଗ୍ରାମସ୍ଥିତ ଶ୍ରୀଅରବିନ୍ଦ ଜୀବନ ବିଦ୍ୟାଳୟ ପରିସରରେ ଗତ ୪ତାରିଖରେ ଏକ ନୂତନ ପାଠାଗାର ଉଦଘାଟିତ ହୋଇଯାଇଛି ।
ଗ୍ରାମର ପ୍ରତ୍ୟକ ଶିଶୁ ବିଦ୍ୟାଳୟକୁ ଯାଇ ଜ୍ଞାନ ଆହରଣ କରି ସମାଜର ମୂଖ୍ୟସ୍ରୋତରେ!-->!-->!-->…
ଇନିଷ୍ଟାଗ୍ରାମ ରିଇଲ୍ସ
ବାପା ବାପା ବୋଲି ପାଖ ଛାଡୁ ନାହିଁଝିଅ ଆଇ ଫୋନ୍ କିଣିବ କହୁଛିଇନିଷ୍ଟାଗ୍ରାମେ ରିଇଲ୍ସ କରିକିବଡ଼ ୟୁଜର୍ ସପନ ଦେଖୁଛି।(୧)
ପାଠ ଶାଠ କିବା ତାର ହେଉଛିଫାଜିଲ ହୋଇକିସାଙ୍ଗ ସାଥି ମେଳେଦିନ ରାତି ରିଇଲ୍ସ କରୁଛି।(୨)
ବାପା ଙ୍କ କଥାରେ ହଁ ଭରି ସିଏତେଜପୂତ୍ରୀ ହେବ କହୁଛିଏତେ ସରି ପୁଣି!-->!-->!-->!-->!-->…
୬ ବର୍ଷ ପରେ ଵି ସରୁନି କଲ୍ୟାଣ ମଣ୍ଡପ
୬ ବର୍ଷ ପରେ ଵି ସରୁନି ଜିଲ୍ଲାର ପ୍ରଥମ କଲ୍ୟାଣ ମଣ୍ଡପ , ଫଳରେ ସାଧାରଣ ଜନତାଙ୍କ ବିବାହ,ବ୍ରତ ଓ ସଭାସମିତି କାର୍ଯ୍ୟପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ରାଜ୍ୟ ସରକାର ନିର୍ମାଣ କରୁଥିବା କଲ୍ୟାଣ ମଣ୍ଡପ ନା ଲାଗିଲା ଜନତା ଙ୍କ କାମରେ ନା ମିଳିଲା ପଞ୍ଚାୟତ କୁ ରୋଜଗାର l
ତେବେ!-->!-->!-->…
ଅଙ୍ଗନବାଡ଼ି କେନ୍ଦ୍ର ଥାଇବି ଭଙ୍ଗା ଘରେ ପଢୁଛନ୍ତି ପିଲା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଅପାରଗତା କାରଣ ରୁ ସବୁବେଳେ ଏଠି ଚର୍ଚ୍ଚାରେ ଥାଏ ଏହି କାର୍ଯ୍ୟାଳୟ । କେବଳ କାଗଜ କଲମ ରେ ହିଁ ହୁଏ ତଦାରଖ । କେଉଁଟି ଭଙ୍ଗା ଘରେ ଛୁଆ ପଡ଼ୁଛନ୍ତି ତ କେଉଁଠି ଗଛମୂଳେ ।
!-->!-->!-->…