News
lipub
samparksetu

ରାମିଆଳ ବାମ ପାର୍ଶ୍ବ ରେ ୬୦ ଫୁଟର ଘାଇ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ କୁଶବେରଣା ଛକ ଠାରେ ରାମିଆଳ ଡ୍ଯାମର ବାମ ପାର୍ଶ୍ବ କେନାଲରେ ୬୦ ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହେବା ଫଳରେ ତଳ ପାର୍ଶ୍ବରେ ଥିବା ଡଙ୍ଗାପାଳ ଓ ଡିହଯୋଡି ପଶିର ଚାଷ ଜମିରେ ମାଟି ପୋତି ହୋଇଯିବା ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି

ମେରୁଦଣ୍ଡ ଭାଙ୍ଗିବାରୁ ଯୁବକ ଶଯ୍ୟାଶାୟୀ

ମେରୁଦଣ୍ଡ ଭାଙ୍ଗି ଯୁବକ ଆକର୍ମଣ୍ୟ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମ ସେଣ୍ଡିଆପଶି ସାହିର ଗୋଲେଖ ମହାନ୍ତଙ୍କ ସାନ ପୁଅ ଦେବବ୍ରତ ମହାନ୍ତ ବୟସ( ୩୧) । ଦୁଇ ବର୍ଷ ତଳେ ନିଜ ଘରେ ଘର

ନୂଆଁଖାଇ ଜୁହାର୍

ଅନ୍ନ ବ୍ରହ୍ମରୁପ କୈବଲ୍ୟ ସ୍ୱରୂପ ଅନ୍ନ ରୁ ଗଢା ଶରୀରବ୍ରହ୍ମାର୍ପଣେ ଅନ୍ନ ପବିତ୍ରିକରଣ ସୂକ୍ଷ୍ମ ଅଂଶେ ମନ ସ୍ଥିର । ଋଷି ପଞ୍ଚମୀରେ ଋଷି

୫ ମାସର ଅଣ୍ଡା ଛତୁଆ ଖାଇଗଲେ ଦିଦି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମ ବେଲବଣିଆ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଦିଦି ଗର୍ଭବତୀ ମହିଳା ଏବଂ ଶିଶୁଙ୍କର ୫ ମାସର ଅଣ୍ଡା ଓ ଛତୁଆ ଖାଇଯାଇଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ଗର୍ଭବତୀ ମହିଳା ଏବଂ ଅଭିଭାବକ ମାନେ ହୋହାଲ୍ଲା

ନଦୀରେ ବୁଡ଼ି ବୃଦ୍ଧା ନିଖୋଜ !

ଭୁବନ ବ୍ଲକ ଭୂଷଳ ପଂଚାୟତ ର ଜୟପୁର ନିକଟ ଗୋହିରା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧା ଭାସିଯାଇଥିବା ସନ୍ଦେହ କରାଯାଉଛି । ବୁଧବାର ଦିନ ପ୍ରାୟ ୧୧ଟା ବେଳେ ଘରୁ ଯାଇ ଆଉ ଫେରି ନଥିଲେ ।ପରେ ଘର ଲୋକ ଖୋଜାଖୋଜି କରିଥିଲେ ,ପୂର୍ବତନ ସରପଞ୍ଚ ଚିତ ମଲ୍ଲିକ ଅଗ୍ନିଶମ ବାହିନୀ ଙ୍କୁ

ଟ୍ରକ ଧକ୍କାରେ ଜେଲର ଗୁରୁତର

ଜାତୀୟ ରାଜପଥ ୫୩ର ଭୁବନ ବେଠିଆପାଳ ଠାରେ ଏକ ଚଉଦ ଚକିଆ ଟ୍ରକ ରାସ୍ତା କଡ଼କୁ ମାଡି ଯିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି। ଗୁରୁତର ଜଣକ ଯାଜପୁର ଜିଲ୍ଲା ରଗଡି ର ଜେଲର ପ୍ରଫୁଲ୍ଲ ମହାରଣା (୩୭) ଅଟନ୍ତି । ତାଙ୍କ ଘର କଙ୍କଡ଼ାହାଡ଼

ଆମ୍ବମାଳିଆ ଧୋଡା ବୁଲି ଦେଖିଲେ ମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁନଃଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ ୨୦୨୧ ମସିହା ଜାନୁଆରୀ ୧୭ ବାର୍ଷିକ ଉତ୍ସବରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ ଦେଇଥିଲେ ।

ହିନ୍ଦୋଳ ଏନଏସି ରେ ସ୍ୱାୟତ୍ତ ଶାସନ ଦିବସ ପାଳନ

ସାରା ଓଡ଼ିଶାରେ ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ସେହିପରି ବନ୍ୟା ପ୍ରପୀଡ଼ିତ ମାନଙ୍କ ପ୍ରତି ସମବେଦନା ଜଣାଇ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଅତି ନିରାଡ଼ମ୍ବର ଭାବରେ ସ୍ୱାୟତ୍ତ ଦିବସ ପାଳନ ହୋଇଯାଇଛି।ଅତିଥି ମାନଙ୍କ ଦ୍ୱାରା ସକାଳେ ସହରରେ ଅବସ୍ଥାପିତ

ଗଣେଶ ପୂଜା

"ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦମ୍ ପ୍ରଭୋ ।ମମ ବିଘ୍ନ ନିହତ୍ୟାଶୁ ଗଣାଧିପତ‌ୟେ ନମୋଃ ॥" ସବୁ କାର୍ଯ୍ୟର ପ୍ରାରମ୍ଭରେ ବିନାୟକ ତ‌ଥା ବିଘ୍ନନାଶକ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ । ବର୍ଷର ପାର୍ବଣର ଋତୁରେ ସର୍ବପ୍ରଥମେ ସେ ଆସନ୍ତି ଏ ଧରାପୃଷ୍ଠକୁ, ତାଙ୍କ ପରେ ଅନ୍ୟ ଦେବାଦେବୀଗଣ

ଶ୍ରୀ ଗଣେଶ

ଅଗ୍ରପୂଜ୍ୟ ଅଗ୍ରଗଣ୍ୟଗଜାନନ ଲମ୍ବୋଦରଅଖୁରଥ ଅଭନିଶ୍ଏକଦନ୍ତ ଏକାକ୍ଷର । ସିଦ୍ଧିଦାତା ହସ୍ଵଗ୍ରୀବଗଣାଧକ୍ଷ ମହାବୀରବିଘ୍ନହର୍ତ୍ତ। ବିଶ୍ଵନେତ୍ରମହେଶାୟ ସର୍ବେଶ୍ଵର । ସୁଖନିଧି ସୁପ୍ରଦୀପବିନାୟକ ବିଘ୍ନରାଜମହାବଳା ମହାକାଳଭାଲଚନ୍ଦ୍ର ସୁରଗ୍ରଜ ।
error: Content is protected !!