News
lipub
samparksetu

ରକ୍ଷଣାବେକ୍ଷଣ ପାଇଁ ହେଉଛି ଘଣ୍ଟାଘଣ୍ଟା ବିଦ୍ୟୁତ କାଟ, ହେଲେ ସହର ସାରା ଝୁଲିଛି ବିପଦ ର ତାର

ନାହିଁ ନଥିବାର ଲାଗି ରହୁଛି ବିଦ୍ୟୁତ କାଟ, କେତେବଳେ ପୋଲ ମରାମତି ତ କେତେବଳେ ୧୧ କେଭି ସମସ୍ୟା ଏଭଳି କିଛି କାର୍ଯ୍ୟ ପାଇଁ ପ୍ରାୟ ପତ୍ୟେକ ଦିନ ବାଧାପ୍ରାପ୍ତ ହେଉଛି ବିଦ୍ୟୁତ ସରବରାହ । ହେଲେ ଫଳ ଶୂନ୍ୟ ସହର ମଧ୍ୟରେ ଥିବା ୩ ନମ୍ବର ୱାର୍ଡ ରେ ହାତ ପାହାନ୍ତା ରେ

ସାପ କାମୁଡାରେ ୨ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଂଚାୟତ ର ପଳାଶ ପିଠିଆଗୋଡ଼ା ଗ୍ରାମର କେଶବ ଦେହୁରୀଙ୍କ ପୁଅ ପାଣ୍ଡବ ଦେହୁରୀ(୪୦) ବିଲରେ ସାର ପକାଉଥିବା ସମୟରେ ସାପ କାମୁଡ଼ି ଦେଇଥିବା ସେ ଆଶଙ୍କା କରୁଛନ୍ତି l ସେ ଚାଲି ଚାଲି ଫେରୁଥିବା ବେଳେ ରାସ୍ତାରେ ଅଚେତ ହୋଇ ପଡି ଯାଇଥିଲେ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁ ସ୍ଥିତ ITBPF ଯବାନ କେଶବ ଚନ୍ଦ୍ର ବେହେରାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଗତ ୨୪ ତାରିଖ ଦିନ ଉତ୍ତରପ୍ରଦେଶର ବାରେଇଲି ଠାରେ ହୃଦଘାତରେ କେଶବଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ

ପ୍ରାଣୀ ଚିକିତ୍ସାଳୟରେ ନାହିଁ ସାପକାମୁଡା ଇଞ୍ଜେକସନ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ସାପ କାମୁଡା ଇଞ୍ଜେକସନ ନଥିବାରୁ ଏକ ଗାଈ ଜୀବନ ମରଣ ସହିତ ସଂଗ୍ରାମ କରୁଥିବାର ଜଣାପଡିଛି । ସହର ନିକଟସ୍ଥ କଣ୍ଟାନାଳୀର ଏକ ଗାଈ ହଠାତ ଅସୁସ୍ଥ ହୋଇପଡିଥିଲା ।ଫଳରେ ଗାଈର ମାଲିକ କାର୍ତ୍ତିକ ଦାସ ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କ ସହିତ

ଲିଖିତ ପ୍ରତିଶ୍ରୁତି ସତ୍ତ୍ବେ ରାସ୍ତା ହେଲାନି ମରାମତି ; କମ୍ପାନୀ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତାକୁ ମରାମତି କରିବା ଲକ୍ଷ୍ୟ ନେଇ ଗତ ୧୯ତାରିଖ ଦିନ ୫୩ ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ପକ୍ଷରୁ ରାସ୍ତା ଅବରୋଧ କରିଥିଲେ । କୁନାଲ ନାମକ କମ୍ପାନୀ ୫୩ ନମ୍ବର ଜାତୀୟ ରାଜପଥକୁ

ଗୋଲାପ ଋଷିଛି

ଗୋଲାପ ଋଷିଛି ହାତରେ ମୋହରପ୍ରିୟାର ସ୍ପର୍ଶକୁ ଭୁଲିପ୍ରିୟାର ବିରହେ ଅଶ୍ରୁର ରୁଧିରେରଙ୍ଗ ତା' ହୋଇଛି ନାଲିକାଳେ ପ୍ରିୟା ମୋ ଫେରିବ ବୋଲି,ଏତିକି ଆଶାରେ ବଂଚିଛି ଗୋଲାପପାଇବାକୁ ସେଇ ସ୍ପର୍ଶ ଟିକେ ଖାଲି || ଡାଏରୀ ଭିତରେ ଚିଠିର ମେଳରେତୁମ ଶବ୍ଦର ଚୁମ୍ବନଚୁମ୍ବନକୁ

ରୋଗୀଙ୍କ ଜୀବନ ମରଣ ସହିତ ଖେଳ , ଜିଲ୍ଲାରେ ପଞ୍ଜିକରଣ ନଥାଇ ଚାଲିଛି ବେଆଇନ ପାଥୋଲାବ

ଢେଙ୍କାନାଳ ଜିଲ୍ଲା ରେ ସହର ସହିତ ବିଭିନ୍ନ ଗ୍ରାମାଞ୍ଚଳରେ ବିନା ପଞ୍ଜିକରଣରେ କାର୍ଯ୍ୟକରୁଛି ଶତାଧିକ ପାଥୋଲାବ୍ । ଅନଭିଜ୍ଞ ପାଥୋଲୋଜିଷ୍ଟ ମାନଙ୍କ ଦ୍ୱାରା ବିଭିନ୍ନ ପରୀକ୍ଷା କରାଯାଉଥିବା ବେଳେ ରୋଗୀଙ୍କ ଜୀବନ ମରଣ ସହିତ ଖେଳ ଖେଳୁଥିବାର ଅଭିଯୋଗ ହେଉଛି । ଏମିତି କି ମାଟ୍ରିକ ଓ

ସଡ଼କ ଦୁର୍ଘଟଣା ନେଲା ଜୀଵନ !

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ନାଉକିଆରୀ ଠାରେ ଆଜି ଏକ କାର ଧକ୍କା ରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଥିବାର ଜଣା ଯାଇଛି। ଖବର ରୁ ଜଣାଯାଏ ଖଲି ବୋରେଇ ପଞ୍ଚାୟତ ଗୋବିନ୍ଦ ପୁର ଗ୍ରାମର ଲିପୁନ୍ ସାମଲ

କୃଷକ ସଚେତନତା ରଥର ଶୁଭାରମ୍ଭ

କାମାକ୍ଷାନଗର ବ୍ଲକ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କ ହିତ ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି । ଏହି ରଥ କାମାକ୍ଷାନଗର ବ୍ଲକର ବିଭିନ୍ନ ସ୍ଥାନରେ ବୁଲି ଚାଷୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ସଚେତନ କରାଇବ । ରଥକୁ କୃଷି ଅଧିକାରୀ ଦିଲ୍ଲିପ କୁମାର ମିଶ୍ର ସବୁଜ ପତାକା

ସରକାରୀ ସୁବିଧା ନପାଇ ଅସହାୟ ଅହଲ୍ୟା

ପରଜଙ୍ଗ ବ୍ଲକ ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମର ଅହଲ୍ୟା ରାଉତ (୪୫) ବିଧବା ଭତ୍ତାରୁ ବଞ୍ଚିତ ।କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ବୋଲି ପ୍ରଚାର ପ୍ରସାର କରୁଥିବା ବେଳେ କିଛି ଅସୁବିଧା ସରକାରୀ କର୍ମଚାରୀ ମାନଙ୍କ ଅବହେଳା
error: Content is protected !!