News
lipub
samparksetu

ହିନ୍ଦୋଳ ଏନଏସି ପରିଷଦର ମାସିକ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ପାରିଷଦ ର ଆଜି ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ ଓ ସମସ୍ତ କାଉନସିଲର,ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ,ଏନ ଏ ସି

ପୁରୁଷୋତମପୁର ସଡକ ଦୃର୍ଘଟଣାରେ ହେଟେଲ ମିସ୍ତ୍ରୀ ମୃତ ; କ୍ଷତିପୁରଣ ଦାବିରେ ରାସ୍ତାରୋକ

ଢେଙ୍କାନାଳ - ଭୁବନ ପୂର୍ତ୍ତ ବିଭାଗ ରାସ୍ତାର ପୁରୁଷୋତମପୁର ଠାରେ ଶବ ରଖି ରାସ୍ତାରୋକ । ଘଟଣାରୁ ପ୍ରକାଶ ଯେ, ଭୁବନ ବସଷ୍ଟାଣ୍ଡ ଠାରେ କୈବଲ୍ୟ ହୋଟେଲରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଦ୍ୟାଧର ନାୟକ କାମସାରି ସୋମବାର ରାତିରେ ନିଜ ଗ୍ରାମକୁ ଯାଉଥିବା ବେଳେ ଏକ ମୋଟରସାଇକେଲ ତାଙ୍କୁ

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କାଠକୁମ୍ପା ଠାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ କାଠକୁମ୍ପା ଗ୍ରାମର ଯୋଗିନାଥ ବାରିକ ଙ୍କ ପୁଅ ବାଜିଆ ବାରିକ ( ୫୫ବର୍ଷ ) । ସେ ସନ୍ଧ୍ୟାରେ ନିଜ ବିଲକୁ ଯିବା ସମୟରେ ହାତୀ ହାବୁଡ଼ରେ ପଡି

ପୋଖରୀ ରେ ଫସିଗଲେ ଗଜରାଜ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଫରେଷ୍ଟ ସେକ୍ସନ୍ ଅଧିନ କଙ୍କିଳି ଗ୍ରାମ ପୋଖରୀ ରେ ୫ଟି ହାତୀ ପାଣି ପିଇବାକୁ ଆସି ଫସି ଯାଇଥିଲେ ପରଜଙ୍ଗ ବ୍ଲକ ରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଆଜି ସକାଳୁ ୫ ଟିକିଆ ପଲ କଙ୍କିଳି ଗ୍ରାମ ପୋଖରୀ ରେ ହାତୀ ଫସି

ଚିକିତ୍ସା ପାଇଁ ସହାୟତା ନିବେଦନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମା' ଙ୍କୁ ହରାଇଥିବା ରୋଜଗାରକ୍ଷମ ବଡ଼ପୁଅ ଉପରେ ୩ ଭାଇଭଉଣୀ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରନ୍ତି । ବାପା ଦିବାକର ସିଂହ ଓ ମା' କାମିନୀ ସିଂହଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ଗୋବିନ୍ଦ ଚନ୍ଦ୍ର

କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନାଲରେ ବୁଡି ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ କଙ୍କଡ଼ାହାଡ ଥାନା ବୁଢିବିଲି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ସୁଶିଳା ମହାନ୍ତ। ସେ ଗତ କାଲି ବିଲକୁ କାମକରିବାକୁ ଯାଇ ସନ୍ଧ୍ୟା ବେଳକୁ ରାମିଆଳ ବାମ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ

ମଠକରଗୋଳା ମହାବିଦ୍ୟାଳୟ ର ସଫଳତା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଦ୍ୱାରା ପରିଚାଳିତ ବାର୍ଷିକ +୨କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଠକରଗୋଳା ମହାବିଦ୍ୟାଳୟର ପରୀକ୍ଷାର୍ଥୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। କଳା ବିଭାଗରେ ମୋଟ ୨୧୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ୧୦୪ ଜଣ ପ୍ରଥମ ଶ୍ରେଣୀ ,୫୬ ଜଣ ଦ୍ଵିତୀୟ

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ , ନ୍ୟାୟ ଦାବିରେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଗତ ଶନିବାର ବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀ ମାନଙ୍କୁ ମାଡମାରି ମଧ୍ୟାହ୍ନ ଭୋଜନ ଫୋପାଡିବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ମଦ୍ୟପ ଯୁବକ । ଏପରି ଘଟଣା ଘଟିଥିଲା ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ନୂଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ

ହାତୀ ଆକ୍ରମଣରେ ୪ଜଣ ହାତୀ ସ୍କ୍ବାର୍ଡ ଆହତ

ଢେଙ୍କାନାଳରେ ହାତୀ ମଣିଷ ଲଢେଇ ଏକ ନିତିଦିନିଆ ଘଟଣା । ଏଥିପାଇଁ କେତେବେଳେ ହାତୀର ମୃତ୍ୟୁ ହେଉଛି ତ କେବେ ବେଳେ ମଣିଷର ମୃତ୍ୟୁ ହେଉଛି । ବିଭିନ୍ନ ସମୟରେ ହାତିମାନଙ୍କର ପାଦୃଭାବରୁ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବାବେଳେ ରାସ୍ତା ଘଣ୍ଟା ଘଣ୍ଟାଧରି ଗାଡିମଟର ଅଟକି ରହୁଛି ।

ପରିଣତ ବୟସରେ ମିଳୁନି ସରକାରୀ ସହାୟତା

ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗ୍ରାମର ଜଣେ ୭୨ ବର୍ଷର ବୃଦ୍ଧଙ୍କୁ ଭତ୍ତା କିମ୍ବା ଆବାସ ଯୋଜନାରେ ଘର ମିଳିନଥିବାର ଜଣାପଡିଛି । ଖଇରାବାହାଳୀ ଗ୍ରାମର ଅନୁରୋଧ ନାଏକ ଗତ ୧୯୫୦ ମସିହା ଅକ୍ଟୋବର ୧୦ ତାରିଖରେ ଜନ୍ମ ନେଇଥିବା ବେଳେ ବର୍ତ୍ତମାନ ତାଙ୍କୁ ୭୨ ବର୍ଷ ବୟସ
error: Content is protected !!