News
lipub
samparksetu

ଖବର ପ୍ରସାରଣ ପରେ ନଣ୍ଡା ମଉସା ଙ୍କ ପରିବାର ପାଇଁ ବଢ଼ିଲା ସହାୟତାର ହାତ

କପିଳାସ ଯିବା ରାସ୍ତାରେ ବସି ବାଡ଼ି ବିକ୍ରି କରୁଥିବା ଦେଓଗାଁ ଡମ ସାହି ର ନଣ୍ଡା ନାଏକ । ପରିଣତ ବୟସରେ ସମ୍ଭାଳୁଚନ୍ତି ପରିବାର ର ବୋଝ । ସ୍ତ୍ରୀ କୌଣସି ଏକ ରୋଗରେ ଆକ୍ରାନ୍ତ ଥିବା ବେଳେ ପଇସା ଅଭାବ ରୁ ଚିକିତ୍ସା କରିପାରୁ ନାହାନ୍ତି, ଏପଟେ ପୁଅ ମାନସିକ ସ୍ଥିତି ହରାଇ ବସିଥିବା ବେଳେ,

ମାଆ କାଳିଜାଇ

ହିରା ପରି ଚିକ୍ ଚିକ୍ ସାରା ଶରୀରଗୈାରବର୍ଣ୍ଣ ଶରୀର ଅତି ମନୋରମପଦ୍ମ ପାଖୁଡ଼ା ପରି ଢଳ ଢଳ ନୟନ ଯୁଗଳଶରୀର ରେ ରେଶମୀ ଶାଢ଼ୀ ଅଳଙ୍କାର ରେ ଶରୀର ମଣ୍ଡିତପଦ୍ମ ଫୁଲ ସମ ଦୁଇପାଦ ଯୁଗଳଚିଲିକାର ନୀଳ ଲୋହିତ ପାଣି ଯେ ପବିତ୍ରମାଆଙ୍କର ପଦ ସ୍ପର୍ଶରେଚତୁଃପାଶ୍ବ ଚିଲିକାର ପାଣିଘେରପାହାଡ଼

କାର୍ଯ୍ୟକାରୀ ହେଉନି ଉଠା ଜଳସେଚନ ପଳଳ୍ପର ପମ୍ପ ; ତାତିଲେ ଚାଷୀ

ପ୍ରାୟ ଦୁଇ ସପ୍ତାହ ରୁ ଅଧିକ ବର୍ଷା ନଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷ ଜମି ଶୁଖି ଫାଟି ଆଁ କରିଲାଣି ,ଏଥିରେ ଚାଷୀ ମାନଙ୍କର ସମସ୍ୟା ଆରମ୍ଭ ହୋଇଯାଇଛି । ଆଗକୁ ବର୍ଷା ନହୁଏ ତେବେ ମରୁଡି ସମ୍ଭାବନା ରହିଛି। ଢେଙ୍କାନାଳ ଓଡ଼ାପଡ଼ା ବ୍ଳକ ଛାଟିଆ ଗ୍ରାମ ନିକଟରେ ରାଜ୍ୟ ସରକାରଙ୍କ ଉଠା

ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି

ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଓଡ଼ିଶା ଡ୍ରାଇଭର ମହାସଂଘ।ଖବରରୁ ପ୍ରକାଶ ଯେ ,ଗତ ୨୫/୬/୨୨ରିଖ ଦିନ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୮ର ଗୋଲାପ ମହମ୍ମଦଙ୍କ ଘର କାନ୍ଥରେ ପିଟିହୋଇ ଏକ ଅଭାବନୀୟ

ପାରିବାରିକ କଳହରୁ ହତ୍ୟାକାଣ୍ଡ ଅଭିଯୋଗ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବତାସିଂ ଗ୍ରାମରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ ।ଘଟଣାରୁ ପ୍ରକାଶ ଯେ , ପରଜଙ୍ଗ ଥାନା ବତାସିଂ ଗ୍ରାମର ଅମରେଶ ସାହୁ ଙ୍କ ବିବାହ ୩ ବର୍ଷ ତଳେ ଢେଙ୍କାନାଳ ସଦର ଥାନା ରଣପସି ଗ୍ରାମର ନୃସିଂହ ସାହୁଙ୍କ ଝିଅ ଲିମା ସାହୁ(୨୩) ଙ୍କ ସହ ହୋଇଥିଲା । ତେବେ

ଶାଶୁ ମାଆ

ତୁମ ମୁହଁର ସେ ଝାପ୍ସା,ମଉଳା ପ୍ରତିବମ୍ବମୋତେ ବାଧ୍ୟକରେ ବୁଝିବାକୁତୁମ ଛାତି ତଳେ କୁହୁଳୁଥିବାବିଷାଦଗ୍ରସ୍ତ ଅଧ୍ୟାୟ ମାନଙ୍କୁଯେଉଁଠି ରାତି ପାହିଲେ କବର ନିଅନ୍ତିଭବିଷ୍ୟତ ଆଶାରେ କଡ ଲେଉଟାଉଥିବା ସ୍ୱପ୍ନର କଙ୍କାଳମାନେଅନିଶ୍ଚିତତାରେ କଟୁଥିବା ବର୍ତ୍ତମାନ ଗୁଡିକଚେଷ୍ଟା କରନ୍ତି

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅନ୍‌ସାଇଟ୍ ଆପାତକାଳୀନ ମକ୍ ଡ୍ରିଲ ଆୟୋଜିତ

ନିଜ କାରଖାନାର ସୁରକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏହାର କାରଖାନା ପରିସରେ ଢେଙ୍କାନାଳର ଜିଲ୍ଳା ଆପାତକାଳୀନ ଗ୍ରୁପ୍ (ଡିସିଜି) ସଦସ୍ୟଙ୍କ ଉପସ୍ଥିତିରେ ଏକ ଆପାତକାଳୀନ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ

ସଫ୍ଟୱେୟାର ଜନିତ ତ୍ରୁଟି ଯୋଗୁଁ, ଠକାମିର ଶିକାର ହେଉଛନ୍ତି ଗ୍ରାହକ

ମଲ୍ ରୁ ଜିନିଷ କିଣୁଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ, ଆପଣ ମଧ୍ୟ ହୋଇ ପାରନ୍ତି ଠକାମିର ଶିକାର । ଏମଆରପି ରହିଛି ୧୨୯ ଟଙ୍କା ହେଲେ ବିଲ୍ ରେ ଆସିଛି ୧୪୧ ଟଙ୍କା ୫୫ ପଇସା, ମାନେ ନିର୍ଧାରିତ ମୂଲ୍ୟ ଠାରୁ ୧୨ ଟଙ୍କା ଅଧିକ । ତେବେ ଅଭିଯୋଗ ପରେ ତ୍ରୁଟି ମାନି ପଇସା ଫେରିପାଇଲେ

କୂଅରେ ପଡ଼ି ହରିଣର ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅଁଳାବେରେଣୀ ବନପାଳ ଅଧିନ ଅଁଳାବେରେଣୀ ପଞ୍ଚାୟତ ଖୁଣ୍ଟାବାଟ୍ଟୀ ଗ୍ରାମ ନିକଟରେ ରେ ଗୋଟିଏ ହରିଣ କୁକୁର ଆକ୍ରମଣରେ ଶିକାର ହୋଇ କୂଅରେ ପଡି ମୃତ୍ୟୁ ବରଣ କରିଛି। ଆଜି ସକାଳୁ ହରିଣଟି ଖାଦ୍ୟ ଅନ୍ୱେଷଣରେ ବସ୍ତିମୁହାଁ

ବର୍ଷାଜଳ ଅମଳ ପ୍ରକଳ୍ପ ନାମରେ ହରିଲୁଟ , ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ମାଲେମାଲ !

ଢେଙ୍କାନାଳ ଜିଲ୍ଲାରେ ଜଳ ଅମଳପ୍ରକଳ୍ପ ନାମରେ ହରିଲୁଟ । ଏଠି ସମସ୍ତେ ଏକାକାର ,ତଳସ୍ତରରୁ ଉପର ଯାଏ ସମସ୍ତେ ମାଲେମାଲ । ସହରରେ ବର୍ଷା ଜଳ ଅମଳ ନାମରେ ଗତ ଦୁଇବର୍ଷ ମଧ୍ୟରେ୫୫୧ଟି ପ୍ରକଳ୍ପ କରି ୨ କୋଟି ୩୩ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ ହେଇସାରିଲାଣି । ଯେଉଁଥିରେ ଜଳ ଅମଳ ହେବା ତ
error: Content is protected !!