ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଜନମୁଖୀ ଜାଗୃକତା କାର୍ଯ୍ୟକ୍ରମ ସହିତ ଜାତୀୟ ଡେଙ୍ଗୁ ଦିବସ ପାଳନ
ଡେଙ୍ଗୁ ଜ୍ୱର ବିରୁଦ୍ଧରେ ଏକ ପ୍ରକ୍ରିୟାଶୀଳ ପଦକ୍ଷେପ ରୂପେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଜାତୀୟ ଡେଙ୍ଗୁ ଦିବସ ଅବସରରେ ବିଭିନ୍ନ ବିଷୟବସ୍ତୁକୁ କେନ୍ଦ୍ର କରି ଅନେକ ଅଞ୍ଚଳରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି । ଏହି ଅଭିଯାନ ଖଲିବେରଣା ଗୋଷ୍ଠୀ କେନ୍ଦ୍ର, ନୂଆଗାଁ, କାଣ୍ଡବିନ୍ଧା!-->!-->!-->…
ପାଣି ପାଇଁ ରାଜରାସ୍ତାରେ ମହିଳା
ସ୍ୱାସ୍ଥ୍ୟ,ଶିକ୍ଷା,ଗମନାଗମନ,କୃଷି,ପାନୀୟଜଳ,ବିଦ୍ୟୁତ,ହାତୀ ସମସ୍ୟା ଭଳି ଅନେକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଜନସାଧାରଣ।ଏବେବି ବିକାଶଠାରୁ ଅନେକ ଦୁରରେ ହିନ୍ଦୋଳ ।ଯାହାର ନଗ୍ନଚିତ୍ର ଆଜି ଦେଖିବାକୁ ମିଳିଛି ଉପଖଣ୍ଡରେ।
ଖବରରୁ ଅନୁଯାୟୀ , ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଂଚାୟତର!-->!-->!-->…
ଜଳ କଷ୍ଟ ଭୋଗୁଛନ୍ତି ବାର୍ଷୀଙ୍ଗା ଜଗନ୍ନାଥପୁର ବାସିନ୍ଦା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଷିଙ୍ଗା ଜଗନ୍ନାଥପୁର ସାହିରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବାବେଳେ ଜନସଂଖ୍ୟା ୫୦୦ ରୁ ଅଧିକ। ଏହି ୫୦୦ ଲୋକଙ୍କ ପାଇଁ ବସ୍ତିରେ ଦୁଇଟି ନଳକୂପ ଥିବାବେଳେ ବସ୍ତି!-->…
ପଶାସିଂ ଗାଁ’ରେ ପାନୀୟଜଳ ସାତସପନ
ଆଧୁନିକ ଯୁଗରେ ପାନୀୟଜଳ ପାଇଁ ଗାତ ଓ ଚୁଆ ପାଣି ଉପରେ ନିର୍ଭରଶିଳ ପଶାସିଂ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡାପଡ଼ା ବ୍ଲକ ସଦାଶିବପୁର ପଂଚାୟତ ପଶାସିଂ ଗ୍ରାମରେ। ଗ୍ରାମରେ ପାନୀୟଜଳ ଯୋଗାଣ!-->…
ନିର୍ବାଚନ ପରେ ଶିଥିଳ ଗଲା ପୋୖରପାଳିକା, ହେଲାନି ଥଇଥାନ ପୁଣି ରାସ୍ତାକୁ ଆସିଲେ ଉଠା ଦୋକାନୀ
ଦିନକୁ ଦିନ ବ୍ୟସ୍ତ ବହୁଳ ହୋଇ ପଡୁଛି ଢେଙ୍କାନାଳ ସହର । ହେଲେ ବାସିନ୍ଦା ଏବଂ ଯାତ୍ରୀଙ୍କ ଯାତାୟତ ନିମନ୍ତେ ନାହିଁ ପ୍ରଶସ୍ତ ରାସ୍ତା । କାରଣ ବିଭିନ୍ନ ସ୍ଥାନରେ ସରକାରୀ ରାସ୍ତାକୁ ମାଡ଼ି ବସିଛନ୍ତି କିଛି ଉଠା ଦୋକାନୀ । ଗଣେଶ ବଜାରରୁ ବାଜିଚୌକ୍ ଏବଂ ବାଜିଚୌକରୁ ଷ୍ଟେସନ ବଜାର ଏବଂ!-->…
ବିନା ସୂଚନା ଫଳକରେ ବେଆଇନ କାର୍ଯ୍ୟ !
ଢେଙ୍କାନାଳ ଜିଲ୍ଲାର ବହୁ ଚର୍ଚ୍ଚିତ ହିନ୍ଦୋଳ ବ୍ଲକର କାର୍ଯ୍ୟକଳାପ ଅବ୍ୟବସ୍ଥା, ମାତ୍ରାଧିକ ପିସି କାରବାର ପାଇଁ ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ପୁଣି ଏକ କେଳେଙ୍କାରୀ ଆସିଛି ପଦାକୁ,ସଠିକ୍ ଜାଗାରେ ନହେବା ସହ ବିନା ସୂଚନା ଫଳକରେ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି!-->…
ଭାଗୀରଥି ସାଗରରୁ ସାତ ଦିନ ଭିତରେ ପଙ୍କମାଟି ନିଷ୍କାସନ ପାଇଁ ଦାବିପତ୍ର
ଭାଗୀରଥି ସାଗର (ନୂଆ ପୋଖରୀ) ଭିତର ପାଖ ହୁଡାରେ ପକାଯାଇଥିବା ପଙ୍କ ମାଟି ସାତ ଦିନ ଭିତରେ ବାହାରକୁ ନିଷ୍କାସନ କରାଯିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଢେଙ୍କାନାଳ ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ସଭାପତି ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ!-->…
ପୀଡ଼ିତାଙ୍କ ପରିବାରକୁ ଭେଟିଲେ ବିଧାୟିକା ସୋଫିଆ ଓ ଟିମ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁଇଦିନତଳେ ଦୁଷ୍କର୍ମ ଶିକାର ନାବାଳିକା ଶିଶୁର ପରିବାରକୁ ଆଜି ଭେଟିଛନ୍ତି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ। ବରିଷ୍ଠ କଂଗେସ ନେତା ପୂର୍ବତନମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, ପୂର୍ବତନ!-->…
ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ଅପହରଣ ଅଭିଯୋଗ
ଗଁଦିଆ ଥାନା ଅନ୍ତର୍ଗତ ନାଗେନା ଗାଁର ଚନ୍ଦନ ନାୟକଙ୍କ ସାନ ପୁଅ ସୂର୍ଯ୍ୟ ପ୍ରକାଶ ନାୟକ (କାଳିଆ) ବୟସ ୧୯ ଗତକାଲି ଠାରୁ ଅପହରଣ ହୋଇଥିବାର ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସୂର୍ଯ୍ୟ ପ୍ରକାଶ ଏହି ଫାଣ୍ଡି ଅନ୍ତର୍ଗତ ସିଆରିଆ ଗାଁ ରେ ରହି ଏକ କ୍ଷୀର ଗାଡ଼ିରେ କାମ!-->…
ହିନ୍ଦୋଳରେ ୭ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁର୍ବୃତ୍ତ ମାନଙ୍କ ଲଜ୍ୟାଜନକ କୁକର୍ମ ପାଇଁ ଆଜି ହିନ୍ଦୋଳ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ ,ହିନ୍ଦୋଳ ଥାନା ଅନ୍ତର୍ଗତ ନୂଆବଗ ପଂଚାୟତର ସରlସିଂ ଗ୍ରାମର ଏକ ୭ବର୍ଷୀୟ ଶିଶୁକନ୍ୟା ଗତକାଲି ଅପରାହ୍ନ ୩ଘଣ୍ଟା ସମୟରେ ନିକଟସ୍ଥ!-->…