News
lipub
samparksetu

ନିଶାସକ୍ତ ଅବସ୍ଥାରେ ତଣ୍ଟି ଓ ହାତ କାଟିଲେ ଯୁବକ

ନିଶାସକ୍ତ ଅବସ୍ଥାରେ ତଣ୍ଟି ଓ ହାତ କାଟି ଜଣେ ଯୁବକ ଗୁରୁତର ହୋଇଥିବାର ଜଣାପଡିଛି। ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଗାଲୁ ଗ୍ରାମର ସତ୍ୟବ୍ରତ ବେହେରା। ଏକ ଔେଷଧ ଦୋକାନ ଆଗରେ ଯୁବକ ଜଣଙ୍କ ଛିଡା ହୋଇଥିବା ବେଳେ ହଠାତ ଏକ ବ୍ଲେଡରେ ହାତ ଓ ତଣ୍ଟିକୁ କାଟି

ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ କଲେଜ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ୍ ଗାଁରେ ଅଘଟଣ । କାଠ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ କଲେଜ ଛାତ୍ରୀ ଜଣଙ୍କ ବାମ ଗାଁର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ମହାନ୍ତ । ସେ ଗଡ଼ପଳାଶୁଣି କଲେଜର ଯୁକ୍ତ

ଯମୁନକୋଟ ରୁ ଟ୍ରକ ଚୋରି ଘଟଣା ; ଚାରି ଗିରଫ

ଭୁବନ ଥାନା ଯମୁନାକୋଟ ରାସ୍ତା ରେ ଏକ କୋଇଲା ବୋଝଇ ଟ୍ରକ ର ଚାଳକକୁ ଗଛ ରେ ବାନ୍ଧି ଟ୍ରକ ଚୋରି କରି ନେଇଥିଲେ । ୩ ଦିନ ପରେ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରି ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରୁ ଟ୍ରକ କୁ ପୋଲିସ ଉଦ୍ଧାର କରିଥିଲେ । ଘଟଣା ର ୧୫ ଦିନ ପରେ ସୁକିନ୍ଦା ଅଂଚଳ ର ୩ ଓ

ସିଏ କଳାକାର ଟିଏ

ଏଇଠି ସିଏ ଶୃଙ୍ଗାର ର କଵଜ ପିନ୍ଧିସ୍ବର ଓ ଛାନ୍ଦ କୁ ଅସ୍ତ୍ର ଭାବେ ଧରିନିଜକୁ ପ୍ରସ୍ତୁତ କରାଏ ରଙ୍ଗମଞ୍ଚ ରକୁରୁକ୍ଷେତ୍ର ରେ l ବିଜୟ କି ପରାଜୟ ତା'ର କିଛି ହିସାବସିଏ ରଖେନି ହଁ ସିଏ,ଜାଣିଛି କେବେ କେବେଦର୍ଶକ ର ପ୍ରଶଂସାର ତାଳି ତ କେବେ ନିନ୍ଦା ଆଉଅପନିନ୍ଦା ର ଗାଳି ତା ପାଇଁ

ଏ ଦୋଷ କାହାର

ଏ ଦୋଷ କାହାରି ନୁହେଁ, ତୁମର ଆଉ ମୋରଆମେ ହିଁ ଆମକୁ ବନ୍ଧୁ କରିଛେ ସଂହାର।ଅତୀତ ଆଉ ବର୍ତମାନର ଚିତ୍ର ପରିସ୍କାରଅସଂଖ୍ୟ ମହାତ୍ମା ଲାଗି ଦିଶିବ ଅନ୍ଧାର।ଶୋଷଣ ସାଥେ କୁଶାସନ ଭୋଗିଲ ତୁମେମାନେସହସ୍ର ବର୍ଷର ଗ୍ଳାନି ରହେ ନାହିଁ ମନେ। ସୁଜଳା ସୁଫଳା ମାଟି ହୁଏ ଛାଟି ପିଟିନିତ୍ୟ ହୁଏ

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର

ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଢେଙ୍କାନାଳ ଦେଖାଦେଇଥିବା ରକ୍ତ ସଙ୍କଟ କୁ ଏହି

ବାକି ଟଙ୍କା ନଦେବାରୁ ଯୁବକଙ୍କୁ ହତ୍ୟା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗୁପଚୁପ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରାରେ ହତ୍ୟା କଲା ଗୁପଚୁପ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହି ଗାଁର ବିଭୂତି ସାହୁ । ଅଭିଯୁକ୍ତ ଗୁପଚୁପ ବେପାରୀ

ଗଁଦିଆ ଶାଖା ବିଶ୍ୱକର୍ମା ମୂର୍ତ୍ତି ଶିଳ୍ପୀ ସଂଗଠନର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ

ଗଁଦିଆ ବିଶ୍ଵକର୍ମା ମୂର୍ତ୍ତି ଶିଳ୍ପୀ ସଂଗଠନର ଦ୍ଵିତୀୟ ବାର୍ଷିକ ଅଧିବେଶନ ଚଳିତ ମାସ୫ତାରିଖରେ ପୋରୁହଖୋଜ ସ୍ଥିତ ରାମ ମନ୍ଦିର ଠାରେ ବାଲୁକା ଶିଳ୍ପୀ ତଥା ଅନୁଷ୍ଠାନର ସଭାପତି ଦୁଃଖବନ୍ଧୁ ପାତ୍ର ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର

ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ମାମଲା ; ଏନଜିଟି ଗଠନ କମିଟି କଲେ ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଗ୍ରାମରେ ଗଢ଼ିଉଠିଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କୁ ଆଜି ପରିଦର୍ଶନ କରିଛନ୍ତି ଏନଜିଟି ଙ୍କ ଦ୍ଵାରା ଗଠିତ ଯୁଗ୍ମ କମିଟି । ସୂଚନା ମୁତାବକ ଉକ୍ତ କାରଖାନାର ରୁ ଦୈନିକ ନିର୍ଗତ ଧୂଆଁଧୂଳି ଯୋଗୁଁ ପାଖାପାଖି ପାଞ୍ଚଟି ପଞ୍ଚାୟତର

ବାଲା ବୁଢା

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ| ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି| ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ
error: Content is protected !!