News
lipub
samparksetu

ଜିଲ୍ଲା ଉନ୍ନୟନ ମୂଳକ ବୈଠକ, ଋଣ ପ୍ରଦାନରେ ବ୍ୟାଙ୍କ ର ଅସହଯୋଗ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲାପାଳଙ୍କ ଓସୱାନ ସଭାଗୃହରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଏବଂ କୋଭିଡ୍‌ ପରିଚାଳନା ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ

ସରକାରୀ ଜାଗା ବିବାଦକୁ ନେଇରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଧାରଣା

କଙ୍କଡାହାଡ଼ ବ୍ଲକ ବିରିବୋଲାଇ ଗ୍ରାମ ବାସୀ ସରକାରୀ ଜାଗା ବିବାଦକୁ ନେଇ ଗ୍ରାମ ବାସୀ ବିରିବୋଲାଇ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଥିଲେ ।ଗ୍ରାମ ବାସୀଙ୍କ ଅଭିଯୋଗ ଥିଲା ଖାତା ନମ୍ବର-୨୫୭,୨୬୦,ପ୍ଲଟ ନମ୍ବର-୨୯୩୮,୨୯୩୯,୨୯୦୮,୨୯୫୩ ଜାଗାରେ ଘର ନିର୍ମାଣ କୁ ବିରୋଧ

ପୌରପାଳିକାର ମନୋମୁଖୀ କାର୍ଯ୍ୟ ,ଦଳିତଙ୍କ ଘର ନିକଟରେ ଶବଦାହ ଗୃହ ନିର୍ମାଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନମ୍ବର ୱାର୍ଡ ବନମାଳିପ୍ରସାଦ ଠାରେ ବାସଘର ନିକଟରେ ଶବଦାହ ଗୃହ ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି । ପୌରପାଳିକା ମନୋମୁଖୀ କାର୍ଯ୍ୟ କରୁଥିବାରୁ ଏହାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୌରସଂସ୍ଥା ଅନ୍ତର୍ଗତ ବନମାଳୀପ୍ରାସଦ ୯ ନମ୍ବର

ମୁକୁଳା ପଡିଛି ବିଦ୍ୟୁତ୍ ଟ୍ରାନ୍ସଫରମର ;ବିଦ୍ୟୁତ୍ ବିଭାଗ ନିରବଦ୍ରଷ୍ଟା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଢ ମଠକରଗୋଳା ସେକସନ ଅନ୍ତର୍ଗତ ମଠକରଗୋଳା-ଜମୁନାକୋଟ ମୁଖ୍ୟ ରାସ୍ତା ପାର୍ଶ୍ୱରେ ମୁକୁଳା ପଡିଛି ବିଦ୍ୟୁତ୍ ଟ୍ରାନ୍ସଫରମର । ରାସ୍ତାଦେଇ ହଜାର ହଜାର ଲୋକ ଯାତାୟତ କରୁଥିବା ବେଳେ ବିଦ୍ୟୁତ୍ ବିଭାଗ ନିରବଦ୍ରଷ୍ଟା ସାଜିଥିବାର ଜଣାପଡିଛି ।

ବିଚ୍ ରାଜପଥ ଉପରେ ବ୍ୟବସାୟଙ୍କ ଠାରୁ ଲୁଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ବୃନ୍ଦାବନପୁର ସାହିର କୀର୍ତ୍ତନ ସାହୁଙ୍କ ପୁଅ କୈଳାସ ଚନ୍ଦ୍ର ସାହୁ (୫୫) ନାମକ ବ୍ୟକ୍ତି ତାଳଚେର ଅଞ୍ଚଳରେ ରହି ପ୍ରତିଦିନ ଏକ ବାଇକରେ ଆସି ପରଜଙ୍ଗ ଅଞ୍ଚଳରେ ବିଭିନ୍ନ ଛୋଟ ବଡ ଦୋକାନରେ ଗୁଟଖା ଓ ଜର୍ଦ୍ଦା ମସଲା ଯୋଗାଇଥାନ୍ତି । କୈଳାସ ସବୁ ଦିନ

ପୋଖରିରେ ବୁଡି ଜଣେ ମୃତ

କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମରେ ପୋଖରିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ରୁଦ୍ରନାରାୟଣ ସାହୁ(୫୦)।ଦିନ ବେଳା ସେ ଗ୍ରାମରେ ଥିବା ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବସତ ଗୋଡ ଖସି ଯିବାରୁ ପୋଖରି ଭିତରକୁ ଚାଲି ଯାଇଥିଲେ। ପୋଖରିରେ ଅତ୍ୟଧିକ

ପାଣି ପାଇଁ ରାସ୍ତା ରୋକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଛକ ନିକଟରେ ପାଣି ପାଇଁ ରାସ୍ତାରେ ଧାରଣା ରେ ବସିଲେ ଗ୍ରାମବାସୀ l ସୂଚନା ଅନୁସାରେ ବାଉଁଶପାଳ ଗ୍ରାମ ପଂଚାୟତ ର ଦେହୁରୀ ସାହି ର ଲୋକ ମାନେ ବାଉଁଶ ପାଳ ଛକ ରେ ପାଣି ପାଇଁ ଜାତୀୟ ରାଜପଥ ୫୩ କୁ ଅବରୋଧ କରିଛନ୍ତି l ସେମାନଙ୍କ କହିବା

କିଡନୀ ରୋଗରେ ୫ମୃତ , ୨ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ବାଲି ସାହିରେ କିଡନୀ ରୋଗରେ ଗୋଟିଏ ବର୍ଷରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣା ପଡ଼ିଛି । ଗ୍ରାମ ର ରମେଶ ମହାନ୍ତ (୪୫)ଭୀଷ୍ମ ମହାନ୍ତ (୪୭) ପାର୍ବତୀ ମହାନ୍ତ (୫୦)ଶୁକଦେବ ବେହେରା
error: Content is protected !!