News
lipub
samparksetu

ମୋ ଭଉଣୀ ଚିନୁ

ଅଭୁଲା ଅତୀତ ଅକୁହା କଥା ମନେ ପଡ଼ିଯାଏ ଅତୀତ ର କଥାମଧ୍ୟବିତ୍ତ ପରିବାର କୁ ତିନି ଭାଇ ଭଉଣୀ ହେଲେ ସମସ୍ତଙ୍କୁ ଆଦର କରେଏମିତି ମୋ ସୁନା

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗଦାଶିଳା ବ୍ରାହ୍ମଣିଆପାଳ ରାସ୍ତାର ଗଞ୍ଜରା ଆମ୍ବ ବଗିଚା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବ୍ରଜନାଥପୁର ଗ୍ରାମର ଦୀପକ ଧଳ ଏବଂ ବ୍ରାହ୍ମଣିଆପାଳ

ବାଇକ ବୋଲେରୋ ମୁହାଁମୁହିଁ ଧକ୍କା ,ଜଣେ ଗୁରୁତର

ବୋଲେରୋ ଧକ୍କାରେ ପାନୀୟ ଜଳ ଯୋଗାଣ ବିଭାଗ ମିସ୍ତ୍ରୀ ଗୁରୁତର।ଗୁରୁତର ଜଣଙ୍କ ହେଲେ କନ୍ତୋର ଗ୍ରାମର ବାଦଲ ନାଏକ।ସୂଚନା ଅନୁଯାୟୀ ପରଜଙ୍ଗ ଥାନା କନ୍ତୋର ଗ୍ରାମର ବାଦଲ ନାଏକ ଓ ପ୍ରସନ୍ନ କୁମାର ସାହୁ ଉଭୟେ ପରଜଙ୍ଗ ପାନୀୟ ଜଳ ଯୋଗାଣ ବିଭାଗର ପମ୍ପ ଓ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ

ଦଧିବାମନ ଜୀଉ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ

କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳୁତୁମା ଗ୍ରାମ ରେ ପାଞ୍ଚଶହ ବର୍ଷ ପୂର୍ବର ଦଧିବାମନ ଜୀଉ ଙ୍କ ନୂତନ ମନ୍ଦିର ନିମନ୍ତେ ଶିଳାନ୍ୟାସ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପୁରୀ ରୁ ବେଦଜ୍ଞ ବ୍ରାହ୍ମଣ ମାନେ ମହାପ୍ରଭୁ ଙ୍କ ଆଜ୍ଞାମାଳ ଧରି ପହଞ୍ଚି ହୋମ, ପୂଜା, ଓ ଶିଳାନ୍ୟାସ

ମରଣ ଜନ୍ତା ପାଲଟିଛି ୫୩ ନଂ ଜାତୀୟ ରାଜପଥ, ଟ୍ରକ ଧକ୍କାରେ ବାପ ପୁଅ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ନିକଟରେ ଆଜି ବାଇକ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ ୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ସୂଚନା ଅନୁଯାୟୀ ବାରିହାପୁର ଗ୍ରାମର

ସୁଇସାଇଡ଼ ନୋଟ ଲେଖି, ଛାତ୍ରଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କ୍ୟାମ୍ପସ ପରିସର ଭିତରେ ଅଘଟଣ । ପରୀକ୍ଷା ରେ ଭଲମାର୍କ ନ ରଖିପାରିବାରୁ ଆତ୍ମହତ୍ୟା କରିଛନ୍ତି ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ । ଏହା ସେ ନିଜେ ତାଙ୍କ ସୁଇସାଇଡ଼ ନୋଟ ରେ ଲେଖାଥିବାର

୨ ବର୍ଷ ହେବ ୪୩ଜଣ ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ଖାଇଗଲେ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ମାଣିକମରା ପଞ୍ଚାୟତରେ ଦୁର୍ନିତୀକୁ ନେଇ ଜନଅଭିଯୋଗ ଶୁଣାଣୀ ଶିବିରରେ ଜନପ୍ରତିନିଧିଙ୍କ ସହିତ ଅନ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ଏହି ପଞ୍ଚାୟତରେ ମୋ ସରକାର ବାବାଦରେ ଗତ ୬ ତାରିଖ ଦିନ ନିର୍ବାଚିତ ସରପଞ୍ଚ ,ୱାର୍ଡ ମେମ୍ବର ଏବଂ

ମହକ

ଓଢଣୀ ତଳୁ ସରମ ଚାହାଣୀଲୁଚି ନଦେଖିବା ସହଜ ନୁହେଁସେ ଚାହାଣୀରେ ହୃଦୟ କ୍ଷତାକ୍ତଭୁଲିବାଟା ଏତେ ସହଜ ନୁହେଁ । ସେଦିନର ତାର ପାଦ ପାଉଁଜିରମୂର୍ଚ୍ଛନା ମାପିବା ସହଜ ନୁହେଁରୁଣୁଝୁଣୁ ତାର ମିଠା ମିଠା ସ୍ବରକମ୍ପନ କଳିବା ସହଜ ନୁହେଁ । ପହିଲି ପ୍ରୀତିର ପ୍ରଥମ ଚିଠିରବାସ୍ନା ନଖେଳିବା ସହଜ

ଗ୍ୟାସ ପାଇପ ଲାଇନ କାଟୁଥିବା ସମୟ ରେ ଚଢ଼ାଉ କଲା ପୋଲିସ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଫାଣ୍ଡି ପାଖରେ ଗ୍ୟାସ ପାଇପ ଲାଇନ କାଟୁଥିବା ସମୟ ରେ ପୋଲିସ ଚଢ଼ାଉ କରିଛି l ସୂଚନା ଅନୁସାରେ ପାରାଦ୍ୱୀପ ରୁ ଅନୁଗୁଳ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ ବିଛାଇବା ପାଇଁ ଟେଲ୍ ଇଣ୍ଡିଆ ପକ୍ଷରୁ କାମ ଚାଲିଅଛି l କିନ୍ତୁ କାଲି ରାତିରେ ଦୃବୃତ୍ତ

କାଜୁ ବଗିଚାରୁ ମୃତ ଦେହ ଉଦ୍ଧାର ;ବାରହା ଆକ୍ରମଣ ସନ୍ଦେହ

ଢେଙ୍କାନାଳ ଟାଉନ ଥାନା ୮ନମ୍ବର ୱ।ର୍ଡ ବାଂଝକୁସୁମ କାଜୁ ବଗିଚାରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ବାଂଝକୁସୁମ ଗ୍ରାମର ଦିବାକର ବୋଲି ଜଣାପଡିଛି। ବାରହା ଆକ୍ରମଣରେ ଦିବାକରଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦେଇଥିବାବେଳେ । ଟାଉନ ପୋଲିସ ଓ ବନ ବିଭାଗର କର୍ମଚାରୀ ପହଞ୍ଚି
error: Content is protected !!