News
lipub
samparksetu

ଜଙ୍ଗଲ ଭିତରୁ ବୃଦ୍ଧଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ସୂଚନା

ଥମୁନି ମଣିଷ ହାତୀ ଲଢେଇ ହାତୀ ଆକ୍ରମଣରେ ଚାଲିଯାଉଛି ନିରୀହ ଜୀବନ । ଏଭଳି ଘଟଣା ବିଭିନ୍ନ ଅଂଚଳରୁ ପ୍ରାୟ ପତ୍ୟେକ ସାମ୍ନା କୁ ଆସିବାରେ ଲାଗିଛି । ଏଭଳି ଏକ ଅଘଟଣ ଘଟିଛି ହିନ୍ଦୋଳ ଅଞ୍ଚଳର ଆଳୁସିଂହ ଅଞ୍ଚଳରେ । ଗତକାଲି ସେହି ଗ୍ରାମର ଅଚ୍ୟୁତ ସାହୁ ନିକଟସ୍ଥ ଜଙ୍ଗଲ କୁ ଯାଇ

ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ବାଇକ ,ଏଟିଏମ ,ମୋବାଇଲ ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର କୁଲେଇ ଗାଁ ଜିଏମ(GM) ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟ ସମ୍ମୁଖରେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ତାଙ୍କ ଠାରୁ ଏକ ୟୁନିକର୍ଣ୍ଣ ବାଇକ ,ଏଟିଏମ କାର୍ଡ, ମୋବାଇଲ ଫୋନ ଓ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଭାବେ

ବ୍ରାହ୍ମଣୀ ରେ ବୁଡି ଛାତ୍ର ନିଖୋଜ ଘଟଣା ; ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଉର୍ଣ୍ଣକୋଟେଶ୍ଵର ନିକଟରେ ଏକ ଅଘଟଣ ଘଟିଯାଇଛି । ଆଜି ବ୍ରାହ୍ମଣୀ ନଦୀରେ ୩ଜଣ ନବମ ଶ୍ରେଣୀର ଛାତ୍ର ଗାଧୋଉଥିବା ବେଳେ ପାଣିର ସୁଅ ମୁହଁରେ ପଡି ଭାସି ଯାଇଥିଲେ । ସେମାନେ ଭାସି ଯାଉଥିବା ବେଳେ ନିକଟରେ ଥିବା ଲୋକମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର

ବିଶ୍ୱ ରେଡକ୍ରସ ଦିବସ ପାଳିତ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟରେ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସଭାପତି ନିବେଦିତା ପାଣି ଯୋଗଦେଇ ଜୀବନରେ ସେବା ମନୋବୃତି

ବିଶ୍ୱ ମାତୃ ଦିବସ

ସବୁ ଦିବସ ଅଟେ ମୋ ମାତୃ ଦିବସ ତାଙ୍କ ପାଦେ ମୋ ପ୍ରଣତିତାଙ୍କ ପାଦତଳେ ଏ ଭକ୍ତି ମୋର ଥାଉ ମିଳୁ ମୋତେ ଏ ଶକତି ll ଶାସନ ତାଙ୍କ ଅଟେ ଶୃଙ୍ଖଳାର ଜ୍ଞାନ

ମା ମୋ ମା

ମାତୃ ଦିବସର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।"ମାଆ ମା, ଯିଏ ଆମକୁ ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ଉଚିତ୍ ସମୟରେ ଏହି ପୃଥିବୀ ପୃଷ୍ଠରେ ଆବିର୍ଭାବ କରାଇଲା ସିଏ ହେଉଛି ଆମ ମା । ମା ବିଷୟରେ କଣ ବା ଆମେ ଲେଖି ପାରିବ,ସିଏ ତ ଆମକୁ ଆମ ହାତଧରି ଲେଖିବା ସିଖାଇଲା, ସିଏ ତ ଚାଲି

ବୋଉ ପ୍ରଣାମ…..

ବିଶ୍ଵ ମାତୃତ୍ୱ ଦିବସ ଉପଲକ୍ଷେ ତୁମ ପାଇଁ ପଦ ଟିଏ ଲେଖୁଛି । ଛୋଟ ବେଳଠୁ ଆଜିଯାଏଁ ତମେ ମୋର ଯେତିକି ଅଳି ଅର୍ଦ୍ଦଳି ସହିଛ, ମତେ ଯେତେ ସ୍ନେହ ଦେଇଛ, ତା ଆଗରେ ମୁଁ ଯାହା ଲେଖିଲେ ବି କମ ହବ I ତୁମ ଠାରୁ ଜୀବନରେ ମୁଁ ବହୁତ୍ ଜିନଷ ଶିଖିଛି । ସବୁଠାରୁ ବଡ଼

ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ; ସାଢେ ଆଠ ପରେ ବିଦ୍ୟାଳୟରେ ପହଞ୍ଚୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ

ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖିଲେ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା କେଉଁ ସ୍ଥିତି ଦେଇ ଗତି କରୁଛି ତାହା ସ୍ପଟ ଭାବରେ ବାରି ହୋଇ ପଡୁଛି । ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ

‘ ମା ‘

ପ୍ରକୃତିର ସେ ଶ୍ରେଷ୍ଠ ଉପହାରସମଗ୍ର ମନୁଷ୍ୟଜାତି ମୁକୁଟତା ପାଖେ ଶେଷ ସବୁ ତୀର୍ଥସ୍ଥଳୀତା ଚରଣେ ଗଙ୍ଗାପାଟ। ଜୀବନ ନଉକା ସେ ଯେ ଚଲାଏନିଜେ ନାଉରୀ ହେଇନିଜେ ପୁଣି ସାଜେ ନଦୀତୀର ସିଏସନ୍ତାନର ଖୁସି ପାଇଁ। ଦିନଯାଏ ତାର ପରିବାର ପାଇଁତାଙ୍କ ସୁଖ ଚିନ୍ତା କରିନିଜପାଇଁ ଭାବିବାକୁ

ଓଡାପଡାରେ ମେଗା ପାନୀୟ ଜଳ ପ୍ରକଳ୍ପ ;ଗାଁ ରାସ୍ତାଖୋଳି ଠିକାଦାର ପାର,ରାସ୍ତା ବିପର୍ଯ୍ୟସ୍ତ

ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ହିନ୍ଦୋଳ ବ୍ଲକରେ ଆରମ୍ଭ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ । ବ୍ରାହ୍ମଣୀ ନଦୀରୁ ପାନୀୟ ଜଳ ଯୋଗାଣନେଇ କାର୍ଯ୍ୟ ଚାଲିଥିବା ବେଳେ ଏହାର ବାସ୍ତବତାକୁ ନେଇ ପ୍ରଶ୍ନଉଠିଛି । ବିଭିନ୍ନ ଗ୍ରାମରେ ପାଇପ ବିଛାଇବା ପାଇଁ କଂକ୍ରିଟ ରାସ୍ତାକୁ ଖୋଳି ଠିକାଦାର
error: Content is protected !!