News
lipub
samparksetu

ବିବାହିତା ମହିଳାଙ୍କୁ ପ୍ରେମ କରି ପୋଡିଦେବା ଘଟଣା ର ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁକ୍ତାପଶି ଅଞ୍ଚଳରେ ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ଜଙ୍ଗଲ ମଧ୍ୟରେ ପତ୍ର ଡାଳ ଘୋଡାଇ ନିଆଁ ଲଗାଇଦେବା ଭଳି ଘଟଣାରେ ପୋଲିସ ପ୍ରେମିକକୁ ଗିରଫକରିବା ସହିତ ମୋଟରସାଇକେଲ ଏବଂ ଦୁଇଟି ମୋବାଇଲ ଫୋନକୁ ଜବତ କରିଛି । କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ

ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଆକାଶ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଅନ୍ତର୍ଗତ ମାର୍ଥ।ପୁର ପଞ୍ଚାୟତର ଓଢଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଆକାଶ କଅଁର (୧୬) ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି । ସେ ଶତକଡା ୯୦ ଭାଗ ଭିନ୍ନକ୍ଷମ ଥିବାରୁ , ସେ ଚାଲିବାକୁ ସକ୍ଷମ ନୁହଁନ୍ତି ।ତେଣୁ ସେ ଜଣଙ୍କ ଉପରେ ନିର୍ଭର

ଭତ୍ତା ବୃଦ୍ଧି ଏବଂ ପେନସନ ଦାବୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ପଞ୍ଚାୟତ ହାଟ ପଡିଆ ।ଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଏବଂ ପେନସନ ଦାବୀରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କୃଷକ ନେତା କୈଳ।ସ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ

ଏନଏସଏସ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଢେଙ୍କାନାଳ ସ୍ୱୟଂଶାସିଟ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ୩ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସେଠୀଯୋଗଦେଇ ଏକ ସୁସ୍ଥ ସମାଜ ଗଠନ ଏବଂ ଏହାର ବିକାଶରେ ନେତୃତ୍ୱର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ ।

ବାଦିବାହାଳ ବିଦ୍ୟାଳୟ ଖୋଲିବାକୁ ଦାବୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ବାଦିବାହାଳ ଗ୍ରାମରେ ଥିବା ପ୍ରାଥମକି ବିଦ୍ୟାଳୟକୁ ଖୋଲିବା ପାଇଁ ସ୍ୱୟଂସାହାୟକ ଗୋଷ୍ଠିର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ବାଦିବାହାଳ ଗ୍ରାମରେ ୧୯୭୬ ମସିହାରେ ବିଦ୍ୟାଳୟଟି ସ୍ଥାପନ ହୋଇଥିଲା । ଗ୍ରାମର ପିଲାମାନେ ଏଠାରେ ପାଠ

ଆନ୍ତର୍ଜାତୀୟ ଗଣିତ ଦିବସ ପାଳିତ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଗଣିତ ଦିବସ ପାଳିତ ହୋଇଯାଇଛି ।ଗଣିତ ବିଭାଗର ମୁଖ୍ୟ ଡା.ସୁରେଖା ବଳିଆରସିଂ ଗଣିତ ଦିବସର ପ୍ରାଧାନ୍ୟ ଉପରେ ଆଲୋକପାତକରଥିଲେ । ଆଜିର ଦିବସକୁ ପାଏ ଦିବସ କୁହାଯାଉଛି ବୋଲି କହିବା ସହତି ବେଦରେ ପାଏର ଆନୁମାନିକ ମୂଲ୍ୟ କିପରି ଶ୍ଳୋକ

ମୁକ୍ତାପଶି ନିକଟରେ ଗୁରୁତର ମହିଳା ଉଦ୍ଧାର ଘଟଣା ; ଅନୈତିକ ସମ୍ପର୍କ କୁ ନେଇ ସନ୍ଦେହ ପରେ ଜିଅନ୍ତା ଜାଳିଦେଲା…

ପ୍ରଥମେ ବିବାହିତ ମହିଳାଙ୍କ ସହିତ ସମ୍ପର୍କ ଏବଂ ପରେ ମହିଳାଙ୍କ ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଲା ବଏଫ୍ରେଣ୍ଡ । ଏ ଭଳି ଘୃଣ୍ଯ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଅଂଚଳରେ । ଯାହାକୁ ନେଇ କାମାକ୍ଷାନଗର ପୋଲିସ

ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ

କଙ୍କଡ଼ାହାଡ଼ ବ୍ଳକ୍ ଟଂପେଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡିଯାଇଛି । ସୂଚନା ଅନୁଯାୟୀ ସୋମବାର ଭୋର ସମୟରେ ଗାଁ ର ସାବିତ୍ରୀ ସିଂହ ଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁରେ ୩ ବଖରା ଘର ସହ ଘରେ ଥିବା ସମସ୍ତ ସାମଗ୍ରୀ ଜଳି ଯାଇଥିଲା । ସେହିପରି

ବି.ବି. ହାଇସ୍କୁଲ ରେ ଶକ୍ତି ସଂରକ୍ଷଣ ସମ୍ପର୍କିତ ସେମିନାର ଆୟୋଜିତ

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀ ଗୃହରେ ନୂତନ ଇଣ୍ଟରଆକ୍ଟିଭ ପ୍ୟାନେଲ ସାହାଯ୍ୟରେ ପିପିଟି ମାଧ୍ୟମରେ ନବଗଠିତ ଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାର ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଥମ ସେମିନାର-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି

ସହୀଦ ଙ୍କ ସ୍ମୃତିରେ ବ୍ଲଡ଼ ଡୋନେସନ କ୍ୟାମ୍ପ

ଗଁଦିଆ ବ୍ଲକର ଷଡ଼ଙ୍ଗୀ ଗ୍ରାମର ଆଖଣ୍ଡଳମଣି ଉପ୍ରା ବିଦ୍ୟାଳୟ ପରିସରରେ ସହୀଦ ତୁଷାରକାନ୍ତ ଙ୍କ ସ୍ମୃତିରେ ଏକ ବ୍ଲଡ଼ ଡୋନେସନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପ ରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ ଯୋଗ ଦେଇ କ୍ୟାମ୍ପ କୁ
error: Content is protected !!