News
lipub
samparksetu

ଅଭିଭାବକ ଶିକ୍ଷକ ମିଳିତ ବୈଠକ

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କାନପୁରାସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟଠାରେ ଅଭିଭାବକ ଶିକ୍ଷକ ମିଳିତ ବୈଠକ ଛାତ୍ର ଅଭିଭାବକ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଧ୍ରୁବ ଚରଣ ସୁନ୍ଦରାୟ ଅତିଥି

ନୀଳକଣ୍ଠେଶ୍ଵର ମନ୍ଦିର ରୁ ଚୋରି

ଓଡାପଡା ବ୍ଲକ, ମୋଟଙ୍ଗା ଥାନା ଅନ୍ତର୍ଗତ ବ୍ରଜବିହାରୀ ପୁର ଶାସନ ର ନୀଳକଣ୍ଠେଶ୍ୱର ମନ୍ଦିର ରେ, ଗତ ରାତ୍ରି ରେ ମନ୍ଦିର ର ମୁଖ୍ୟ ଦ୍ୱାର ଭାଙ୍ଗି ଦୁର୍ବୃତ୍ତ ମାନେ ୨ ଟି ରୁପା ମୁକୁଟ,୧ ଟି ରୁପା ନାଗ ୧ଟି ସୁନାର ବଂଶୀ ଚୋରି କରି ନେଇଛନ୍ତି । ଅନ୍ୟ ସ୍ଥାପିତ ପାର୍ଶ୍ୱ ଦେବା ଦେବି

ସଡକ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ

ଢେଙ୍କାନାଳ ସଦର ଥାନା ଭାପୁର ଛକ ନିକଟରେ ଶୁକ୍ରବାର ରାତିରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ହେଲେ କଟକ ଜିଲ୍ଲା ଅଚଳକୋଟ ର ଶମୀର ନାୟକ ବୋଲି ସୂଚନା ସୂଚନା ଅନୁଯାୟୀ , ମୃତକ ଏକ ସ୍କୁଟି ଯୋଗେ ଭାପୁର ରାସ୍ତାରେ ଯାଉଥିବା ବେଳେ ,ଏକ ଅଜଣା ଗାଡି ତାଙ୍କୁ ଧକ୍କା

ମହିମା ମହାବିଦ୍ୟାଳୟ ରେ ରସାୟନ ବିଜ୍ଞାନ ସେମିନାର

ଆଜି ସ୍ଥିତ ମହିମା ମହାବିଦ୍ୟାଳୟ ରେ ରସାୟନ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏକ ସେମିନାର ବିଭାଗ ର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚରୀମାନଙ୍କୁ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ବିଭାଗ ର ମୁଖ୍ୟ ଡକ୍ଟର ରତ୍ନାକର ଦାସ ପ୍ରଦୀପ ପ୍ରଜ୍ୟଲନ କରି ଉଦ୍ଘାଟନ କରିଥିଲେ।

ଅନଗୁଳ-ସୁକିନ୍ଦା ରେଳ ପ୍ରକଳ୍ପକୁ ଏନଜିଟିର ଛାଟ ; ୨ ମାସ ଭିତରେ ୨୦ କୋଟି ଜୋରିମାନା ଜମା କରିବାକୁ ନିର୍ଦ୍ଦେଶ

ଅନଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ କରୁଥିବା ଏମ୍/ଏସ ଉଡ୍ ହୀଲ୍ଲ ନାମକ ଠିକା ସଂସ୍ଥା କୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ଅନ୍ତରିଣ କୋଡିଏ କୋଟି ଟଙ୍କା ଜୋରିମାନା ଦୁଇ ମାସ ଭିତରେ ଜମା କରିବାକୁ ନିର୍ଦ୍ଦେଶ । ସୂଚନା ମୁତାବକ , ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ କାମାକ୍ଷାନଗର ତହସିଲ

ଆହୁତ ହାତୀ କୁ ଟ୍ରାଙ୍କୁଲାଇଜର କରାଯିବା ସମୟରେ ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଆହତ !

ଢେଙ୍କାନାଳ ସଦର ବନାଞ୍ଚଳର ଗହମଖୁଣ୍ଟି ଗ୍ରାମ ନିକଟସ୍ଥ ଟିକିଲି ପୋଖରୀ ନିକଟରେ ଏକ ଆହତ ଦନ୍ତା ୩ ଦିନ ହେବ ବୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ପରେ ଦନ୍ତା ହାତୀର ଆଗ ଡାହାଣ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ସାଙ୍ଗକୁ ରକ୍ତସ୍ରାବ ହେଉଥିବାର ଜଣାପଡିଥିଲା । ଶିକାରୀ ଗୁଳିରେ ଏହି କ୍ଷତ

ସଡ଼କ ଦୁର୍ଘଟଣା ରେ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ଙ୍କର ଚାଲିଗଲା ଜୀବନ

ଢେଙ୍କାନାଳ ଟାଉନଥାନା ମହିଷାପାଟ ଟ୍ରେନିଙ୍ଗ ସେଣ୍ଟର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ଜଣେ ଶିକ୍ଷୟତ୍ରୀଙ୍କ ଉପରେ ଚଢ଼ିଗଲା ପରିବା ବୋଝେଇ ଟ୍ରକ। ଫଳରେ ଘଟଣା ସ୍ଥଳରେ ଏହି ଶିକ୍ଷୟତ୍ରୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ , ସରସ୍ଵତୀ ଶିଶୁ ମନ୍ଦିରର

ପୃଥକ୍ ପୃଥକ୍ ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣ ମୃତ !

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳର ୨ଟି ପୃଥକ୍ ପୃଥକ୍ ଜାଗା ରେ ୨ ଜଣ ବ୍ୟକ୍ତିଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହାତୀ ମାରି ଦେଇଥିବାର ଦେଖିବାକୁ ମିଳିଛି । ମୁଣ୍ଡରୁ ଗଣ୍ଡି ଅଲଗା ଅଲଗା କରି ଦେବା ସହ ହାତ ଗୋଡକୁ ଦଳି ଦେଇଛି । ଏହାକୁ ଦେଖି ଅଞ୍ଚଳ ବାସୀଙ୍କ ମନରେ ଭୟର

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଢ଼େଙ୍କାନାଳ ଜିଲ୍ଲା ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଚଳିତ ମାସ ୮ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ ପାଳନ କରିବା ନିମନ୍ତେ କମ୍ପାନୀର ସିଏସ୍‌ଆର୍ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମଗୁଡିକର ସଫଳତା ହାସଲ କରିଥିବାମହିଳାମାନଙ୍କୁ ନେଇ ପ୍ଲାଚା୍

କରେଣ୍ଟ ଲାଗି ଯୁବକ ଙ୍କ ମୃତ୍ୟୁ

LI Point କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭୁବନ ଥାନା ଗୋବିନ୍ଦ ବିଦ୍ୟିଧରପୁର ଗ୍ରାମର ପବିତ୍ର ମଲ୍ଲିକ। ସେ ଆଜି ସକାଳେ ସୌଚପାଇଁ ରାମିଆଳ ନଦୀକୁ ଯାଇଥିବା ବେଳେ LI Point ରେ ଲାଗିଥିବା କରେଣ୍ଟ ସଂସ୍ପର୍ଶ ରେ ଆସିଯାଇଥିଲେ। ସ୍ଥାନୀୟ ଲୋକ ଦେଖି ପରିବାର
error: Content is protected !!