ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ,ଜଣେ ଆହତ
ଶନିବାର ଦିନ ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ହିରୋ ବାଇକ୍ ସୋରୁମଠାରେ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଅଁଳାବେରେଣୀ ବଜାରର ସନ୍ତୋଷ ପଣ୍ଡାଙ୍କ ପୁଅ ଜ୍ଞାନୀ ପ୍ରକାଶ ପଣ୍ଡା (୩୭) ଓ ଦେବାନନ୍ଦ ହୋତାଙ୍କ ପୁଅ ସୌମ୍ୟରଞ୍ଜନ!-->!-->!-->…
ହାତୀ ଆକ୍ରମଣରେ ଯୁବକ ଙ୍କ ଭାଙ୍ଗିଲା ହାତ !
ଗତ ୧୬ ତାରିଖ ରାତିରେ ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମ ର ଯୁଗଳ କିଶୋର ନାୟକ ୪୦ ବର୍ଷ ନାମକ ଯୁବକ ନିଜ ଗ୍ରାମ କୁ ଯାଉଥିବାବେଳେ ଗ୍ରାମ ନିକଟରେ ଏକ ବଣୁଆ ହାତୀ ହାବୁଡରେ ପଡି ଯିବା ରୁ ହାତୀ ଟି ଆକ୍ରମଣ କରିବାରୁ ଯୁଗଳ ଙ୍କ ବାମ ହାତ ଓ ମେରୁଦଣ୍ଡ ହାଡ଼ ଭାଙ୍ଗି ଗୁରୁତର!-->…
ଦୋଳ ପୂର୍ଣ୍ଣିମା ଓ ହୋଲି ଭାବନା
ଉଲ୍ଲାସ ଫଗୁଣ ମନ୍ଦ ସମୀରଣ ମୋହିତ କରେ ପରାଣବସନ୍ତ ବିଭୋର ବେଶ ମନୋହର ପୁଲକିତ କୋଣ କୋଣ।
ପରଶେ!-->!-->!-->…
ଅସୁସ୍ଥ ହରିଣ କୁ ଉଦ୍ଧାର ପରେ ମୃତ୍ୟୁ !
କାମାକ୍ଷାନଗର ପଶ୍ଚିମାଞ୍ଚଳ ବନଖଣ୍ଡ ଅଁଳାବେରେଣୀ ଫରେଷ୍ଟ ଡିଭିଜନ ଅନ୍ତର୍ଗତ କୁସୁମଯୋଡି ଗାଁ ନିକଟରୁ ଆହାତ ଅବସ୍ଥାରେ ଗୋଟିଏ ହରିଣ ଉଦ୍ଧାର କରାଯାଇଥିଲା।
ଆହାତ ହରିଣ ପାଣି ପିଇବାକୁ ଆସିଥିବା ବେଳେ କୁକୁର ମାନଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ!-->!-->!-->…
ଦୋଳ ଯାତ୍ରା ଉପରେ ଲାଗିଲା ୧୪୪ ଧାରା
ଜମି ବିବାଦକୁ ନେଇ ଦୋଳ ଯାତ୍ରା ମେଳଣ ପଡ଼ିଆରେ ୧୪୪ ଧାରା ଲାଗାଇଲେ କାମାକ୍ଷାନଗର ଉପ ଜିଲ୍ଲାପାଳ । ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମରେ ଅନୁସୂଚିତ ଜାତି ଓ ସାଧାରଣ ବର୍ଗ ଲୋକ ଙ୍କ ମଧ୍ୟରେ ଜମି ବିବାଦକୁ ନେଇ ବିଗତ ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ!-->…
ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ଓ ରୋଲ ପ୍ଲେ ପ୍ରତିଯୋଗିତା ଅନୁଷ୍ଠିତ
ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସଭାଗୃହରେ ଦିବା ୧୦ ଘଟିକା ସମୟରେ କୋଭିଡ-୧୯ ନିୟମାବଳୀ ସବୁକୁ ଅନୁପାଳନ କରି ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ଓ ରୋଲ ପ୍ଲେ ପ୍ରତିଯୋଗିତା -୨୦୨୨ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଅନୁଷ୍ଠିତ!-->!-->!-->…
ଅଜଣା ଗାଡି ଧକ୍କା ରେ ୨ ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗାଁ ରେ ଦୁର୍ଘଟଣା l କୌଣସି କାମ ପାଇଁ କଣ୍ଡାର ଗ୍ରାମ ର ନରହରି ଦେହୁରୀ (୨୩) ଓ ମୁନା ଦେହୁରୀ (୧୮) ଵିରାଶାଳ କୁ ଯାଇଥିଲେ l
କାମ ସାରି ନିଜ ଗ୍ରାମ କଣ୍ଡାର ଫେରୁଥିବା ସମୟ ରେ ରହଣି ବିରାଶାଳ ଛକ ନିକଟସ୍ଥ ଶିବ ମନ୍ଦିର ଠାରେ ଅଜଣା!-->!-->!-->…
ବିଧବା ମହିଳା ଙ୍କୁ ଆବାସ ଯୋଗାଇବାକୁ ଦାବି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗାଁରେ ୬୧ ବର୍ଷୀୟା ମହିଳାଙ୍କୁ ଅନେକ ଅଭିଯୋଗ ପରେ ଘର ଖଣ୍ଡିଏ ମିଳୁ ନଥିବାର ଅଭିଯୋଗ ହୋଇଛି ।
ଗାଁର ଲୋକନାଥ ନାଏକଙ୍କ ପତ୍ନୀ ସରଦି ନାଏକ (୬୧) ଜଣେ ବିଧବା ମହିଳା ଲୋକନାଥ ୨୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା!-->!-->!-->…
ନିର୍ବାଚନ ପରର ହିଂସା ; ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣିଲେ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ନିର୍ବାଚନ ପରର ହିଂସା ଦେଖିବାକୁ ମିଳିଛି। କାମାକ୍ଷାନଗର ବ୍ଲକ ବାଉଁଷପାଳ ପଞ୍ଚାୟତର ୪ ନଂ ଓ୍ବାର୍ଡରେ ଘଟିଛି ଘଟଣା । ସୂଚନା ମୁତାବକ ଗତ କାଲି ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ ୪ ନଂ ଓ୍ବାର୍ଡର ପବିତ୍ର ବିଶ୍ବାଳ ଘରକୁ ଫେରୁଥିବାବେଳେ, ଧାରୁଆ!-->…
ଓପିଏସ ମହା ବିଦ୍ୟାଳୟରେ କର୍ମନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ହିନ୍ଦୋଳରୋଡ ଓଡାପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କର୍ମନିଯୁକ୍ତି ସମ୍ପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠତି!-->!-->!-->…