ଭୋଳେଶ୍ୱର ଓ ମାୟାଧର ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ସୋଗର ଚାମ୍ପିୟନ
କନ୍ତିଓ ପୂଟସାହି ପଞ୍ଚାୟତ ର ଜକା କ୍ରିକେଟ ଗ୍ରାଉଣ୍ଡ ରେ ଫାଇନାଲ ମ୍ୟାଚ୍ ସୋଗର ଓ ଆୟୋଜକ ଜକା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥେମେ ସୋଗର ବ୍ୟାଟିଂ ର ଆମନ୍ତ୍ରଣ ପାଇ ୧୫ ଓଭର୍ ରେ ୧୭୫ ରନ୍ ସଂଗ୍ରହ କରି ଥିଲା ଜବାବ ରେ ଜକା ୧୦୯ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇ ଥିଲା ।!-->!-->!-->…
ମହିମା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ, ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଏବଂ ବିଶ୍ବ ଓଡ଼ିଶା ଢେଙ୍କାନାଳର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ ରାଲିକୁ କଲେଜ ପରିସରରୁ ମହାବିଦ୍ୟାଳୟର!-->…
ଜଳ ବିଭାଜିକା ର ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ମହାବୀର ରୋଡ ଓ ଝିଲୀ ଗ୍ରାପ ରେ ଆଜି ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ଫେଜ୍ ୨) ର ସଚେତନତା କାର୍ଯ୍ୟକ୍ରମ ମହାବୀର ରୋଡ ହାଟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଫୁଲ୍ଲ କୁମାର!-->!-->!-->…
ଦ୍ଵିତୀୟ ଓଡିଶା ନାଭାଲ୍ ଟାଟା ହକି ପ୍ରତିଯୋଗିତା ଉଦଘାଟିତ
ଢେଙ୍କାନାଳ ଷ୍ଟାଡିୟମ୍ ଠାରେ ଦ୍ବିତୀୟ ଓଡିଶା ଟାଟା ହକି ଲିଗ୍ ଆରମ୍ଭ ହୋଇଛି l ଏହି ଉଦଘାଟନୀ ଉତ୍ସବ କୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ରାଜୀବ ସେଠ୍, ଡାଇରେକ୍ଟର ଓଡିଶା ନାଭାଲ୍ ହକି ଏକାଡେମୀ, ପ୍ରଦୀପ ଜାଳି ଶୁଭାରମ୍ଭ କରିଥିଲେ l
ଜିଲ୍ଲାପାଳ ଶ୍ରୀ!-->!-->!-->…
ମେଗା ଫାଇନାଲ ରେ ନୂଆ ଟିମର ବାଜିମାତ
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରିଆ ଖେଳ ପଡ଼ିଆ ଠାରେ ବାବା ସାଧୁ ଗୋସାଇଁ କ୍ରିକେଟ କ୍ଲବ ରିଆ ପକ୍ଷରୁ ଏକ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା।
ଯାହାର ମେଗା ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ଫାଇନାଲ ମ୍ୟାଚଟି ପରଜଙ୍ଗ!-->!-->!-->…
୮ ଟି ପରିବାର ର ଘର ଭାଙ୍ଗିଦେଲେ ବଣୁଆ ହାତୀ ପଲ
ଦିନକୁ ଦିନ ଜଙ୍ଗଲି ହାତୀ ପଲ ଗାଁ ମୁହାଁ ହେବାକୁ ଲାଗିଛନ୍ତି । ଭୟଭୀତ ହୋଇ ରାତ୍ରୀ ଯାପନ କରୁଛନ୍ତି ଗାଁ ଲୋକ । ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମହାବୀରୋଡ ରେଞ୍ଜ ଅଧିନରେ ।
ସୂଚନା ଥାଉକି , ମହାବୀରୋଡ ରେଞ୍ଜ ରଙ୍ଗଥଳୀ ବିଟ୍ ଅନ୍ତର୍ଗତ!-->!-->!-->…
ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଇରାଟାଙ୍ଗର ଗାଁ କେନାଲ ରାସ୍ତା ରେ ଗୋଟିଏ ଅଘଟଣ ଘଟି ଯାଇଛି l ଏଠି ଗୋଟିଏ ଟ୍ରକ ଯାହାର ନମ୍ବର OR 09 E6099 ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l
ସୂଚନା ଅନୁସାରେ ଟ୍ରକଟି କାମାକ୍ଷାନଗର ଆଡକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ କେନାଲ!-->!-->!-->…
ସଡ଼କ ଦୁର୍ଘଟଣା ରେ ଯୁବକ ଙ୍କ ଚାଲିଗଲା ଜୀବନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଖଲିବୋରେଇ ପଞ୍ଚାୟତ ବାଲିସାହି ଗ୍ରାମର ଅମିତା ନାଏକ (୩୦) ଏବଂ ଜଗା ନାଏକ , ଗତକାଲି ବିଳମ୍ବିତ ରାତିରେ ସେ ଅନୁଗୋଳ ରେ କାମ ସାରି ଘରକୁ ଫେରୁଥିଲେ ।
ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ଛକ ନିକଟରେ ତାଙ୍କର ବାଇକ୍ ଦୁର୍ଘଟଣା ଘଟିବାରୁ!-->!-->!-->…
କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରି ବିଜୁ ପଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ ଦଳିୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ପ୍ରଥମେ ଦଳ ତରଫରୁ ସକାଳେ ବସଷ୍ଟାଣ୍ଡ ଠାରେ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାପରେ!-->…
ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କର ଜନ୍ମଜୟନ୍ତୀ ପାଳନ
ଢେଙ୍କାନାଳ ସଚେତନ ନାଗରିକ ଫୋରମ ଆନୁକୂଲ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି l ଏହି ସଭାର ସଭାପତିତ୍ୱ କରି ପୂର୍ବତନ ନଗରପାଳ ତଥା ଆଇନଜୀବି ସୁରେନ୍ଦ୍ର ମିଶ୍ର, ବିଜୁ ବାବୁଙ୍କୁ ମରୋଣାନ୍ତର ଭାରତ ରତ୍ନ ପାଇଁ ଦାବି ରଖିଥିଲେ l ବ୍ୟୟଜ୍ୟେଷ୍ଠ ବିଜେଡ଼ି!-->…