ପାଳିତ ହେଲା ଜାତୀୟ ବିଜ୍ଞାନ ଦିବସ
ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟଠାରେ ଢ଼େଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ!-->…
ରେଳଯାତ୍ରୀ ସମସ୍ୟା ନେଇ ବୈଠକ ,ମେମୁ ପାସେଞ୍ଜର ଟ୍ରେନ ଚଳାଚଳ ଦାବୀ
ଢେଙ୍କାନାଳ ଅନଗୁଳ ଜିଲ୍ଲା ଦୈନିକ ରେଳଯାତ୍ରା ସଂଘର ବାର୍ଷିକ ସାଧାରଣ ସଭା ସହର ନିକଟସ୍ଥ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ରେଳଯାତ୍ରୀ ମାନଙ୍କ ସହିତ ଲୋକସଭା ସାଂସଦ ମହେଶ ସାହୁ କନଫରେନ୍ସ ଯୋଗେ ସଂଘର ସଭାକୁ ଉଦବୋଧନ କରିଥିଲେ ।ସଂଘର ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ ସାଂସଦ!-->…
ରମେଶ ସ୍ୱାଇଁ ର୍ କାମାକ୍ଷାନଗର ସ୍ଥିତ କ୍ଲିନିକ ରେ ଚଢାଉ, କେଳେଙ୍କାରୀ ର ଖିଅ ଖୋଜୁଛି ପିଙ୍କ ଟିମ୍
ଠକ ଡାକ୍ତର ରମେଶ ସ୍ୱାଇଁ କେନ୍ଦ୍ରାପଡ଼ା ରୁ ଆସି କାମାକ୍ଷାନଗର ରେ ଘର ଭଡା ନେଇ ପ୍ରଥମେ ଏକ କ୍ଲିନିକ ଖୋଲିଥିଲା ସେ ତାକୁ ପ୍ରାୟ ୨୦ ବର୍ଷ କାଳ ଚଳାଇଥିବାବେଳେ ବହୁ ଜୀବନ ଓ ଅଙ୍ଗ କାଢି ନେଇଥିବା କଥା ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି ।
ଏଠାରେ ୨୦ବର୍ଷ କାଳ ରହିବା ମଧ୍ୟରେ!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ମହିଳା ଏସ୍ସିଆର ଅପରେଟରଙ୍କୁ ନିଯୁକ୍ତିି ପ୍ରଦାନ
ନିଜ ଅନ୍ତର୍ଭୁକ୍ତିକରଣର ଯାତ୍ରା ଜାରି ରଖିବା ସହିତ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଏହାର କଞ୍ଚାମାଲ ସଂଚାଳନ ପ୍ରଣାଳୀରେ (ଆରଏମ୍ଏଚ୍ଏସ୍) ନିଜ ଭେଣ୍ଡର ସହଯୋଗୀ ଭାମନ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ଼ ମାଧ୍ୟମରେ ୪ ଜଣ ମହିଳା!-->…
ରୁଷ ଏବଂ ୟୁକ୍ରେନ ସଙ୍କଟ ବିଷୟରେ ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ବିଶ୍ଵ ପ୍ରମୁଖଙ୍କର ସତର୍କବାର୍ତ୍ତା
ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ବିଶ୍ଵ ପ୍ରମୁଖ ହଜରତ ମିର୍ଜା ମସରୁର ଅହମଦ ଏକ ପ୍ରେସ ବିବୃତିରେ କହିଛନ୍ତି, “ବହୁ ବର୍ଷ ଧରି ମୁଁ ଦୁନିଆର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ସୂଚିତ କରାଇ ଆସୁଛି ଯେ ସେମାନେ ବିଂଶ ଶତାବ୍ଦୀରେ ଘଟିଥିବା ଦୁଇଟି ବିନାଶକାରୀ ବିଶ୍ଵଯୁଦ୍ଧ!-->…
ଭୋଟ ଗଣନା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଗଁଦିଆ ବ୍ଲକରେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଂଚାୟତନିର୍ବାଚନ ପରେ ଭୋଟ ବାକ୍ସ ଗୁଡିକ ସୁରକ୍ଷିତ ଭାବରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ଓ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଡାକଡି ସୁରକ୍ଷା କରାଯାଇଛି । ଚଳିତ ମାସ ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ସେଥିପାଇଁ ୨ଗୋଟି!-->…
ବିଦ୍ୟୁତ ଦୁର୍ଘଟଣାରେ ଆହତ ଚିକତ୍ସାଧିନ ଶ୍ରମିକ ଙ୍କ ମୃତ୍ୟୁ
କଣ୍ଟାବଣିଆ ବଜାରରେ ଗତ ୧୯ ତାରିଖରେ ଘଟିଥିବା ବିଦ୍ୟୁତ ଦୁର୍ଘଟଣାରେ ଆହତ ହୋଇ କଟକରେ ଚିକତ୍ସାଧିନ ଥିବା ସଭିକୁଲ ଶେଖ( ୨୬ ) ଗତକାଲି ମୃତ୍ୟୁ ହୋଇଥିଲା ।
ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ନିଜ ଗ୍ରାମ ଆସାନସୋଲ ଅଞ୍ଚଳକୁ ଘର ମାଲିକ ସୁଧାଂଶୁ ଶେଖର ଦାସ ପଠାଇଛନ୍ତି । ଆଜି!-->!-->!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପ୍ରଭାତ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->…
କପିଳାସ ପୀଠରେ ଜାଗର ଯାତ୍ରା ,ରାତି ୪.୨୦ ରେ ଉଠିବ ମହାଦୀପ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ସ୍ଥିତ ଫରେଷ୍ଟ ଡାକବଙ୍ଗଳା ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ କପିଳାସ ପୀଠ ହେବାକୁ ଥିବା ମହା ଶିବରାତ୍ରି ଜାଗର ଯାତ୍ରାର ସୁପରିଚାଳନା ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
କୋଭିଡ଼ ସଂକ୍ରମଣ!-->!-->!-->…
ତାଳଡ଼ଙ୍ଗା – ସୁରଭି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ; ୨ଦିନରେ ରାସ୍ତାରୁ ଉଠିଗଲା ପିଚୁ
ଓଡ଼।ପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ତାଳଡ଼ଙ୍ଗା ଗ୍ରାମରୁ ସୁରଭି ଗ୍ରାମକୁ ଯାଇ ଥୁବ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଗ୍ରାମବାସୀ ଆଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ରାସ୍ତାରୁ ପିଚୁ ଉଠି ଯାଉଛି । ଯାହା!-->…