News
lipub
samparksetu

ମଦ୍ୟପ ଭାଇର ପନିକି ଚୋଟରେ ଭଉଣୀ ଗୁରୁତର

ମଦ୍ୟପ ଭାଇର ଉନ୍ମୁକ୍ତ କାଣ୍ଡ । ଭାଇର ପନିକି ଚୋଟରେ ଭଉଣୀ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ବେଲପାଳ ଗ୍ରାମରେ । ଗ୍ରାମର ମଞ୍ଜୁ ମହାରଣା ୩୦ ବର୍ଷ ସ୍ବାମୀ- ଲାଲ ମୋହନ ମହାରଣ । ଆଜି ସଂନ୍ଧ୍ୟା ପାଖାପାଖି ଛଅଟା ସମୟରେ ମଦ୍ୟପ ଭାଇ ଇଶ୍ବର

ଶାନ୍ତି ଶୃଙ୍ଖଳାର ସହିତ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ;
କଙ୍କଡାହାଡରେ ୮୦.୩ % ଏବଂ ଭୁବନରେ ୭୯.୮୯% ମତଦାନ

ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନରେ ମଙ୍ଗଳବାର ଦିନ କଙ୍କଡାହାଡ ଏବଂ ଭୁବନରେ ଶାନ୍ତି ଶୃଙ୍ଖଳାର ସହତି ଶେଷ ପର୍ଯ୍ୟାୟନିର୍ବାଚନ ଅନଷ୍ଠିହୋଇଛି । କଙ୍କଡାହାଡ ବ୍ଲକ ଥିବା ୨୧ ଗୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ୨୭୬ଟି ବୁଥ ରେ ସକାଳ ୭ଟା ଠାରୁ ଅପରାହ୍ନ ୧ଟା ମଧ୍ୟରେ ମତଦାନ

ଖଡଗପ୍ରସାଦ ଓ ଶିବପୁୂରରେ ସାନି ନିର୍ବାଚନ ଦାବୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଖଡ଼କପ୍ରସାଦ ଓ ଶିବପରୁ ପଞ୍ଚାୟତରେ ସାନି ନିର୍ବାଚନ ପାଇଁ ବିଜେପି ତରଫରୁ ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଲିଖତି ଭାବରେ ନିବେଦନ କରାଯାଇଛି ।ବିଜେପି ତରଫରୁ ଜିଲ୍ଲା ପରିଷଦ ଜୋନ ୧ ନମ୍ବରର ବବିଲତା ବେହେରାଙ୍କ ଅଭିଯୋଗ ଅନୁସାରେ ଗତ ଖଡଗପ୍ରସାଦଏବଂ

ଅସାବଧାନତା କାରଣ ରୁ ନିଆଁ ଲାଗି ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣୀ ପଂଚାୟତ ର ଭଗବସା ଗାଁ ରେ ଆଜି ସନ୍ଧ୍ୟା ରେ ଗୋଟିଏ ଅଘଟଣ ଘଟିଯାଇଛି l ସେହି ଗାଁ ର ପାଣ୍ଡିଆ ପ୍ରଧାନ ଙ୍କ ସ୍ତ୍ରୀ ରତନୀ ପ୍ରଧାନ ରୋଷେଇ କରୁଥିବା ସମୟ ରେ ଅସାବଧାନତା କାରଣ ରୁ ଚୁଲ୍ଲୀ ରୁ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା l

ହିନ୍ଦୋଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ମହାମହିମା ରାଜ୍ୟ ପାଳ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲପାଳଙ୍କୁ ସାମ୍ବାଦିକ ଙ୍କ ଉପରେ…

ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ର ରାଷ୍ଟ୍ର ର ଚତୃଥ ସ୍ତମ୍ଭ।ରାଷ୍ଟ୍ର ର ଶାସନ ରେ ସେମାନେ ଜାଗ୍ରତ ପ୍ରହରୀ।ଶ୍ରଙ୍ଖଳିତ ସମାଜ ଗଠନରେ ସେମାନଙ୍କର ଅବଦାନ ଅତୁଳନୀୟ। ସମାଜର ପ୍ରତିଟି ଘଟଣା ସେମାନେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସତ୍ୟ ର ପରଦା ଫାସ୍ କରିଥାନ୍ତି।ବର୍ତ୍ତମାନ ତ୍ରିସ୍ତରୀୟ

ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ

ଆଜି ଅପରାହ୍ନ ଦିନ ୩ ଘଟିକା ସମୟରେ ଜନ ସିକ୍ଷଣ ସଂସ୍ଥାନ , ଢେଙ୍କାନାଳ ତରଫରୁ ଏହାର ପରିସର ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଅରୁଣୋଦୟ ସ୍ବାଇଁ ଅଧ୍ୟାପକ ଏସ୍ ଏସ୍ ମହାବିଦ୍ୟାଳୟ ଷଡ଼ଙ୍ଗୀ, ଢେଙ୍କାନାଳ। ସମ୍ମାନୀତ ଅତିଥି

ଗୁଣ୍ଡିଚାପଡ଼ା ଠାରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଆନୁକୁଲ୍ୟରେ ମୁସଲେହ୍ ମଊଦ ଦିବସ ଅଥବା ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା, ଏହି ଧର୍ମ ସଭାରେ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି

ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ଙ୍କ ମନ୍ଦିର ପ୍ରତିଷ୍ଠା

କାମାକ୍ଷାନଗର ବ୍ଲକ କାଦୁଆ ଗ୍ରାମ ରେ ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି l ଏହି ଉପଲକ୍ଷେ ଆଜି ସକାଳୁ ଶତାଧିକ ଗ୍ରାମବାସୀ କଳସ ଯାତ୍ରା ରେ ଆସି ମନ୍ଦିର ପରିସରରେ ଯଂଜ୍ଞକୁଣ୍ଡ ନିକଟରେ ଉପସ୍ଥିତ ରହିଥିଲେ l ବେଦାଜ୍ଞ ବ୍ରାହ୍ମଣ ମାନଙ୍କ ଶ୍ଳୋକ ଓ

ମହିମାଗାଦିରେ ଗୋଷ୍ଠି ସତ୍ ସଙ୍ଗ ସହିତ ମହିମା ମେଳା ସମାପ୍ତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ଗତ ଏକ ସପ୍ତାହ ହେଲା ଚାଲିଥିବା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ମେଳାର ଆଜି ଶେଷ ଦିନ । ଆଜି ଅନୁଷ୍ଠିତ ଗୋଷ୍ଠି ସତ୍ ସଙ୍ଗ ପରେ ମହିମା ସନ୍ୟାସୀ ମାନେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଓଡ଼ିଶା ବାହାରେ ପରିଭ୍ରମଣ

ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦାଳ ବ୍ଲକ ନବକିଶୋରପରୁ ପଞ୍ଚାୟତ ଖଇରାବାହାଳୀ ହରିଜନ ସାହିକୁ ରାସ୍ତା ଏବଂ ସାପୁଆ ନାଳରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ଅଭିଯାଗ ଅନୁସାରେ , ଚିଲତଇଲା ଗ୍ରାମ ଠାରୁ ଖଇରାବାହାଳୀ ଗ୍ରାମ ହରିଜନ ସାହି ଦେଇ ସରକାରୀ ରାସ୍ତାଟି ସିଧା
error: Content is protected !!