News
lipub
samparksetu

ଶଙ୍କରପୁର ହରିଜନ ସାହିରେ ପାନୀୟ ଜଳ ସମସ୍ୟା, ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଘେରାଉ

ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ବିଂଝାରପୁର ହରିଜନ ସାହିରେ ଦୀର୍ଘ ବର୍ଷ ହେଲା ଲାଗିରହିଛି ପାନୀୟ ଜଳ ସମସ୍ୟା l ସ୍ଥାନୀୟ ଲୋକ ମାନେ ସରପଞ୍ଚ ଏବଂ ବିଡିଓ ଙ୍କୁ ଅନେକ ଥର ନେହୁରା ହୋଇ କହିଥିଲେ ମଧ୍ୟ କେହି ଶୁଣିନାହାନ୍ତି l ଗ୍ରାମରେ ଗୋଟିଏ ବୋଲି ନଳକୂଅ l ତାହା ମଧ୍ୟ ଖୁବ କମ୍ ପାଣି ଦିଏ

ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଦୁଇ ମେଡିକାଲ ଛାତ୍ର

ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ କରିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର

ଢେଙ୍କାନାଳ ରୁ ଉଦ୍ଧାର ହେଲେ ନିଖୋଜ ପୀତବାସ ଦାଶ

ବାଲିଅନ୍ତା ସାମ୍ବାଦିକ ପୀତବାସ ଦାଶ ଢେଙ୍କାନାଳ ରୁ ଉଦ୍ଧାର ହୋଇଛନ୍ତି । ସେ ୩ ଦିନ ହେଲା ସେ ନିଖୋଜ ଥିଲେ। ଗୁରୁବାର ରାତି ୧ଟା ୩୦ ମିନିଟ୍‌ରେ ସେ ଅସୁସ୍ଥ ଅବସ୍ଥାରେ କାମାକ୍ଷାନଗର ଥାନାରେ ସେ ପହଞ୍ଚିଛନ୍ତି। ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି।ଥାନା

ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର ;ଗୁପ୍ତ ଘରକୁ ନେଇ ରହିଛି ରହସ୍ୟ ,ଘରକୁ ଜଗି ରହିଛନ୍ତି ନୃସିଂହ

ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ରୋମିଓ ତଥା ଫୋର ଟ୍ୱେଣ୍ଟି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୁପ୍ତ ରହସ୍ୟ। କମିଶନରେଟ ପୋଲିସର ତଦନ୍ତ ପରେ ଧୀରେ ଧୀରେ ଗୁମର ଗୁଡିକ ସାମ୍ନାକୁ ଆସିଛି । ବହୁ ପତ୍ନୀ ସାଙ୍ଗକୁ ଲୋକଙ୍କୁ ଫ୍ରଡ଼ କରିଥିବା ଭଳି ଆସିଛି ସଙ୍ଗିନ ଅଭିଯୋଗ ।

ବନ ସୁରକ୍ଷା ସଚେତନତା ଅଭିଯାନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ବନସୁରକ୍ଷା କୁ ନେଇ ଗୋଟିଏ ଶୋଭାଯାତ୍ରା ହୋଇଯାଇଛି l ଏହି ଶୋଭାଯାତ୍ରା ରେ ଏ ସି ଏଫ ସୁବ୍ରତ ପାତ୍ର, ରେଞ୍ଜର ସତ୍ୟ ନାରାୟଣ ସାହୁ, ବନବିହାରୀ ସର୍ଦାର, ଅଗ୍ନିଶମ ବିଭାଗ, କେନ୍ଦୁପତ୍ର ର କର୍ମଚାରୀ,୨୬ ଜଣ ପୂର୍ବାଞ୍ଚଳ ବନ ସୁରକ୍ଷା ସମିତି

ଘଞ୍ଚ ଜଙ୍ଗଲରେ ପଡ଼ିଛି ମହିଳାଙ୍କ ଗଳିତ ମୃତଦେହ , ହତ୍ୟା ସନ୍ଦେହ !

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ହତୁରା ପଂଚାୟତ ପଡା ହରିଡାଗୋଜ ଜଙ୍ଗଲ ରେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡିଥିବା ଦେଖାଯାଇଛି । ମୃତଦେହ ଟି ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ପେଟ , ହାତ , ଛାତି ଏବଂ ଜଂଘ ରେ କଟା ଦାଗ ରହିଛି । ମୁହଁ ଏବଂ ହାତ ପୋଡିଯିବା ପରି ଦେଖାଯାଉଛି । ତିନି

ମଦ୍ୟପ ଭାଇର ପନିକି ଚୋଟରେ ଭଉଣୀ ଗୁରୁତର

ମଦ୍ୟପ ଭାଇର ଉନ୍ମୁକ୍ତ କାଣ୍ଡ । ଭାଇର ପନିକି ଚୋଟରେ ଭଉଣୀ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ବେଲପାଳ ଗ୍ରାମରେ । ଗ୍ରାମର ମଞ୍ଜୁ ମହାରଣା ୩୦ ବର୍ଷ ସ୍ବାମୀ- ଲାଲ ମୋହନ ମହାରଣ । ଆଜି ସଂନ୍ଧ୍ୟା ପାଖାପାଖି ଛଅଟା ସମୟରେ ମଦ୍ୟପ ଭାଇ ଇଶ୍ବର

ଶାନ୍ତି ଶୃଙ୍ଖଳାର ସହିତ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ;
କଙ୍କଡାହାଡରେ ୮୦.୩ % ଏବଂ ଭୁବନରେ ୭୯.୮୯% ମତଦାନ

ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନରେ ମଙ୍ଗଳବାର ଦିନ କଙ୍କଡାହାଡ ଏବଂ ଭୁବନରେ ଶାନ୍ତି ଶୃଙ୍ଖଳାର ସହତି ଶେଷ ପର୍ଯ୍ୟାୟନିର୍ବାଚନ ଅନଷ୍ଠିହୋଇଛି । କଙ୍କଡାହାଡ ବ୍ଲକ ଥିବା ୨୧ ଗୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ୨୭୬ଟି ବୁଥ ରେ ସକାଳ ୭ଟା ଠାରୁ ଅପରାହ୍ନ ୧ଟା ମଧ୍ୟରେ ମତଦାନ

ଖଡଗପ୍ରସାଦ ଓ ଶିବପୁୂରରେ ସାନି ନିର୍ବାଚନ ଦାବୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଖଡ଼କପ୍ରସାଦ ଓ ଶିବପରୁ ପଞ୍ଚାୟତରେ ସାନି ନିର୍ବାଚନ ପାଇଁ ବିଜେପି ତରଫରୁ ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଲିଖତି ଭାବରେ ନିବେଦନ କରାଯାଇଛି ।ବିଜେପି ତରଫରୁ ଜିଲ୍ଲା ପରିଷଦ ଜୋନ ୧ ନମ୍ବରର ବବିଲତା ବେହେରାଙ୍କ ଅଭିଯୋଗ ଅନୁସାରେ ଗତ ଖଡଗପ୍ରସାଦଏବଂ

ଅସାବଧାନତା କାରଣ ରୁ ନିଆଁ ଲାଗି ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣୀ ପଂଚାୟତ ର ଭଗବସା ଗାଁ ରେ ଆଜି ସନ୍ଧ୍ୟା ରେ ଗୋଟିଏ ଅଘଟଣ ଘଟିଯାଇଛି l ସେହି ଗାଁ ର ପାଣ୍ଡିଆ ପ୍ରଧାନ ଙ୍କ ସ୍ତ୍ରୀ ରତନୀ ପ୍ରଧାନ ରୋଷେଇ କରୁଥିବା ସମୟ ରେ ଅସାବଧାନତା କାରଣ ରୁ ଚୁଲ୍ଲୀ ରୁ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା l
error: Content is protected !!