News
lipub
samparksetu

ଗଁଦିଆ ବ୍ଳକ ରେ ସରିଲା ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚ

ଗଁଦିଆ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗଁଦିଆ ବ୍ଲକ ର ସରପଞ୍ଚ, ସମିତସଭ୍ୟ ତଥା ୱାର୍ଡ଼ ସଭ୍ୟ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ଶନିବାର ଶେଷ ହୋଇଛି। ୭୦୩ ୱାର୍ଡ଼ ସଭ୍ୟ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ୧୯ ଜଣଙ୍କ ନାକଚ ହୋଇଯାଇଛି। ୨୯

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା

କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଗଣିତ ପ୍ରୟୋଗଶାଳାରେ ଏକ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଛି । ଏହା ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର

ଟ୍ରକ ଧକ୍କାରେ ବ୍ୟବସାୟୀ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ବ୍ରିଜ ଛକ ଠାରେ ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି ।ମୃତକ ହେଲେ କାମାକ୍ଷାନଗର ଏନ,ଏ,ସି ର ଉଦୟ ନାୟକ(୭୫) । ତାଙ୍କୁ ଗୁରୁତର

୧୪ ତମ ମହାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,ପିତିରି ଚମ୍ପିୟାନ

ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତର ପରହଂସପୁର ଗ୍ରମରେ ୧୪ ତମ ମହାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏକ ଦିବସୀୟ ଖେଳ ଅନୁଷ୍ଠିତ ହେଇଯାଇଛି । ଏଥିରେ ତାଳଚେର ଓ ପରଜଙ୍ଗ ଅଞ୍ଚଳର ୮ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ , ପ୍ରଥମେ କୁଆଳୋ ଗ୍ରାମ ର ଯୁବ ସମାଜସେବୀ ଅଜିତ୍ କୁମାର ସାହୁ ପୂଜାର୍ଚ୍ଚନା

ମୁଁ ପୁରୁଷ !!

ମୁଁ ପୁରୁଷ !!ଝରାଇ ପାରିବିନି ଲୁହନାହିଁ ଅଭିମାନ କୋହଥାଉ ଯେତେ ଦୁଃଖ,ପ୍ରଚେଷ୍ଟା ମୋ ହେବାକୁ ହସହସକାରଣ?ମୁଁ ପୁରୁଷ !! ମୁଁ ପୁରୁଷ !!ପ୍ରସ୍ତର କଠୋର ସମଅଟେ ମୋ ହୃଦୟପାରିବିନି ମନା କରି,ମୁଁ ନିରୁପାୟ !କରିବିନି ଚିତ୍କାର ମୁଁପାଇଲେ ଆଘାତନ ହେଲେ କହିବେ ପରାମୋତେ

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଏବଂ କାଶୀପୁର ଗାଁ ମଧ୍ୟରେ ଥିବା ରେଳ ଧାରଣା ନିକଟ ବୁଦା ମଧ୍ୟରୁ ଜଣେ ଅଚିହ୍ନା ଯୁବକର ମୃତଦେହ ମିଳିଛି । କିଛି ବ୍ୟକ୍ତି ମୃତଦେହ ପଡିଥିବା ଦେଖି ସୁରପ୍ରତାପପୁର ପୋଲିସକୁ ଖବର ଦେଇଥିଲେ । ବ୍ୟକ୍ତି ଜଣଙ୍କର ବୟସ ୩୫ ରୁ ୪୦ ହେବ ବୋଲି ଅନୁମାନ

ଭୋଟର ର ମନ କଥା

ଭୋଟ ଯଦି ଦେବା ନୋଟ ନେବା ନାହିଁନୋଟ ଯଦି ନେବା ଭୋଟ ଦେବା ନାହିଁଏକଥା ମନରେ ହେଜ,ନିର୍ବାଚନର ଶଙ୍ଖ ବାଜିଲାଣିଭୋଟର ହୁଅରେ ସଜ। ପାଞ୍ଚଶ ହଜାରେ ଟଙ୍କାରେ କି ତୁମଅଭାବ ଟି ଯିବ ମେଣ୍ଟୀକଷଣ ଶୋଷଣ ଅତ୍ୟାଚାର ରବାଜିବନି ଆଉ ଘଣ୍ଟି।ଦାରିଦ୍ର୍ୟ କି ଯିବ ହଟି,ପର ଦୁଆର କୁ ଯିବନାହିଁ

ଚୋରା ବାଲି କାରବାର ବିବାଦରୁ ହତ୍ୟା !

ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଗ୍ରାମରେ ।ବ୍ରାହ୍ମଣୀ ନଦୀରୁ ବାଲି ଚୋରା କାରବାରକୁ ନେଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି । ମୃତକ ହେଲେ ଗେଙ୍ଗୁଟିଆ ଗ୍ରାମର ଅଜୟ କୁମାର ରାଉତ । ପରିବାର ଲୋକଙ୍କ ସୂଚନା ଅନୁଯାୟୀ , ବାଲି ଘାଟରେ ଟ୍ରାକ୍ଟର ଯୋଗେ ଚୋରା କାରବାର

ଯୌତୁକ ଜୁଇରେ ଆଉ ଏକ ବଧୂ

ବିବାହର ଦୁଇ ବର୍ଷ ପୂରି ନଥିବା ବେଳେ ଯୌତୁକ ରୂପି ରାକ୍ଷସର ଶିକାର ହେବାକୁ ପଡ଼ିଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଇ ଗାଁରେ ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି। ୨୦୧୯ ମସିହା ଜୁନ ମାସରେ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ

ପୃଥକ ପୃଥକ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ୩ ଗୁରୁତର

ଗୁରୁବାର ଦିନ ଢେଙ୍କାନାଳ ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ ୩ ଗୁରୁତର ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ଦିଲୀପ ନାୟକ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ପାଇ ଗଁଦିଆରୁ ବାଇକ ଯୋଗେ
error: Content is protected !!