ଝାଡା ବାନ୍ତିରେ ଗଲାଣି ତିନି ମୁଣ୍ଡ
ଗତ ୨୫ ତାରିଖ ରୁ ଓଡ଼ାପଡ଼ା ବ୍ଲକ ନୟାଭାଗିରଥିପୁର ଗ୍ରାମ ପଞ୍ଚାୟତ ଅଧୀନ କୁଞ୍ଜବିହାରୀପୁର ଆଦିବାସୀ ବସ୍ତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ୮ ରୁ ୧୦ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ କଟକ କୁ ଓ ଦୁଇ ଜଣ ଢେଙ୍କାନାଳ!-->…
ମହିଳାଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅର୍ନ୍ତଗତ ସୋଲଗାଡିଆ ଗାଁରେ ପ୍ରିୟଦର୍ଶିନୀ ସାହୁଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କୁ ଶାଶୂ ଘର ଲୋକେ ମାରି ଦେଇଥିବା ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ମା' ଜ୍ୟୋତ୍ସ୍ନା ସାହୁ । ଜ୍ୟୋସ୍ନା ସାହୁ ଙ୍କ ଅଭିଯୋଗ!-->…
ଜଙ୍ଗଲରୁ ୪ ଅଭିଯୁକ୍ତ ଗିରଫ,ଜଣେ ଫେରାର
ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ମାଟିଆ ମୁଣ୍ଡିଆ ଜଙ୍ଗଲରେ ଚଢାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମାରଣାସ୍ତ୍ର,ଟଙ୍କା,ଗାଡି ଜବତ କରିଛି । ପୋଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପାଟ୍ରୋଲିଂ ସମୟରେ ଭାପୁର!-->…
ଗାଡ଼ି ଉପରକୁ ବୋମା ମାଡ଼
ଜାତୀୟ ରାଜପଥ ୫୩ରେ ଶନିବାର ଅପରାହ୍ନ ୫ଟା ବେଳେ ହୋଇଛି ଡକାୟତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, କାମାକ୍ଷାନଗର ର ଏସ ଏନ୍ ଟ୍ରେଡର ଟ୍ରକ ସକାଳୁ ଵିରାଶାଳ ରାସ୍ତାରେ କାଳିଆପାଣି ଶନିବାର ହାଟ , କୁହିକା , ସୁକିନ୍ଦା , ଡ଼ୁବୁରୀ,ମଙ୍ଗଳପୁର ଅଞ୍ଚଳ ରେ ପାନ ମସଲା ବିକ୍ରି କରି ଭୁବନ ଥାନା!-->…
ଡକାୟତି ଯୋଜନା କରୁଥିବା ସମୟରେ ୫ ଡକାୟତ ଗିରଫ
ଢେଙ୍କାନାଳ ଜିଲ୍ଲାର ରାସୋଳ ପୋଲିସର ବଡ଼ ସଫଳତା I ଡକାୟତି ଯୋଜନା କରୁଥିବା ସମୟରେ ରାସୋଳ ପୋଲିସ ଦ୍ୱାରା ଗିରଫ ୫ଜଣ ସନ୍ଦିଗ୍ଧ ଅପରାଧୀ I ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବାରମ୍ବାର ଡକାୟତି ହୋଇ ରାସ୍ତାରୁ ବାଇକ, ସୁନାଗହଣା ଏବଂ ଲୋକଙ୍କ ଠାରୁ ଟଙ୍କା ଲୁଟ ହେଉଥିଲେ ମଧ୍ୟ ପୋଲିସ!-->…
ଜରାଜୀର୍ଣ୍ଣ ଅବସ୍ଥା ରେ ଇନ୍ଦ୍ରଜିତ ଖୁଦ୍ର ଜଳସେଚନ ପ୍ରକଳ୍ପ
କାମକ୍ଷାନଗର ଉପଖଣ୍ଡ ପରିମାଳ ଅଂଚଳର ଅଁଳାବେରେଣୀ ଠାରେ ଆଜକୁ ପ୍ରାୟ ୪୫ ବର୍ଷ ପୂର୍ବେ ଇନ୍ଦ୍ରଜିତ ଖୁଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ପ୍ରତେକ ବର୍ଷ ଇନ୍ଦ୍ରଜିତ ର ପୁନଃରୁଦ୍ଧାର ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜି ଏହା ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ିଛି!-->…
ବିଚାରଧୀନ କଏଦୀ ଙ୍କର ସନ୍ଦେହ ଜନକ ମୃତ୍ୟୁ !
ହିନ୍ଦୋଳ ଉପକାରାଗାର ରେ ବିଚାରଧୀନ ଥିବା ଜଣେ ଅଭିଯୁକ୍ତ ଙ୍କର ଗତକାଲି ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି l ଏହାକୁ ନେଇ ଅଂଚଳରେ ଚାପା ଉତେଜନା ଦେଖା ଯାଇଛି l
ସୂଚନା ଅନୁଯାୟୀ , ଗତ ୨୦୨୩ ମସିହା ଡିସେମ୍ବର ମାସରେ ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ରୁପାଲି ଗ୍ରାମର ବିଜୟ ନାଏକ ଓ ତାଙ୍କ!-->!-->!-->…
ଖପୁରୀ ପ୍ରତ୍ୟାରୋପଣ ଲାଗି କେଶବ ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ
ଗରିବଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ସାଜିଛି ବରଦାନ। ତଥାପି ମେଣ୍ଟୁନି ଅଭାବ । ବିଜୁ ସ୍ବାସ୍ଥ୍ୟ କାର୍ଡ ରୁ ଟଙ୍କା ଶେଷ ହୋଇଯିବା ପରେ ଅଧିକ ଟଙ୍କା ଯୋଗାଡ ପାଇଁ କହି ହସ୍ପିଟାଲରୁ ବାହାର କରିଦିଆଯାଇଛି । ଆଉ ୩ଲକ୍ଷ ଯୋଗାଡ କଲେ ଖପୁରୀ ପ୍ରତ୍ୟାରୋପଣ ହୋଇପାରିବ ବୋଲି!-->…
ଟ୍ରକ ସହ ଧକ୍କା ହୋଇ ଓଲଟିଲା କୋଇଲା ବୋଝେଇ ହାଇୱା
କାମାକ୍ଷାନଗର ଥାନା ଜିରିଡାମାଳି ବାଇପାସ ନିକଟରେ ଟ୍ରକ ସହ ଧକ୍କା ହୋଇ ଓଲଟିଲା କୋଇଲା ବୋଝେଇ ହାଇୱା l ଅଳ୍ପକେ ବର୍ତ୍ତିଲେ ହାଇୱା ଡ୍ରାଇଭର l
ସୂଚନା ଅନୁଯାୟୀ , ତାଳଚେର ରୁ କୋଇଲା ବୋଝେଇ କରି ଏକ ହାଇୱା ଯାଜପୁର ଅଭିମୁଖେ ଯାଉଥିବା ବେଳେ ଜିରିଡାମାଳି ବାଇପାସ ନିକଟରେ ଅନ୍ୟ ଏକ ଟ୍ରକ!-->!-->!-->…
ଡକାୟତି ଗ୍ୟାଙ୍ଗ ଉପରେ ପୋଲିସର ଚଢ଼ାଉ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୁଧାକର ତଇଲା ନିକଟରେ ଗତକାଲି ରାତିରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଚଢ଼ାଉ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
କାମାକ୍ଷାନଗର ଥାନା ସୁଧାକର ତଇଲା ନିକଟରେ ଗତକାଲି ରାତିରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ!-->!-->!-->…