ମହିମା ମହାବିଦ୍ୟାଳୟ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟ ରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ ଉତ୍ସବ ରେ ପଦାର୍ଥ ବିଜ୍ଞାନ ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଆଦିକନ୍ଦ!-->…
ସ୍କୁଟିରୁ ପଡ଼ି ମହିଳା ମୃତ !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ବଡ଼ବାହାଳ ଅଞ୍ଚଳର ପରମାନନ୍ଦ ନାଏକଙ୍କ ସ୍ତ୍ରୀ ସୀତା ନାଏକ(୫୫) ରସୋଳ ତେଲିଭୂଇଁ ସ୍ଥିତ ଏକ କ୍ଲିନିକରେ ସ୍ୱାସ୍ଥ୍ୟ ପରୀକ୍ଷା!-->!-->!-->…
ଦୁର୍ଘଟଣାରେ ଚାଲିଗଲା ଜୀଵନ !
ପୁରୁଣା କଟକ ସମ୍ବଲପୁର ରାସ୍ତାର କୋତ୍ତମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି କଟକ ଟାଙ୍ଗି ଥାନା ସଫା ଗାଁର ମୋହିତ କୁମାର ସ୍ୱାଇଁ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ , ମୋହିତ ଅନୁଗୁଳର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ,ଆଜି କାମ!-->!-->!-->…
ଦୁଃଖ ଜଣାଇବାକୁ ଆସି ଦୁର୍ଘଟଣାରେ ଜୀବନ ଗଲା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସଫେଇ କର୍ମଚାରୀଙ୍କ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି l
ସୂଚନା ଅନୁଯାୟୀ ହିନ୍ଦୋଳ ଏନଏସି ରେ ଦୀର୍ଘବର୍ଷ ଧରି ଲଷ୍ମୀ ଗୋଛାୟତ ଓ ତାଙ୍କ ପୁଅ ବୁଲା ଗୋଛାୟତ ସଫେଇ କର୍ମଚାରୀ ଭାବରେ ନିଷ୍ଠାର ସଛୋଟର!-->!-->!-->…
ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ,ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁଙ୍କ ସମେତ ୪ଜଣ
କାମାକ୍ଷାନଗର ଥାନା ବଡଝରା -ଜଡ଼ାପାଳ ପୂର୍ତ୍ତ ବିଭାଗ ରାସ୍ତାର ବାଙ୍ଗୁରା ଗାଁ କେନାଲ ନିକଟରେ ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ଜଣ ବାଇକ ଆରୋହୀ। ଢେଙ୍କାନାଳ କଳିଙ୍ଗ ଚକ୍ଷୁ ହସ୍ପିଟାଲର ଆମ୍ବୁଲାନ୍ସଟି ପରଜଙ୍ଗ ଅଞ୍ଚଳକୁ ଯାଉଥିବା ବେଳେ ମହୁଲି ଗାଁରୁ!-->…
ଅନ୍ଧାରରେ ୪୦ ପାଇଲଟ ଙ୍କ ଭବିଷ୍ୟତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ଼ ବ୍ଲକ ବିରାଶାଳ ସ୍ଥିତ ସରକାରୀ ବିମାନ ଉଡାଣ ପ୍ରଶିକ୍ଷଣ କେନ୍ଦ୍ର "ଗତି "ରୁ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ କରିଛନ୍ତି ପ୍ରଶିକ୍ଷଣ ନେଉଥିବା ଟ୍ରେନି ପାଇଲଟ। ପ୍ରାୟ ୪୦ ଜଣ ଟ୍ରେନି ପାଇଲଟଙ୍କ ଜୀବନ ସହିତ ଖେଳ ଖେଳା ଯାଇଥିବା!-->…
ଘରଡିହ ପଟା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଓ୍ବାର୍ଡ ନମ୍ବର ୬ ର ବାସିନ୍ଦା ମାନେ ସ୍ଥାୟୀ ଘରଡିହ ପଟା ଦାବିରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
୫୦ରୁ ଉର୍ଧ ହିତାଧିକାରୀ ଏକାଠି ହୋଇ ଗୁଣ୍ଠିକିଆ ପଟା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି!-->!-->!-->…
ନାଳରେ ବୁଡ଼ି ବୃଦ୍ଧ ମୃତ
ନାଳରେ ବୁଡ଼ି ୬୨ ବର୍ଷର ବୃଦ୍ଧ ମୃତ। ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ କୁମରଦା ଗ୍ରାମର ଦିନ ମଜୁରିଆ କାଳନ୍ଦୀ ଦେହୁରୀ, ବୟସ(୬୨) ।
ସୂଚନା ଅନୁଯାୟୀ , କାଳନ୍ଦୀ ଗତକାଲି ରାତିଠାରୁ ଘରକୁ ଫେରି ନଥିଲେ। ଆଜି ସକାଳୁ ପରିବାର ଲୋକ ଖୋଜିଖୋଜି କରିବା ପରେ ପାଣ୍ଡରା ନାଳରୁ ତାଙ୍କୁ!-->!-->!-->…
ଯୁବତୀଙ୍କ ମୃତଦେହ ଠାବ
ଢେଙ୍କାନାଳ ସଦର ଥାନା କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ମଙ୍ଗଳପୁର କଇଁଆ ଗଡ଼ାଣୀରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ଯୁବତୀ ଜଣଙ୍କ ମଙ୍ଗଳପୁର ମଜୁରି ଛକର ଜଳନ୍ଧର ସାହୁଙ୍କ ଝିଅ ଜସ୍ମିନୀ ସାହୁ ବୋଲି ଜଣାପଡିଛି।
ଗତ କାଲିଠାରୁ ସେ ସହରକୁ କୋଚିଙ୍ଗ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ!-->!-->!-->…