News
lipub
samparksetu

ଡ଼ଙ୍ଗା ଭସାଇବାକୁ ଯାଇ ଅକାଳରେ ଚାଲିଗଲା ନାବାଳକର ଜୀବନ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ । ଏହି ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।ଭୁବନ ୧ନଂ ୱାର୍ଡ ନିବାସୀ ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ (୧୩) ବ୍ରାହ୍ମଣୀ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଇଂରାଜୀ କିଟ୍ ବଣ୍ଟନ

ଢେଙ୍କାନାଳ ସଦର ବ୍ଲକ୍ ଶାଖା ତରଫରୁ ତାଳବରକୋଟ ଜି.ପି. ର ସିଆରିଆ ଗ୍ରାମରେ ଇଂରାଜୀ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି । କାର୍ଯ୍ୟକ୍ରମର ସଭାପତି ବୈକୁଣ୍ଠ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ସଞ୍ଜୟ ପରିଡ଼ା, ଫୋରମର ସଦର ବ୍ଲକ୍ ସମ୍ପାଦକ ମିଟୁନା

ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ସଚେତନତା କର୍ଯ୍ୟକ୍ରମ

ପରଜଙ୍ଗ ବ୍ଲକର ବାରିହାପୁର ମହାବିଦ୍ୟାଳୟ ଠାରେ ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ତହସିଲଦାର ଖଗେଶ୍ବର ପାତ୍ର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ବେହେରା ଯୋଗଦାନ କରି ଛାତ୍ର ଓ

ବ୍ଲକ ସ୍ତରୀୟ-ନିଯୁକ୍ତି ପରାମର୍ଶ ମେଳା

ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ କାମାକ୍ଷାନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ତଥା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ; ସଂଗୃହିତ ହେଲା ୭୧ ୟୁନିଟ ରକ୍ତ

ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ପରଜଙ୍ଗ ବ୍ଲକ ପାଟରପଦl ଗ୍ରାମରେ ଯୁବ ଗୋଷ୍ଠୀ ରକ୍ତ ଦାନ କରି ପଞ୍ଚୁକ ପାଳିଥିଲେ l ଗ୍ରାମ୍ୟ କମିଟି ସଭାପତି ବିଜୟ ସାହୁ ଦୀପ ପ୍ରଜ୍ବଳନ କରି ଶିବିର କୁ ଉଦଘାଟନ କରିଥିଲେ l ତାଳଚେର ରକ୍ତ ଭଣ୍ଡାର ର ଡାକ୍ତର ପଞ୍ଚାନନ

କଲେଜ ଛାତ୍ରଙ୍କୁ ଘୋଷାଡି ନେଲା କାର ,ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ;ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ଛକ ନିକଟରେ ଛିଡା ହୋଇଥିବା ଜଣେ କଲେଜ ଛାତ୍ରଙ୍କ ଘୋଷାଡି ନେଲା କାର ,ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦିଲ୍ଲୀ ଗଲା ସୁରେନ୍ଦ୍ର ; ଗିରଫ ଭୟରେ ବୋହୁ ଲୋକ ଛାଡିଲେ ବସ୍ତି

ଢେଙ୍କାନାଳ କଲୋନୀ ସାହିର ଶିଶୁ ପର୍ଣ୍ଣ ଭିଡିଓ ଘଟଣାରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ସିବିଆଇ ଦଳ ଉପରେ ସ୍ଥାନୀୟ ଅଞ୍ଚଳବାସୀ ଆକ୍ରମଣ କରିଥିଲେ। ଏହା ପରେ କଲୋନୀ ସାହିରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋlଲିସ ଭୟରେ ଅନେଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଜଣା

ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ ହଜାର ଲୁଟ !

ଭୁବନ ଥାନା ଅଧୀନ ରେ ଚୋରୀ ବଢ଼ି ଚାଲିଛି । ଭୁବନ ବିଦ୍ୟୁତ ବିଭାଗ ର ଇଲେକ୍ଟ୍ରିସିଆନ ଙ୍କ ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ହଜାର ଲୁଟ ହୋଇଛି । ତାହା ପୁଣି ଦିନ ଦ୍ୱିପ୍ରହରରେ । ବିଦ୍ୟୁତ କାର୍ଯ୍ୟାଳୟ ରେ ଚାକିରୀ କରିଥିବା ମୁର୍ଦଙ୍ଗା ପଂଚାୟତ କୁଣ୍ଡା ଗ୍ରାମ ର ସୁଦାମ ନାୟକ

ବୟସାଧିକ ପରେ ଅନଲାଇନରେ ଆବେଦନ କଲା ପରେ ମଧ୍ୟ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଂଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ସୁରମୋହନ ବେହେରା ୬୧ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗତ ଜୁଲାଇ ୨୦୨୦ ମସିହାରେ ଅନଲାଇନରେ ଆବେଦନ କରିଥିଲେ l ସୁରମୋହନ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ l ବୟସାଧିକ ଯୋଗୁଁ ଆଉ କାମ

H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ରେ ଗନ୍ଧାପାଳ ଚମ୍ପିୟାନ

H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଖେଳ ରେ ୧୬ଗୋଟି ଭାଗ ନେଇ ଥିବା ବେଳେ ୨ଗୋଟି ଟିମ୍ S.S.C.K ଗନ୍ଧାପାଳ ଓ M.B.C.Cବାମ୍ବିଲୋ ଫାଇନାଲକୁ ଉତିନ୍ନ ହୋଇଥିଲ । ପ୍ରଥମ ବ୍ୟାଟିଂ କରି ଗନ୍ଧାପାଳ ୧୪ ଓଭରରେ ୧୦୪ରନ୍ କରିଥିବା ବେଳେ
error: Content is protected !!