News
lipub
samparksetu

ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନାମକୁ ମାତ୍ର ସ୍ମାର୍ଟସ୍କୁଲ ,ପିଲା ପଢିବାକୁ ନାହିଁ…

ଭୁବନର ସର୍ବପୁରାତନ ତଥା ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବେ ୫ଟି ଅଧିନରେ ମୋ ସ୍କୁଲ /ସ୍ମାର୍ଟ ସ୍କୁଲ ଭାବେ ରୂପାନ୍ତରିତ ହୋଇଛି ।ନାମକୁ ମାତ୍ର ସ୍ମାର୍ଟସ୍କୁଲ ଘୋଷଣ ହୋଇଛି । ଆଜି ଷଷ୍ଠ ,ସପ୍ତମ ଶ୍ରେଣୀ ଖୋଲିବା ପରେ ପୋଲ ଖୋଲିଯାଇଛି । କିଭଳି କୋଭିଡି ନିୟମକୁ ଖୋଲାଖୋଲି

ବିର୍ଷା ମୁଣ୍ଡାଙ୍କ ଜୟନ୍ତୀକୁ ଜାତୀୟ ଜନଜାତି ଦିବସ ଭାବେ ପାଳିଲା ଏବିଭିପି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭୁବନ ଶାଖା ଆନୁକୂଲ୍ୟରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଓ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଭଗବାନ ବିର୍ଷାମୁଣ୍ଡା ଙ୍କ ଜୟନ୍ତୀ କୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଇଛି । ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର

ୱାର୍ଡ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କଲେ ନୂଆଭୁବନ ବାସିନ୍ଦା

ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଲୋକଙ୍କ କୁ ଆଖି ଆଗରେ ରଖି ୱାର୍ଡ ସଂଖ୍ୟ। ବୃଦ୍ଧି କରିବାକୁ ନୁଆଭୁବନ ଅଚଂଳବାସୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି ଜଣାଇଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ୨୨ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ରେ ଭୋଟର ସଂଖ୍ୟା ୧୮ହଜାରରୁ ଉର୍ଦ୍ଧ୍ବ । ଅଠରଟି ବୁଥରେ

୫ ବର୍ଷ ହେଲା ଛିଡୁନି ଭାଇ ଭାଗ ,ଭାଇ ଭାଙ୍ଗିଲା ଭାଇର ଘର ; ଥାନାରେ ଏତଲା

ଭୁବନ ଏନଏସି ବଣିଆ ସାହି ୱାର୍ଡ ନଂ ୧୧ ରେ ଦୁଇଭାଇଙ୍କ ମଧ୍ୟରେ ଘରବାଡିକୁ ନେଇ କଳି ଉଗ୍ରରୂପ ନେଇଛି । ବଡଭାଇର ସଂର୍ପକୀୟ ମାନେ ଡ୍ରିଲ ମେସିନ ସାହାର୍ଯ୍ୟରେ ସାନଭାଇ ଘରର ଦ୍ୱାରା ଦିଆଯାଇଥିବା କାନ୍ଥ ଭାଙ୍ଗିଦେଇଥିବା ନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ

ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜାମଞ୍ଚ ର ପୁଣି ଅଭିନବ ଉପାୟରେ ପ୍ରତିବାଦ

ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜା ଙ୍କ ପରଜଙ୍ଗ ତହସିଲ କାର୍ଯ୍ୟାଳୟ ଠାରେ ଆମରଣ ଅନଶନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଆଖୁଆପାଳ ପଞ୍ଚାୟତର ଭେଜିଆ କଲୋନୀ ନଂ ୩ ଓ ୪ ପ୍ରଜାମାନେ ଓ ସମାଜସେବୀ ଦିଲୀପ କୁମାର ନାଥ ଙ୍କ ନେତୃତ୍ୱ ରେ ପ୍ରତିବାଦ କରିଥିଲେ । ଶତାଧିକ ମହିଳା ଓ

୯ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର ,ଆତ୍ମହତ୍ୟା ସନ୍ଦେହ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଭେଜିଆ ଶିବ ମନ୍ଦିର ନିକଟରେ ଆଜି ଅପର।ହନରେ ଜଣେ ୯ବର୍ଷର ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ଝିଅଟି ତାର ମା କବିତା ଭୋଇ ମୋଟଗାଁ ଥାନା ସିରିଡି ଗାଁର ଭେଜିଆ ଠାରେ ଥିବା ଏକ ହୋଟେଲ ରେ

ପିଙ୍ଗୁଆ ମହିମା ଆଶ୍ରମରେ ୨୭ତମ ମହିମା ମହୋତ୍ସବ ପାଳିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ମହିମା ଆଶ୍ରମରେ ପାଳିତ ହୋଇଯାଇଛି ୨୭ତମ ବାର୍ଷିକ ମହିମା ଧର୍ମର ମହିମା ମେଳା। ବ୍ରହ୍ମ ଅବଧୂତ ନଟବର ବାବାଙ୍କ ପୌରହିତ୍ୟରେ ମେଳା ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ଭଜନ ପରିବେଷଣ ସହ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର

ପଞ୍ଚୁକର ପ୍ରଥମ ଦିନରେ ଶିବାଳୟରୁ ଦୁଇଟି ଚନ୍ଦନ ଗଛ ଚୋରି !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଲିଯୋରନ୍ଦା ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବ ମନ୍ଦିରରୁ କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନରେ ମନ୍ଦିର ପରିସରରେ ଲଗାଯାଇଥିବା ଦୁଇଟି ଚନ୍ଦନ ଗଛ ଚୋର ମାନେ କାଟି ନେଇଛନ୍ତି l ରାତ୍ରି ପ୍ରାୟ ଦୁଇ ରୁ ସାଢେ ଦୁଇଟା ମଧ୍ୟରେ ଚୋରମାନେ ପ୍ରଥମେ

ତୁମୁସିଙ୍ଗା ପ୍ରାଥମିକ କୃଷି ସମବାୟ ସମିତିରେ ୬୮ତମ ସମବାୟ ସପ୍ତାହ ପାଳିତ

ସ୍ବାଧିନ ଭାରତର ତଥା ରାଜ୍ୟର ବିକାଶରେ ସମବାୟର ଅବଦାନ ଅତୁଳନୀୟ। ଏହି ଅବସରରେ ସମ୍ପାଦକ ରାଧାମୋହନ ସାମଲଙ୍କ ଦ୍ବାରା ସମବାୟ ଆନ୍ଦୋଳନର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧୂପ ଚନ୍ଦନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କୃଷି ଓ କୃଷକଙ୍କୁ ଯୋଗାଇ ଦେଇଥିବା ସେବାର ସଫଳତା ବିଷୟରେ
error: Content is protected !!