ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁନେଇବିଲରେ ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ଶିଶିର କୁମାର ରାଉତ ଅଧ୍ୟକ୍ଷତା କରିବା ସହ ସଚେତନ ନାଗରିକ ହୋଇ ଭୋଟ ଦେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି!-->!-->!-->…
ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜିଲ୍ଲାର ୧୬ ଟି ମନ୍ଦିରରେ ୧୪୪ ଧାରା ଜାରି
ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବାପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୬ଟି ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି ।
କରୋନା ସଂକ୍ରମଣ ଆଶଙ୍କା କରି ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଭିନ୍ନ ମନ୍ଦିରକୁ!-->!-->!-->…
ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ
ଓଡାପଡା ବ୍ଲକ କାମଳାଙ୍ଗ ରେ ଥିବା ସର୍ବ ପୁରାତନ ଶୈବ ପୀଠ ବାବା କମଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ ବି.କେ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଢ଼େଙ୍କାନାଳ ରେ ଏକ ସଭାର ଆୟୋଜନ କରାଯାଇଥିଲା ଢେଙ୍କାନାଳ ଜିଲ୍ଲା!-->…
ଟାଟା ବିଏସଏଲ କାରଖାନାରେ ଶ୍ରମିକଙ୍କ ଆତ୍ମହତ୍ୟା
ଢେଙ୍କାନାଳ ଜିଲ୍ଳା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ବିଏସଏଲ କାରଖାନାରେ ଜଣେ ଶ୍ରମିକ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଥାନାରେ ଅଭିଯୋଗ ହୋଇଛି ।
ଏହାକୁ ନେଇ ଟାଟା ବିଏସଏଲ ଶ୍ରମିକ ସଙ୍ଗଠନର ସାଧାରଣ ସମ୍ପାଦକ ହତ୍ୟା ଘଟଣା ବୋଲି ଅଭିଯୋଗ କରିଛନ୍ତି ।ଟାଟା ବିଏସଏଲ କାରଖାନାରେ!-->!-->!-->…
ଓଡ଼ାପଡ଼ା ରେ ପ୍ରେସ ଦିବସ ପାଳିତ
ଆଜି ଓଡ଼ାପଡ଼ା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘ ର ସଭାପତି ରବିନାରାୟଣ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡ଼ଃ ରାଜିବ ସାହୁ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ହିନ୍ଦୋଳ ରୋଡ!-->…
ଗଁଦିଆ ବ୍ଲକ ର ମିଳିତ ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ମିଳିତ ସାମ୍ବାଦିକ ସଙ୍ଘ ର ସାମ୍ବାଦିକ ଭାଇ ଭଉଣୀ ମାନେ ଏକତ୍ରିତ ହୋଇ ଜାତୀୟ ପ୍ରେସ ଦିବସ କୁ କେକ୍ କାଟି ପାଳନ କରିଛନ୍ତି l
ଏଥିରେ ସମାଜ ସେବି ପ୍ରକାଶ ବାରିକ ଓ ପୂର୍ବତନ ଚେୟାରମ୍ୟାନ ମଳୟ କୁମାର ସିଂ ଉପସ୍ଥିତ ରହି ସାମ୍ବାଦିକ ଭାଇ ଭଉଣୀ!-->!-->!-->…
ହିନ୍ଦୋଳ ଡ୍ରାଇଭର ସଂଘ ପକ୍ଷରୁ ସଭା ଓ ଶୋଭା ଯାତ୍ରା
ହିନ୍ଦୋଳ ଡ୍ରାଇଭର ସଂଘ ପକ୍ଷରୁ ମାଧପୁର ପଞ୍ଚାୟତ ଠାରେ ଏକ ବିରାଟ ଶୋଭା ଯାତ୍ରା ରେ ପଞ୍ଚାୟତ ଅଫିସ ଠାରୁ ବାହାରି ଗାଁ ପରିକ୍ରମା କରି ମାଆ ବ୍ରାହ୍ମଣୀ ଦେବୀ ପୀଠ ଠାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଏଥିରେ ଢେ଼ଙ୍କାନାଳ ଜିଲ୍ଲା ସଂଘ ସଭାପତି ନରୋତ୍ତମ ବେହେରା, ହିନ୍ଦୋଳ ଉପଖଣ୍ଡ!-->!-->!-->…
ଦିତୀୟ ଦିନରେ ବିସ୍ଥାପିତ ପ୍ରଜାମଞ୍ଚ ଙ୍କ ଅଭିନବ ଉପାୟରେ ପ୍ରତିବାଦ
ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜା ଙ୍କ ଦିତୀୟ ଦିନରେ ଅଭିନବ ଉପାୟରେ ପ୍ରତିବାଦ ଜାରି ରହିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଆଖୁଆପାଳ ପଞ୍ଚାୟତର ଭେଜିଆ କଲୋନୀ ନଂ ୩ ଓ ୪ ପ୍ରଜାମାନେ ଓ ସମାଜସେବୀ ଦିଲୀପ କୁମାର ନାଥ ଙ୍କ ନେତୃତ୍ୱ ରେ ପ୍ରତିବାଦ କରିଥିଲେ ।
!-->!-->!-->…
“ଯୁବଶକ୍ତି” ସମର୍ପିତ ଓଡ଼ିଶା ଓ କାର୍ତିକେଶ୍ୱର ପୂଜା କମିଟି ବସନ୍ତପଡ଼ା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ…
ପରଜଙ୍ଗ ବ୍ଳକ୍ କୁମୁସୀ ଗ୍ରାମ ପଞ୍ଚାୟତର ବସନ୍ତପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବସନ୍ତପଡ଼ା ଠାରେ "ଯୁବଶକ୍ତି" ସମର୍ପିତ ଓଡ଼ିଶା ଓ କାର୍ତିକେଶ୍ୱର ପୂଜା କମିଟି ବସନ୍ତପଡ଼ା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ରକ୍ତଦାନ ଶିବିର ଯୁବଶକ୍ତି ର!-->!-->!-->…
ମା’ ମଙ୍ଗଳା ମନ୍ଦିରରେ ଆରମ୍ଭ ହେଲା ପଞ୍ଚୁକ ବ୍ରତ କଳସ ଯାତ୍ରା
ପବିତ୍ର ପଞ୍ଚୁକ ବ୍ରତ ପାଇଁ ଉତ୍ସବମୁଖର ହୋଇ ଉଠିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଧୀନସ୍ଥ ସାନ୍ଦା ନିକଟସ୍ଥ ବାଲିପଶି ଗ୍ରାମ ମଙ୍ଗଳା ମନ୍ଦିର, ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ଗ୍ରାମ ସଭାପତି ପ୍ରଦୀପ ସାହୁ,ସମ୍ପାଦକ ସୋରଜ୍ ସାହୁ ଓ!-->…