ବଜ୍ରପାତ ନେଲା ଜୀବନ
ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଲେ କାମାକ୍ଷାନଗର ଥାନା ରାଏବୋଲ ପଞ୍ଚାୟତ ହାଡଗରି ଗ୍ରାମର ପାର୍ବତୀ ପଧାନ।
ସୂଚନା ଅନୁଯାୟୀ , ଆଜି ସକାଳୁ ପାର୍ବତୀ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇଥିଲେ । ସେହି ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ!-->!-->!-->…
ଭାଗିରଥି ସାଗର ଚତୁର୍ପାଶ୍ୱର ଅସ୍ଥାୟୀ କ୍ୟାବିନ ଓ ଜବର ଦଖଲକୁ ଉଛେଦ ଦାବି
ଭାଗିରଥି ସାଗର ସୁରକ୍ଷା ସମିତି ପକ୍ଷରୁ ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଏକ ନେତୃ ମଣ୍ଡଳୀ ଜଳାଶୟର ଚତୁର୍ପାଶ୍ୱରେ ଥିବା ଅସ୍ଥାୟୀ କ୍ୟାବିନ ଓ ଜବର ଦଖଲକୁ ଉଛେଦ କରିବାପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l
ପ୍ରକାଶ ଥାଉକି, ୨୬ ଏକର ପରିସୀମା ବିଶିଷ୍ଟ!-->!-->!-->…
ଧରାପୃଷ୍ଠରେ ଅବତରଣ କରିବେ ଧନର ଲକ୍ଷ୍ମୀ ମା’ ଗଜଲକ୍ଷ୍ମୀ ; ଢେଙ୍କାନାଳ ସହରର ୩୮ଟି ପୂଜା ମଣ୍ଡପରେ ପ୍ରସ୍ତୁତି…
ସଜେଇ ହେଲାଣି ଢେଙ୍କାନାଳ । ମା’ ଗଜଲକ୍ଷ୍ମୀଙ୍କ ଧରାବତରଣ ପାଇଁ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଭଳିକି ଭଳି ରଙ୍ଗରେ ସଜାଉଛନ୍ତି କାରିଗର । ଲକ୍ଷ୍ମୀଙ୍କ ମଣ୍ଡପରେ ପୂଜା ପାଉଥିବା ଥିବା ବାହାନ,ଶଖୀ ଓ ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ୟ ରଙ୍ଗ କରାଯାଉଛି । କାରିଗରଙ୍କ!-->…
କଟୁରି ଚୋଟରେ ଗୁରୁତର ଯୁବକ ଙ୍କୁ ଢେଙ୍କାନାଳ ମେଡ଼ିକାଲ ରେ ଭର୍ତ୍ତି
ପୁର୍ବ ପୁରୁଷ କହିଯାଇଛନ୍ତି "ଅନ୍ୟଥା କଳହରୁ ନିବୃତ ରହିବାକୁ" ନହେଲେ ତାହାର ପରିଣାମ ଭୋଗିବାକୁ ପଡିଥାଏ । ଠିକ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହର ସ୍ଥିତ ମିନା ବଜାର ଅଞ୍ଚଳରେ । ଦମ୍ପତି ଙ୍କ ଝଗଡା ର ସମାଧାନ କରିବାକୁ ଯାଇ କଟୁରିରେ ହଣା ଖାଇଲେ ଯୁବକ ପରେପରେ ଆହତ!-->…
ଲାନକୋ ବାବନ୍ଧ ପାୱାର ପ୍ଲାଣ୍ଟକୁ ନେଇ ନୂତନ ପ୍ରସ୍ତାବ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖଡଗପ୍ରସାଦ ଓ କୁରୁଣ୍ଟି ଠାରେ ଥିବା ଲାନକୋ ବାବନ୍ଧ ପାୱାର ପ୍ଲ କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ନୂଆ ମୋଡ ନେଇଛି । ସମସ୍ୟାର ସମାଧାନପାଇଁ ପ୍ରଜାସଙ୍ଘ ନୂଆଦିଲ୍ଲୀ ସ୍ଥିତ ଏନସିଏଲପିର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ପ୍ରଜା ସଙ୍ଘକୁ ୧ ଶହ!-->…
ଜଗା ପାଇଁ ସହାୟତା ପାଇଁ ହାତ ବଢାଇଲେ ଯୁବଗୋଷ୍ଠୀ!
ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଅସହାୟ ଜଗବନ୍ଧୁ ଭାଙ୍ଗି ପଡିଥିବା ଖବର ପ୍ରସାରଣ ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ତାଙ୍କ ପାଇଁ ସହାୟତା ଯୋଗାଡ଼ କରିଛନ୍ତି।
ସୂଚନା ଥାଉ କି, ଏସମ୍ପର୍କରେ ଆମକୁ ଜଣାଇବା ପରେ ଖବର ପ୍ରକାଶ କରିଥିଲୁ। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଗାଁର ଜଗବନ୍ଧୁ!-->!-->!-->…
ଓଡ଼ିଆ ସାହିତ୍ୟରେ ଢେଙ୍କାନାଳର ସିଦ୍ଧି ସ୍ଵାକ୍ଷର: ଏଗାରଟି ଚିତ୍ରପଟ ପୁସ୍ତକ ଉନ୍ମୋଚନ
ଶ୍ୟାମାଚରଣ ପୁର ଆଞ୍ଚଳିକ ବିକାଶ ସମିତିର ସଭାପତି ଯୋଗେନ୍ଦ୍ରନାଥ ମହାନ୍ତିଙ୍କ ସଭାପତିତ୍ୱରେ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଲିଖିତ "ଓଡ଼ିଆ ସାହିତ୍ୟରେ ଢେଙ୍କାନାଳର ସିଦ୍ଧି ସ୍ଵାକ୍ଷର: ଏଗାରଟି ଚିତ୍ରପଟ" ପୁସ୍ତକ ସ୍ଥାନୀୟ ଦୋଳ ମେଲଣ ପଡିଆରେ ଉନ୍ମୋଚନ ହୋଇଯାଇଛି l
ଏହି!-->!-->!-->…
ଦଶହରା ଅନୁକୂଳ ରେ ବଧୂହତ୍ୟା ଅଭିଯୋଗ !
ନିହାଲପ୍ରସାଦ ଥାନା ଦଶମାଣପାଟଣା ଗ୍ରାମ ରେ ଦଶହରା ଅନୁକୂଳ ଦିନ ଘଟିଛି ବଧୂହତ୍ୟା ।ଯୋଜନାବଦ୍ଧ ଭାବେ ତଣ୍ଟି ଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି । । ଏ ସଂକ୍ରାନ୍ତରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ନିହଲପ୍ରସାଦ ଥାନା ଅନ୍ତର୍ଗତ ଦଶମାଣପାଟଣା ଗ୍ରାମର ରଞ୍ଜନ ମହରଣା!-->…
ବନ୍ଧୁତ୍ବପୂର୍ଣ୍ଣ ଫୁଟୁବଲ ଖେଳ ରେ ଦାଣ୍ଡିମାଳ ଫୁଟବଲ କ୍ଳବ୍ ବିଜୟୀ
ଢେଙ୍କାନାଳ ସହର ଉପକଣ୍ଠ ଦାଣ୍ଡିମାଳ ଫୁଟବଲ ପଡିଆରେ ସଦାଶିବପୁର୍ ଫୁଟବଲ କ୍ଳବ୍ ତଥା ଦାଣ୍ଡିମାଳ ଫୁଟବଲ କ୍ଲବ୍ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ଭାଗ ରେ ସଦାଶିବପୁର୍ ଫୁଟବଲ କ୍ଲବ୍ ପକ୍ଷରୁ ଚଗଲି ଗୋଟିଏ ଗୋଲ୍ ସ୍କୋର କରିଥିଲେ ଅଵଂ!-->!-->!-->…
କାର୍ଯ୍ଯରେ ଆସୁ ନାହିଁ ରେଙ୍ଗାଳି ଦକ୍ଷିଣ କେନାଲ!
ଢେ଼ଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାରିଅଁ ଗ୍ରାମର ୫୦ ଏକର ଜମି ଏବେ ମରୁଡିଗ୍ରସ୍ତ। ଏହି ଅଞ୍ଚଳରେ ରେଙ୍ଗାଳି କେନାଲର ଗଭୀରତା ଅଧିକ ହୋଇଥିବା ହେତୁ କେନାଲର ପାର୍ଶ୍ଵବର୍ତ୍ତୀ ଜମି ଶୁଷ୍କ ହୋଇ ଯାଉଛି। କେବଳ ଯେ ଚାଷ ଜମି ଉପରେ ଏହାର ପ୍ରଭାବ ପଡିଛି ତାହା ନୁହେଁ ଏହି କାରଣରୁ ଦୁଇ!-->…