ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ଖେଳ ରେ ବଳରାମପୁର ଫୁଟବଲ ସଂଘ ବିଜୟୀ
ଢେଙ୍କାନାଳ ସହର ଉପକଣ୍ଠ ବଳରାମପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବଳଦେବଜୀୟୁ ଫୁଟବଲ ସଂଘ ବଳରାମପୁର ତଥା Eleven Football Star Dhenkanal ଫୁଟବଲ ସଂଘ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ବହୁତ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ ।
!-->!-->!-->…
ଚଳିତ ବର୍ଷ ପାଳିତ ହେବ ନାହିଁ ଭୁବନ ର ଐତିହାସିକ ବଳଦଯାତ୍ରା; ବିଧି ଓ ପରମ୍ପରା ସହିତ କରୋନା କଟକଣା ଭିତରେ ଦୁଇଟି…
ଢେଙ୍କାନାଳ ଜିଲ୍ଲାର ଭୁବନ ରେ ପାଳିତ ହୋଇ ଆସୁଥିବା ପାରମ୍ପରିକ ଐତିହାସିକ ବଳଦଯାତ୍ରା ଚଳିତ ବର୍ଷ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ମହାମାରୀ କରୋନା ପାଇଁ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ୨ ଟି ବଳଦ କୁ କଟକଣା ସହିତ ବଦଳଯାତ୍ରାକୁ ଶାନ୍ତିକମିଟି ର ପ୍ରସ୍ତାବ କୁ!-->…
ଢେଙ୍କାନାଳ ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି, ଧନଜୀବନ ନଷ୍ଟ ହୋଇ ନଥିବାର ସୂଚନା
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରଥଗଡା ସ୍ଥିତ ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି । ଗନମ୍ୟାନ ଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଫୁଟିଥିବାର ସୂଚନା ତେବେ ଗୁଳିଟି ଛାତ ସିଲିଂ ରେ ବାଜିଥିବା ବେଳେ କାହାର କିଛି କ୍ଷତି ଘଟିନଥିବାର ସୂଚନା ।
ସୂଚନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ରଥଗଡା!-->!-->!-->…
ଟାୟାର ପମ୍ପଚର ହେବାରୁ ଅଟକିଲା ମଦବୋଝେଇ ଗାଡି, ମାଡି ବସିଲେ ପୋଲିସ ବାବୁ
କଟକ ଜିଲ୍ଲାକୁ ଏକ ପିକପ ଭ୍ୟାନ ଯୋଗେ ଚାଲାଣ ହେଉଥିଲା ଦେଶୀ ମଦ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରୁ ସମ୍ପୃକ୍ତ ଗାଡିକୁ ଜବତ କରିଛି କାମାକ୍ଷାନଗର ପୋଲିସ ।
ସୂଚନା ଅନୁଯାୟୀ ଏକ ପିକଅପ ଗାଡି ଯୋଗେ କଟକ କୁ ଚୋରା ମଦ ଚାଲାଣ ହେଉଥିବାର ଖବର ପାଇ କାମାକ୍ଷାନଗର ପୋଲିସଗାଡିଟିକୁ ପିଛା କରିଥିଲା!-->!-->!-->…
ଜୟ ମା’
ମହିଷା ମାତିଛି ବୋଲି ପ୍ରତି ବର୍ଷ ଶରତ ଋତୁରେ ଲାଗିଥାଏ ଗୋଳ।କ୍ଷେପିଲେଣି ଜଳ ,ସ୍ଥଳ ଆକାଶ ଆବର।ଆମର ମଣ୍ଡପ ଆଉ ମହିଷା ର ପେଣ୍ଡାଲ,ବାରି ହୁଏ ନାହିଁ ଭେଦ ସବୁ ଲାଲେ ଲାଲ। !-->…
ସହାୟତା ଅପେକ୍ଷାରେ ଜଗବନ୍ଧୁ!
ବୟସ ୧୨ ବର୍ଷ ହୋଇଥିଲା ପରିବାରର ବୋଝ ଅଧିକ ହେବାରୁ ପାଠ ପଢା ଛାଡ଼ି ହୋଟେଲରେ କମ କରିବା ପାଇଁ ପଡିଲା। ହଠାତ୍ ଦିନେ ଦଇବ ଦାଉ ସାଧିଲା। ବସର ଦୁର୍ଘଟଣାରେ ଜୀବନ ବଞ୍ଚିଗଲା ହେଲେ ସବୁଦିନ ପାଇଁ ଦିବ୍ଯାଙ୍ଗ ହୋଇଗଲେ।
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଗାଁ ର ତୀର୍ଥବାସୀ ସାହୁଙ୍କ ବଡ଼!-->!-->!-->…
ଜୟ ମା ଦୁର୍ଗା
ନନ୍ଦିନୀ ନିୟତି ପ୍ରକୃତି ରଜନୀରାଜରାଜେଶ୍ୱରୀ ରେବତୀ ରୁଦ୍ରାଣୀ l
ଦକ୍ଷଜା ଦେବେଶୀ ଚଣ୍ଡିକା ଦର୍ଶିନୀଇଶାନୀ କୌସିକୀ କାମାକ୍ଷୀ କଲ୍ୟାଣୀ l
କୁମ୍ଭାରୀ ଲଳିତା ମାଧବୀ ମାଳିନୀଶୈଳଜା ସରଣ୍ୟl ସାରିକା ତାରିଣୀ l
ନିତ୍ୟା ନିରଞ୍ଜନା ମାୟା ମନସ୍ଵିନୀସୌମ୍ୟା ତ୍ରିନୟନା ଆଦ୍ୟା!-->!-->!-->!-->!-->!-->!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସୌମ୍ୟକାନ୍ତ ମାଝୀ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->…
ପଞ୍ଚାୟତ ସଂରକ୍ଷଣକୁ ନେଇ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ ଅନ୍ତର୍ଗତ ସିମିନଈ ପଞ୍ଚାୟତରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ହରିଜନ ଆଦିବାସୀଙ୍କ ସଂଖ୍ୟା କମ ରହିଥିବା ବେଳେ ସରପଞ୍ଚ ପଦବୀକୁ ସଂରକ୍ଷଣ କରିବାକୁ ନେଇ ଏଭଳି ଅସନ୍ତୋଷ ଦେଖାଦେଇଛି ।
ସିମିନଈ ପଞ୍ଚାୟତ ୪ଟି ଗ୍ରାମ!-->!-->!-->…
ସାପୁଆ ନାଳ ଉପରେ ନିର୍ଭର ଷାଠିଏ ପରିବାର !
ଓଡାପଡ଼ା ବ୍ଲକ କୋତ୍ତମ ପଂଚାୟତର ଖଇରା ସାହିରେ ପ୍ରାୟ ଷାଠିଏ ଟି ହରିଜନ ପରିବାର ବସବାସ କରୁଛନ୍ତି l ପାନୀୟ ଜଳ ପାଇଁ ମାତ୍ର ଗୋଟିଏ ନଳ କୂଅ l ଗାଁ କୁ ରାସ୍ତା ଟିଏ ନଥିବା ବେଳେ ଶିକ୍ଷା କଥା ପଚାରେ କିଏ l ଗତ ଏଗାର ଦିନ ହେଲା ନଳ କୂଅଟି ଖରାପ ଯୋଗୁଁ ଗାଁ ର ଲୋକ ମାନେ ପାଖରେ ଥିବା ସାପୁଆ!-->…