News
lipub
samparksetu

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ ଆଜି କାମାକ୍ଷାନଗର ତେନ୍ତୁଳିଶିଙ୍ଗା ରେ ସର୍ବପୁରାତନ ଶୈବ ପୀଠ ରାମେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ ବି କେ ମହାପାତ୍ର ଙ୍କ

ହାତୀ ଆକ୍ରମଣ ରେ ଜଣେ ଗୁରୁତର ଆହତ

ଗତ ୨/୩ ଦିନ ହେଲା କେତେକ ଜଙ୍ଗଲୀ ହାତୀ ପରଜଙ୍ଗ, ସାନ୍ଦ। ଓ ପାଳସାହି ଆଦି ଅଂଚଳ ରେ ରହି ଭୟର ବାତାବରଣ ସୃଷ୍ଟି କରିବା ସହ ବ୍ୟାପକ ଫସଲର କ୍ଷୟକ୍ଷତି କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ନିଜ କ୍ଷେତ କୁ ଫସଲ ଜଗିବାକୁ ଯାଇଥିବା ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର

କେନାଲ ରୁ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ ଥାନା ମେଣ୍ଢାପଦ। ଗ୍ରାମର ଶାଖା କେନାଲ ରୁ ଆଜି ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ମେଣ୍ଢାପଦ। ଗ୍ରାମର ଦିଲେଶ୍ୱର ବିଶ୍ୱାଳ (୬୦) । ସୂଚନା ଅନୁଯାୟୀ , ଗତକାଲି ରାତିରେ ଭୋଜି କରି କେନାଲରେ କଂସା ବାସନ ଧୋଇବା ପାଇଁ ଯାଇଥିବା ସମୟରେ ତାଙ୍କର ହଠାତ ଗୋଡ଼

ମରଣ ଯନ୍ତା ପାଲଟିଛି ଭୁବନ ଏନଏସି ର ମୁଖ୍ୟ ରାସ୍ତା !

ଭୁବନ ବିଜ୍ଞାପିତ ଅଚଂଳ ପରିଷଦକୁ ସରସସୁନ୍ଦର କରି ଗଢି ତୋଳାଯିବ । ରାସ୍ତାଘାଟ ଚକାଚକ ହେବ, ସବୁଠି ତୁରନ୍ତ ଜଳ ନିଷ୍କାସନ ପାଇଁ ନିର୍ମାଣ ହେବ ଡ୍ରେନ । ଏମିତି କେତେ ସୁନେଲି ସ୍ୱପ୍ନ ଦେଖାଇଥିଲା ଭୁବନ ଏଏନସି । ସହର ମଧ୍ୟରେ ଥିବା ମୁଖ୍ୟ ରାସ୍ତାଟି ର ମରାମତି କାମ ଜାତୀୟ ରାଜପଥ ବିଭାଗ

ଫୁଲ

ସଞ୍ଜ ନଇଁବା ଆଗରୁଅଲାଜୁକୀ ମାଟି ଟାରେକେତେ ଫୁଲମଉଳି ଯାଆନ୍ତି...ଫୁଟିବା ଆଗରୁ କିଏ ଜାଣେ??ଫୁଟିଥିବା ଫୁଲ କେତେମକଚି ହୁଅନ୍ତି ଜହ୍ଲାଦ ରପାଦ ତଳେ ସେ ହିସାବ କିଏ ବା ରଖିଛି??ବିଲୁଆଖାଇ ନଦୀ ପଠା ରୁମହାଲିଙ୍ଗ ଯାଏକୁଢ଼ କୁଢ଼ ମଉଳା ଫୁଲ ରେଇତିହାସ କର୍ଦ୍ଦମାକ୍ତଛବିରାଣୀ ଖାଲି

କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷାନଗର ବ୍ଲକ୍ ନୂଆ ଅଁଳାବେରେଣୀ ସ୍ଥିତ ମା' ବ୍ରାହ୍ମଣୀ ଦେବୀ ୟୁଥ କ୍ଳବ୍ ଓ ନେହେରୁ ଯୁବକେନ୍ଦ୍ର ଢ଼େଙ୍କାନାଳର ମିଳିତ ଆନୁକୁଲ୍ୟରେ ଏକ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆ ଅଁଳାବେରେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁସୁମଯୋଡି

ବାଲିଘାଟ କୁ କେନ୍ଦ୍ର କରି ଯମୁନାକୋଟ ଗାଁରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ ,ଉଭୟ ଗୋଷ୍ଠିର ୬ଜଣ ଆହତ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ମlର୍ଥ।ପୁର ବାଲିଘାଟକୁ କେନ୍ଦ୍ର କରି ଖଣ୍ଡା ଓ ଭୁଜାଲିରେ ଉଭୟ ଗୋଷ୍ଠି ମୁହଁ।ମୁହିଁ ୬ ଜଣ ଆହତ ।ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ ଯୁବକଙ୍କ ଆକ୍ରମଣ ରେ ଗାଁର ଗୁରୁତର ମାନେ ହେଲେ ଗାଁର ସଂଜିତ ବାରିକ, ତାଙ୍କର ବାପା ସର୍ବେଶ୍ବର ବାରିକ୍ ଓ ଶିବ

ସହର ମଧ୍ୟରେ ପୂଜା ଚାନ୍ଦା ନେଇ ବ୍ୟବସାୟୀ ଙ୍କୁ ଆକ୍ରମଣ !

ଢେଙ୍କାନାଳ ଲକ୍ଷ୍ମୀପୂଜା ରେ ଚାନ୍ଦା କୁ ନାଁ । ପୂଜା ସମୟରେ ଜବରଦସ୍ତି ଚାନ୍ଦା ମାଗି ପାରିବେ ନାହିଁ କମିଟି । କିଛି ଏଭଳି ନିଷ୍ପତ୍ତି ହୋଇଥିଲା ପୂଜା ପ୍ରସ୍ତୁତି ବୈଠକ ରେ । ବୈଠକରେଖୋଦ ଉପସ୍ଥିତ ଥିଲେ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ତ୍ତୃପକ୍ଷ ଏବଂ ବିଭିନ୍ନ ପୂଜା

ବାଲି ଘାଟ କୁ ନେଇ ହଣାକଟା !

ଭୁବନ ମାର୍ଥାପୁର ବାଲିଘାଟ କୁ ନେଇ ଯମୁନକୋଟ ଗ୍ରାମ ରେ ଜନୈକ ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ l ସୂଚନା ଅନୁଯାୟୀ , ଯମୁନକୋଟ ର ସଂଜିତ ବାରିକ (୨୩)ତାଙ୍କ ବାପା ସର୍ବେଶ୍ୱର ବାରିକ ଙ୍କୁ ସେହି ଗ୍ରାମ ର କେତେଜଣ ଯୁବକ ଶୁକ୍ରବାର ରାତି ପ୍ରାୟ ୯.୩୦ଟା ରେ ଆକ୍ରମଣ କରିଛନ୍ତି । ବାପ ପୁଅ

ଜିଲ୍ଲାସ୍ତରୀୟ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୫ମ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ବା ଇଣ୍ଡୋର ହଲରେ ଆଜି ଆୟୋଜିତ ଉଦଘାଟନୀ ଇତ୍ସବରେ
error: Content is protected !!