କଳା ପଲସର ଆତଙ୍କ, ୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା !
କାମାକ୍ଷାନଗରରେ କଳା ପଲସର ଆତଙ୍କ।୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା। ଥାନାରେ ମାମଲା ପରେ ପୋଲିସର ତନାଘନା ଆରମ୍ଭ।କାମାକ୍ଷାନଗର ଥାନା ମଢିସାହିର ସର୍ବେଶ୍ବର ବିଶ୍ବାଳ ଆଜି ଦିନ ୧୨.୩୦ ସମୟରେ ସହର ମଧ୍ୟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇଥିଲେ।
ଏହି ଟଙ୍କାକୁ!-->!-->!-->…
ସତ୍ୟ ପଥର ଯାତ୍ରୀ, ମହାତ୍ମା ଗାନ୍ଧୀ
ପ୍ରିୟ ପାଠକ ବନ୍ଧୁ ! ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ସତ୍ୟକୁ ଏକ ପ୍ରକୃତ ଲାଭଦାୟକ ଶକ୍ତି ଭାବରେ ବିବେଚନା କରିଛନ୍ତି,ସେ କହିଥିଲେ ମୃତ୍ୟୁ ମଧ୍ୟରେ ଜୀବନ ଜାଗ୍ରତ ହୁଏ, ଅସତ୍ୟ ମଧ୍ୟରେ ସତ୍ୟ ଜାଗ୍ରତ ହୁଏ ଏବଂ ଅନ୍ଧକାର ମଧ୍ୟରେ ଆଲୋକ ଜାଗ୍ରତ ହୁଏ। ତାଙ୍କ ଜୀବନ ଇତିହାସରେ!-->!-->!-->!-->!-->…
ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ; ୧୩୬ ୟୁନିଟ ରକ୍ତ ସଂଗ୍ରହ
ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ସ୍ଥିତ ଲକ୍ଷ୍ମୀ ପ୍ରିୟା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ ର ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା l
ଏହି ଆୟୋଜନ ରେ ୧୩୬ ୟୁନିଟ ରକ୍ତ ସଂଗ୍ରହ!-->!-->!-->…
ମାଂସ ଦୋକାନ ଉପରକୁ ମାଡିଗଲା କାର ,ଦୁର୍ଘଟଣାରେ ୨ ଗୁରୁତର ୬ ଆହତ
ଭୁବନ ଥାନା ନିଳକଣ୍ଠପୁର ଛକ ନିକଟରେ ଢେଙ୍କାନାଳ ରୁ ଯାଜପୁର ଯାଉଥିବା ଏକ ସ୍ୱିଫ୍ଟ କାର OD 06 G 5936 ଗାଡି ଚାଳକ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଏକ ମାଂସ ଦୋକନ ଉପରେ ଚଢି ଯାଇଥିଲେ ।
ଏହି ଦୁର୍ଘଟଣାରେ ୨ ଗୁରୁତର ୬ ଜଣ ଆହତ ହିଇଛନ୍ତି । କାର ଚାଳକ ସ୍ବାଧିନ ବର୍ମା ଓ ମାଂସ!-->!-->!-->…
ନବୋଦୟରେ ସଫଳତା ପାଇଥିବା ୨ଛାତ୍ରଙ୍କୁ ସମ୍ବର୍ଧନା
ନବୋଦୟ ପରିକ୍ଷାରେ ୨ଛାତ୍ରଙ୍କ ସଫଳତା।ମଠକରଗୋଳା ଶିଶୁମନ୍ଦିରର ୨ଛାତ୍ର ସୋମନାଥ ଲେଙ୍କା ଓ ପ୍ରିୟାଶୁଂ ବରାଳ ପରିକ୍ଷାରେ ଶତପ୍ରତିଶତ ନମ୍ବର ରଖିବା ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏହାକୁ ନେଇ ୨ଛାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି।
ଗତ ମାସରେ!-->!-->!-->…
ଭଡ଼ା ଘରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର
ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅଧିନରେ ରହିଥିବା ନାଟିମା ବଜାରର ପ୍ରଦ୍ୟୁମ୍ନ ସାହୁଙ୍କ ଭଡ଼ା ଘରୁ ଏକ ଶବ ଉଦ୍ଧାର ହୋଇଛି । ଶବକୁ ଦେଖି ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝି ଙ୍କୁ ସ୍ଥାନୀୟ ଲୋକେ ଜଣାଇ ଥିଲେ।
ଖବର ପାଇ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ୍ ଘଟଣାସ୍ଥଳରେ!-->!-->!-->…
ଇସଲାମ ଧର୍ମର ବାସ୍ତବିକ ଶିକ୍ଷା ସମ୍ବନ୍ଧରେ ଜାଣିବାପାଇଁ ଟୋଲ ଫ୍ରି ନମ୍ବର
ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟର "ନୁରୁଲ୍ ଇସଲାମ" ବିଭାଗ ତରଫରୁ ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଯଦ୍ୱାରା ଇସଲାମ ଅହମଦିୟତ୍ ସମ୍ପର୍କରେ ଯେକୌଣସି ସୂଚନା ପାଇଁ ଯୋଗାଯୋଗ କରିପାରିବେ।
ନମ୍ବରଟି ହେଲା : ୧୮୦୦-୧୦୩-୨୧୩୧ । ଅହମଦିୟା!-->!-->!-->…
ହିଂସା ଓ ଅପହରଣ ରୋକିବା ପାଇଁ ଆପ୍ ର ଦାବିପତ୍ର
ଢେଙ୍କାନାଳରେ ହିଂସା ଓ ଅପହରଣ ଗତ କିଛି ଦିନ ହେଲା ବଢ଼ିବା ସହିତ ଧଳା ଜହର କାରବାର ମଧ୍ୟ ବଢ଼ି ଚାଲିଛି l ନିଶା କାରବାର ଯୋଗୁଁ ଯୁବ ପିଢ଼ି ବିପଥଗାମୀ ହେବା ସହ ବିଭିନ୍ନ ପ୍ରକାର ହିଂସାରେ ସେମାନେ ଲିପ୍ତ ରହୁଛନ୍ତି l ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସ୍ୱଳ୍ପ ପୁଲିସ ବଳ ବିଫଳ l!-->…
ବୁଢ଼ୀବିଲି ପଞ୍ଚାୟତରେ ପଞ୍ଚାୟତ ଭବନ ଓ ଗ୍ରାମ୍ୟ ଉଦ୍ୟାନ ଉଦଘାଟନ
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବୁଢ଼ୀବିଲି ପଞ୍ଚାୟତରେ ଆଜି ପଞ୍ଚାୟତ ଭବନ ଓ ଗ୍ରାମ୍ୟ ଉଦ୍ୟାନ ଉଦ୍ଘାଟନର ଉଦଘାଟନ ହୋଇଯାଇଛି। ବୁଢ଼ୀବିଲି ସରପଞ୍ଚ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଆଜି ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ଭବନକୁ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ!-->…
ଖଡଗପ୍ରସାଦ କଲେଜରେ କୋଭିଡ୍ ହସପିଟାଲ ବନ୍ଦ ନିଷ୍ପତ୍ତି
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଖଡଗପ୍ରସାଦ ଠାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା କୋଭିଡ ହସ୍ପିଟାଲକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଵୈଠକରେ କୋଭିଡ ହସ୍ପିଟାଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।!-->…