News
lipub
samparksetu

ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଆଣିଦେଲା ଲୁହ

ଯେଉଁ ଧାନ କ୍ଷେତ ଏବେ ହସିବା କଥା ସେଠାରେ ଧାନର ଚିହ୍ନ ନାହିଁ। କେଉଁ ଜମିରେ ଗୋରୁ ଚରିଲେଣି ତ କେଉଁଠି ପାଣି ଅଭାବରୁ ବିହୁଡା ବେଉଷଣ କାମ ହୋଇପାରି ନାହିଁ। କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତ ତଥା ଏହି ରାଜସ୍ବ ନୀରିକ୍ଷକ ଅଧିନ ଖୁଣ୍ଟବାଟି ଗାଁ। ଗାଁ ର ସମୁଦାୟ ଜମି ଶହେ ପଚାଶ

।। ବର୍ଷା ।।

ଏଇ ବର୍ଷାର ଆଗମନରେଏକ ଅହେତୁକ ଆକର୍ଷଣ ସାଥେମୂର୍ଚ୍ଛନା ହୋଇ ନାଚି ଉଠୁମୋର ହୃଦୟ ଅବସନ୍ନ ଓ କ୍ଲାନ୍ତିରେଥକି ଯାଇଥିବା ର ଅଭିଯୋଗଅହରହ ଖୁବ୍ କୋଳାହଳସୃଷ୍ଟି କରୁଛି ଜୀବନରେ ପତ୍ରଝଡ଼ା ଦେଇଥିବାଏ ଶୁଖିଲା ଗଛର ଡାଳଅନେକ ଦିନରୁ ଖୋଜିବୁଲୁଚିବିହଙ୍ଗ ବିଚରଣ ଏକ ନୂତନ ଅୟମାରମ୍ଭ

ଟାଟା ଷ୍ଟିଲ ବିଏସଏଲ ସମ୍ମାନଜନକ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସଷ୍ଟେନବିଲିଟି ପୁରସ୍କାର ୨୦୨୧ ରେ ସମ୍ମାନୀତ

ଟାଟା ଷ୍ଟିଲ ବିଏସଏଲ ସମ୍ମାନଜନକ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସଷ୍ଟେନବିଲିଟି ପୁରସ୍କାର ୨୦୨୧-ରେ ସମ୍ମାନୀତ ହୋଇଛି । ପରିବେଶକୁ ସୁହାଇଲାଭଳି କଂପାନିର ସପ୍ଲାଇ ଚେନ ଓ ଲଜିଷ୍ଚିକ୍ସସ ବିଭାଗର ଉତ୍କର୍ଷ  ପଦକ୍ଷେପ ପାଇଁ ଗୋଲ୍ଡ କ୍ୟାଟେଗୋରୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି

ଭାଲୁ ଆକ୍ରମଣରେ ମହିଳା ଗୁରୁତର କଟକ ବଡମେଡିକାଲ ଭର୍ତ୍ତି

ଭାଲୁ ଆକ୍ରମଣରେ ନିହାଲପ୍ରସାଦ ଅଂଚଳର ଜଣେ ମହିଳା ଗୁରୁତର ଭାବରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଗଁଦିଆ ବ୍ଲକ ନିହାଲପ୍ରସାଦ ଥାନା ଅନ୍ତର୍ଗତ ରତନପୁର ପଂଚାୟତ ଏରପଦା ରାଜସ୍ବ ଗ୍ରାମ ଅଧୀନ କଣ୍ଟାପାଟଣା ପଡା ଗ୍ରାମର ଗଣେଶ୍ୱର

ଲଗାଣ ବର୍ଷା ପାଣି ଘେରରେ ମଧୁସାହୁ ପାଟଣା ପଞ୍ଚାୟତର ଅନେକ ଗ୍ରାମ

ଲଗାଣ ବର୍ଷା ଫଳରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ଗ୍ରାମରେ ଏକ ପ୍ରାକୃତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମଧୁସାହୁ ପାଟଣା )

ଜଳମଗ୍ନ ରେ କାମାକ୍ଷାନଗର ବ୍ଳକ୍ ର ଅନେକ ଗାଁ ,ଶହ ଶହ ଏକର ଧାନ ଚାଷ ପ୍ରଭାବିତ

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅନେକ ତଳି ଅଞ୍ଚଳ, ନଦୀ କୂଳବର୍ତ୍ତି ସ୍ଥାନ ଜଳମଗ୍ନ ହୋଇପଡିଛି। କାମାକ୍ଷାନଗର ବ୍ଲକର ରାମିଆଳ ନଦୀ ର ତଟବର୍ତ୍ତୀ ଅଞ୍ଚଳ ଓ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ବରେ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଯଦିଓ ବର୍ଷା ଛାଡି ଯାଇଛି

ଲଗାଣ ବର୍ଷାରେ ଭୁବନର ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ ଥିବାବେଳେ ଦୁଇଟି ଗ୍ରାମ ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇଛି । ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ତିରିଶ ପରିବିର ଜଳବନ୍ଦୀ ଥିବାବେଳେ ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମର ଚାରିଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ଅଦ୍ୟାବଧି

ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ହେଲା କଙ୍କ। , ଅନ୍ୟପଟେ ଜୋରନ୍ଦା ନୂଆ ସାହିର ୧୦ ପରିବାର ଜଳବନ୍ଦୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ କଙ୍କା ଗ୍ରାମକୁ ବନ୍ୟା ପାଣି ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଯୋରନ୍ଦା ଅଞ୍ଚଳରେ ଥିବା ଡଉଁରୀ ନାଳ ବ୍ରାହ୍ମଣୀ ନଦୀ ରେ ମିଶିଥିବାରୁ ବ୍ୟାପକ କ୍ଷୟକ୍ଷତି କରିଛି l ଯୋରନ୍ଦା,

ବଜ୍ରାଘାତ ରେ ନାବାଳିକା ଙ୍କ ମୃତ୍ୟୁ

ପରଜଙ୍ଗ ଥାନା ବସୋଈ ଗ୍ରାମ ରେ ବଜ୍ରାଘାତ ରେ ଜଣେ ନାବାଳିକା ଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ହେଲେ ସେହି ଗ୍ରାମ ର ସୁରେଶ ମହାଳିକ ଙ୍କ ନଅ ବର୍ଷ ର ଝିଅ ସ୍ମିତା ମହାଳିକ l ସୂଚନା ଅନୁସାରେ ସ୍ମିତା ଆଜି ଦ୍ବିପ୍ରହର ସମୟରେ ଖାଇ ସାରିବା ପରେ ବାସନ ମାଜିବା ପାଇଁ ଘର ବାହାର କୁ
error: Content is protected !!