ଢେଙ୍କାନାଳ ଜିଲ୍ଲାରେ ୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 20-08-2021Number of new Positive cases-16Institutional Quarantine-NilHome Quarantine-14Local Contacts-NilIn Hospital-02
Block/ULB wise new Positive cases :
Hindol Block-06(Pada-2,!-->!-->!-->!-->!-->!-->!-->…
ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ଓ ଟାଟା ବିଏସଏଲ ଆଲୋଚନା ;କ୍ଷତିଗ୍ରସ୍ତ ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ୍ କଣ୍ଟାବଣିଆ ସ୍ଥିତ ଟାଟା ବିଏସଏଲ ପରିସରରେ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ,ବ୍ରାହ୍ମଣୀ ଟ୍ରକ ମାଲିକ ସଙ୍ଘ ଓ ଟାଟା ବିଏସଏଲ ମଧ୍ୟରେ ତ୍ରୀପାକ୍ଷିକ ଆଲୋଚନା ଅନୁଷ୍ଠତି ହୋଇଯାଇଛି । ଦୁଇ ସଙ୍ଘ ପକ୍ଷରୁ ୭ ଦଫା ଦାବୀକୁ ନେଇ ଆଲୋଚନା ହୋଇଥିବା ବେଳେ!-->…
ଫ୍ୟାସନ ଆଣ୍ଡ ଷ୍ଟାଇଲ ଆଇକନ ବିଜୟୀ ହେଲେ ଢେଙ୍କାନାଳ ଝିଅ ସୌଭାଗ୍ୟଲକ୍ଷ୍ମୀ
ଜାତୀୟ ସ୍ଥରରେ ଆୟୋଜିତ ହୋଇଯାଇଛି ଫ୍ୟାସନ ସୋ, ପୁଣେ ର ଇଣ୍ଡିଆଜ ନେକ୍ସଟ ସୁପର ମଡେଲ ଏହାର ଆୟୋଜକ ଥୁଲେ । କୋଭିଡ କଟକଣା ହେତୁ ଭାରଚୁଆଲ ମୋଡ଼ରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଘରଭିତରେ ରହି ରଙ୍ଗ ବେରଙ୍ଗ ର ସୁସଜ୍ଜିତ ପୋଷାକରେ ସଜେଇ ହୋଇଥିଲେ ବିଭିନ୍ନ ସୁନ୍ଦରୀ ମଡେଲ ।
!-->!-->!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ରାଜେଶ କୁମାର ଦାସ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->!-->!-->…
ଅଧାରେ ରହିଗଲା ଘର ବାହୁଡା, ଟ୍ରକ ଧକ୍କା ରେ ଯୁବକଙ୍କ ମୃତ୍ୟୁ
ରାତି ରେ କାମ ସାରି ଫେରୁଥିଲେ ଘରକୁ ହେଲେ କିଏ ଜାଣିଥିଲା ଅଧାରେ ଜଗିଥିଲା ମୃତ୍ୟୁ, ଅକାଳରେ ଚାଲିଗଲା ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଗ୍ରାମରେ।
ସୂଚନା ଅନୁଯାୟୀ ପରଜଙ୍ଗ ଥାନା ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ରଘୁନାଥପୁର!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-15Institutional Quarantine-NilHome Quarantine-14Local Contacts-NilIn Hospital-01
Block/ULB wise new Positive cases :
Hindol Block-08(Gohirachhada-3, Chotapada-2, Baguli-1, Madhapur-1, Rajanga-1)
!-->!-->!-->!-->!-->!-->!-->…
ଶହୀଦ ହଜରତ ଇମାମ ହୁସେନ
କରବଲା ଯୁଦ୍ଧ ଏବଂ ସେହି ଘଟଣା ଇସଲାମ ଇତିହାସର ଏକ ତିକ୍ତ ସତ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁଥିରେ ଇସଲାମ ଧର୍ମର ସଂସ୍ଥାପକ ହଜରତ୍ ମୁହମ୍ମଦଙ୍କ ନାତି ହଜରତ ଇମାମ ହୁସେନ୍ ନିର୍ଦ୍ଦୟ ଭାବରେ ଶହୀଦ ହୋଇଥିଲେ। ଇତିହାସ ଅନୁଯାୟୀ, ଏହି ଘଟଣାର ମୂଳଦୁଆ ବହୁ ପୂର୍ବରୁ!-->!-->!-->!-->!-->…
ଟାଟା ପାୱାରକୁ ବାର ଆସୋସିଏସନର ଦାବୀ ପତ୍ର
ଢେଙ୍କାନାଳ ଜିଲ୍ଲାରେ ଟାଟା ପାୱାର ବିଦ୍ୟୁତ ବିତରଣ କମ୍ପାନୀ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ନାମରେ ଉପଭୋକ୍ତାଙ୍କୁ ଶୋଷଣ କରିବା ସହିତ ବିନା କାରଣରେ ବିଦ୍ୟୁତ କାଟ,ବିଦ୍ୟୁତ ବିଛିନ୍ନ ସହିତ ବିଭିନ୍ନ ମନୋମୁଖୀ କାର୍ଯ୍ୟ କରବା ନେଇ ପାୱାର ଯନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହିତ!-->…
ଏପଟେ ଗାଈ ସେପଟେ ମଣିଷ,ମିଳିଲାନି ପକ୍କା ଘର,ଗୁହାଳ ରେ ରହୁଛନ୍ତି ଅସହାୟ ପରିବାର!
ଅସହାୟ ଅବସ୍ଥାରେ ରହୁଛନ୍ତି ବାପ ଝିଅ। ଘର ଖଣ୍ଡିଏ ନଥିବା ହେତୁ ଗୁହାଳ ଘରେ ଗୋରୁ ଗାଈମାନଙ୍କ ସହ କଟୁଛି ଜୀବନ। ଏପରି ଏକ ଘଟଣା ଓଡାପଡା ବ୍ଲକ କୁସୁପଙ୍ଗା ପଞ୍ଚାୟତରେ ଦେଖିବାକୁ ମିଳିଛି।ସରକାର ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେଉଥିବା କଥା ଡିଣ୍ଡିମ ପିଟୁଥିବା ବେଳେ ସେପଟେ କିନ୍ତୁ!-->…