News
lipub
samparksetu

ବିଳମ୍ବିତ ରାତ୍ରିରେ ପମ୍ପ ହାଉସ ରୁ ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ସୋମବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ରେକୁଳା ପମ୍ପ ହାଉସରେ ପ୍ରାୟ ୨୦ରୁ ୩୫ ଦୁର୍ବୃତ୍ତ ରାତ୍ରି ଜଗୁଆଳିଙ୍କୁ ମାଡ ମାରି ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଇଛନ୍ତି ବୋଲି ଅଭିଯୋଗ ହୋଇଛି । କାମାକ୍ଷାନଗର ସହରକୁ ପିଏଚଡି ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇଥିବା

ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଗଣଧାରଣା

ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ଜମୁନାଳୀ ସାହିର ପପୁ ମିର୍ଜା ଓ ସନ୍ତୋଷୀ ପିଙ୍ଗୁଆଙ୍କ ସମେତ କିଛି ଆଦିବାସୀଙ୍କୁ ଗତ ତା୧୨/୭/୨୦୨୧ ଦିନ ସେହି ଗାଁର ଅଣଆଦିବାସୀ ଉଠାଇ ନେଇ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ଘଟଣା ସମ୍ପର୍କରେ ପର୍ଜଙ୍ଗ ଥାନାରେ ଏତଲା ଦେବା ପାଇଁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-15Institutional Quarantine-NilHome Quarantine-11Local Contacts-NilIn Hospital-04 Block/ULB wise new Positive cases : Dhenkanal Municipality-04 (Gudianali-2, RP Line-1, Meena bazar-1) Parjang

ବର୍ତ୍ତମାନ ର ପରିଚୟ

ଆଧୁନିକତାର ନିଶାରେସଭିଏଁ ମସଗୁଲକଳା ନାମେ କଳା କାରବାରକଳା ଧନେ ବଢେ ଗନ୍ତାଘରଠିକାଦାର ର ରାସ୍ତା କାମ ପରିବଢେ ରାସ୍ତାର କଳେବରଲମ୍ବ ଓ ପ୍ରସ୍ଥରେରାଜକୋଷ ହରିଲୁଟ ହୁଏଗସ୍ତରେ ଗସ୍ତରେ.... ତୋଷିବାକୁ ଶାସକ ର ମନମିଳେ ଉପହାର ଲଞ୍ଚ ଵା ଡିନରପୁଣିଛନ ଛନ ଯଉବନ କେତେ ଅବଳାରଆସନର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଭ୍ୟା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଜିଲ୍ଲାପରିଷଦ ଦୁଇ ନମ୍ବର ଜୋନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ଜିଲ୍ଲା ପରିଷଦ ସଭ୍ୟା ଅଭିଯୋଗ କରିଛନ୍ତି । ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ ସିମିନଈ,ଗଦାଶିଳା,

ବାଲିଯୋରନ୍ଦା ମଣିଶ୍ୱର ମହାଦେବ ମନ୍ଦିରରେ ଅଷ୍ଟ ପ୍ରହର ନାମ ଯଜ୍ଞ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ସ୍ଥିତ ଶ୍ରୀ ଶ୍ରୀ ମଣୀଶ୍ବର ମହାଦେବ ମନ୍ଦିର ର ନବମ ବାର୍ଷିକ ଉତ୍ସବ ପାଳିତ। ଗତ ରବିବାର ସନ୍ଧ୍ୟାରେ କଳସ ଯାତ୍ରା ଏବଂ ଅଧିବାସ ହୋଇଛି ଏବଂ ଆସନ୍ତା କାଲି ସକାଳ ପ୍ରହରରେ ଏହି ନାମ ଯଜ୍ଞ ଉଦଯାପିତ ହେବ l

ମଉଳାଭଣଜା ରେ ପୂଜା କଲେ ପ୍ରସନ୍ନ ହୁଅନ୍ତି ଇନ୍ଦ୍ରଦେଵ

ସାରା ରାଜ୍ୟ ରେ ମୌସୁମୀ ଖେଳୁଚି ଲୁଚକାଳି । ବର୍ଷା ର ପରିମାଣ କମ ହେବାରୁ ରାଜ୍ୟସାରା ବାଧାପ୍ରାପ୍ତ ହେଲାଣି ଚାଷକାର୍ଯ୍ୟ । ଏଣେ ଶ୍ରାବଣ ମାସରେ ମଧ୍ୟ ମୁଣ୍ଡଫଟା ଖରାର ପ୍ରକୋପ ଦେଖିବାକୁ ମିଳୁଛି, ସତେଯେମିତି ହଜିଯାଇଛି ଶ୍ରାବଣ ଧାରା । ଗତ ମାସରେ ଆଂଶିକ ବର୍ଷା ହେବା ଫଳରେ

ସହିଦ ବୀର ପୁଅ ଅଜିତ ଙ୍କୁ ଖୋଜୁଛି ଜନ୍ମମାଟି ; ସ୍ୱାଧୀନତା ଦିବସରେ ପୁଅକୁ ମନେ ପକାଇ ଆଖିରୁ ଲୁହ ଝରାଉଛି ମା

ଢେଙ୍କାନାଳ ମାଟି ର ପୁଅ ଅଜୟ ସନ୍ତାନ ସହିଦ ଅଜିତ କୁମାର ସାହୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୂଆଁଳ ଗ୍ରାମରେ ୧୯୯୨ ମସିହା ଜୁନ ୪ ତାରିଖରେ ଜନ୍ମ ଗ୍ରହଣ କରିଥଲେ ଅଜୟ । ସେହି ସୁଯୋଗ୍ଯ ସନ୍ତାନ ର ଜନକ ଥିଲେ ସନ୍ତୋଷ କୁମାର ସାହୁ ଓ ଜନନୀ କୁମୁଦିନୀ

ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନିତ ଢେଙ୍କାନାଳ ମାଟିର ପୁଅ ଏସଓଜି କମାଣ୍ଡୋ ଅରବିନ୍ଦ ସାହୁ

ଓଡ଼ିଶା ରୁ ୬୭ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ଘୋଷଣା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ବୀର ବାଜିରାଉତ ମାଟି ଭୁବନର ଲଢୁଆ ପୁଅ ଅରବିନ୍ଦ ସାହୁଙ୍କ ନାମ ଘୋଷଣା କରାଯାଇଛି । ୨୦୧୩ ମସିହାରେ ଅରବିନ୍ଦ ଏସଓଜି କମାଣ୍ଡୋ ଭାବେ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ତୃତୀୟ ବାଟାଲିୟନ

ମା ହରଚଣ୍ଡୀ ଯୁବକ ସଙ୍ଘ ତରଫରୁ ସ୍ୱାଧୀନତା ଦିବସ ପାଳନ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ମା ହରଚଣ୍ଡୀ ଯୁବକ ସଙ୍ଘ ତରଫରୁ ୭୫ତମ ସ୍ୱାଧୀନତା ଦିବସ କରୋନା କଟକଣା କୁ ଆଖି ଆଗରେ ରଖି ପାଳନ ହୋଇଯାଇଛି । ଆଜିର ପବିତ୍ର ଦିବସ ରେ ମଙ୍ଗଳପୁର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ବରାଳ
error: Content is protected !!