News
lipub
samparksetu

ଥାନାଧିକାରିଣୀ-ଓକିଲ ସଙ୍ଘ ମୁହାଁମୁହିଁ ; କୋର୍ଟ ବର୍ଜନ କଲେ ଆଇନଜିବୀ,ଥାନାଧିକାରିଣୀଙ୍କୁ ବଦଳି ଦାବୀ

ଢେଙ୍କାନାଳ ଟାଉନ ଥାନାଧିକାରିଣୀ ଓ ଓକିଲ ସଙ୍ଘ ବିବାଦ ଏବେ ମୁହଁ।ମୁହିଁ ପରିସ୍ଥିତି ରେ ପହଞ୍ଚିଛି । ଓକିଲ ସଂଘକୁବଦନାମ କରିବ। ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଓକିଲ ସଙ୍ଘ ପ୍ରକାଶ କରିବା ସହିତ ତୁରନ୍ତ ମାମଲା ପ୍ରତ୍ୟାହାର,ନଚେତ କ୍ଷମା ପ୍ରାର୍ଥନା ଓ ଥାନାଧିକାରିଣୀ ଙ୍କୁ ବଦଳି

ଚିକିତ୍ସା ଅପେକ୍ଷାରେ ଅସୁସ୍ଥ ଦନ୍ତା ହାତୀ ଛୁଆ

ବିଗୁଡୁଛି ହାତୀ ଛୁଆ ର ସ୍ୱାସ୍ଥ୍ୟବସ୍ଥା । ଏଣେତେଣେ ଘୁରିବୁଲୁଥିବା ଅସୁସ୍ଥ ହାତୀଛୁଆ । ଗତ କିଛି ଦିନ ଧରି ହିନ୍ଦୋଳ ବାଉଁଶ ପୋଖରୀ ଏବଂ କନ୍ତାମିଲା ପଞ୍ଚାୟତ ପାଖା ପାଖି ଦେଖା ଯାଉଥିବା , ଏହି ଅସୁସ୍ଥ ହାତୀ ଛୁଆ ଆଜି ସକାଳୁ ବାଉଁଶ ପୋଖରୀ-ନୂଆକୋଟ ରାସ୍ତା ପାର୍ଶ୍ବରେ ଥିବା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହେଲା ଟଙ୍କା ବି ଉଠିଲା ହେଲେ ପ୍ରକୃତ ହିତାଧିକାରୀଙ୍କୁ ନା ମିଳିଛି ଘର ନା ମିଳିଛି…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ପଞ୍ଚାୟତର କନ୍ତିଓପୁଟସାହି ଗାଁ ର ଏପରି ଜଣେ ହିତାଧିକାରୀ ହେଉଛନ୍ତି ପ୍ରସନ୍ନ ବେହେରା ପିତା ଥାୟା ବେହେରା। ପଞ୍ଚାୟତ ଅଫିସ୍ କାନ୍ଥ ରେ ବଡ଼ ବଡ଼ ଅକ୍ଷରରେ ହିତାଧିକାରୀଙ୍କ ନାମ ଲେଖାହୋଇଛି। ତାଙ୍କର PMAY ID No

ସରକାରୀ ଜମି ଜବରଦଖଲକୁ କେଦ୍ର କରି ଦୁଇ ପରିବାର ହାତାହାତି, ଉଭୟ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ

ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ଅଂଚଳରେ ଥିବା ଜୁଆଙ୍ଗ ବସ୍ତି ନିକଟସ୍ଥ ସରକାରୀ ଜମି ଜବରଦଖଲକୁ କେଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି । ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ଟାଉନ୍ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ମୁତାବକ, ଶ୍ରୀମତୀ ଗିତାଞ୍ଜଳି ମହାପାତ୍ର (୬୦) ସ୍ଵାମୀ

ଗାଡ଼ି ଧକ୍କାରେ ଚାଲିଗଲା ବାରହା ର ଜୀବନ

ଭୁବନ ବନାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅଗ୍ନିଶମ ବିଭାଗ କାର୍ଯ୍ୟ।ଳୟ ସମ୍ମୁଖରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ବାରହା ର ମୃତ୍ୟୁ ହୋଇଛି । ୪ ବର୍ଷର ବାରହା ଟିକୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ହୋଇ ରାସ୍ତାରେ ପଡିଥିଲା । ପରେ ସ୍ଥାନୀୟ ଲୋକଙ୍କ ଖବର ଦେବାପରେ ବନ

ଭାଷା ଆନ୍ଦୋଳନ ପଦଯାତ୍ରା

ଓଡିଶା ଭାଷାକୁ ୧୯୫୪ ମସିହାରେ ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ନୀରବ କଳାପତାକା ଶୋଭାଯାତ୍ରା ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରୁ ବାହାରି ବାଜିଚୌକ ପର୍ଯ୍ୟନ୍ତ ଯାଇଥିଲା । ଢେଙ୍କାନାଳ ଭାଷା ଆନ୍ଦୋଳନ ଆବାହକ ପ୍ରିୟବ୍ରତ ଗଡ଼ନାୟକଙ୍କ ନେତୃତ୍ୱରେ

ଗାଈ ଧାନତଳି ଖାଇବାକୁ ନେଇ ଗଣ୍ଡଗୋଳ ; ଚାରି ଆହତ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାସୁଦେଇପୁର ଗ୍ରାମ ର ଚାହନା ଦାସ ଙ୍କ ଗାଈ ବଂଶୀଧର ଦାସ ଙ୍କ ଧାନ ତଳି ଖାଇଯିବାରୁ ୨ ପରିବାର ମଧ୍ୟରେ ଖଣ୍ଡା ଓ ବାଉଁଶ ଠେଙ୍ଗା ଦ୍ୱାରା ଆକ୍ରମଣ ଓ ପ୍ରତି ଆକ୍ରମଣ ଫଳରେ ୪ଜଣ ଗୁରୁତର ଆହତ ହୋଇ ଭୁବନ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି । ସୂଚନା
error: Content is protected !!