ଗାଡ଼ି ଧକ୍କାରେ ଚାଲିଗଲା ବାରହା ର ଜୀବନ
ଭୁବନ ବନାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅଗ୍ନିଶମ ବିଭାଗ କାର୍ଯ୍ୟ।ଳୟ ସମ୍ମୁଖରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ବାରହା ର ମୃତ୍ୟୁ ହୋଇଛି ।
୪ ବର୍ଷର ବାରହା ଟିକୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ହୋଇ ରାସ୍ତାରେ ପଡିଥିଲା । ପରେ ସ୍ଥାନୀୟ ଲୋକଙ୍କ ଖବର ଦେବାପରେ ବନ!-->!-->!-->…
ଭାଷା ଆନ୍ଦୋଳନ ପଦଯାତ୍ରା
ଓଡିଶା ଭାଷାକୁ ୧୯୫୪ ମସିହାରେ ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ନୀରବ କଳାପତାକା ଶୋଭାଯାତ୍ରା ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରୁ ବାହାରି ବାଜିଚୌକ ପର୍ଯ୍ୟନ୍ତ ଯାଇଥିଲା ।
ଢେଙ୍କାନାଳ ଭାଷା ଆନ୍ଦୋଳନ ଆବାହକ ପ୍ରିୟବ୍ରତ ଗଡ଼ନାୟକଙ୍କ ନେତୃତ୍ୱରେ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୧୧ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 08-08-2021Number of new Positive cases-11Institutional Quarantine-NilHome Quarantine-07Local Contacts-NilIn Hospital-04
Block/ULB wise new Positive cases :
Odapada Block-04!-->!-->!-->!-->!-->!-->!-->…
ଗାଈ ଧାନତଳି ଖାଇବାକୁ ନେଇ ଗଣ୍ଡଗୋଳ ; ଚାରି ଆହତ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାସୁଦେଇପୁର ଗ୍ରାମ ର ଚାହନା ଦାସ ଙ୍କ ଗାଈ ବଂଶୀଧର ଦାସ ଙ୍କ ଧାନ ତଳି ଖାଇଯିବାରୁ ୨ ପରିବାର ମଧ୍ୟରେ ଖଣ୍ଡା ଓ ବାଉଁଶ ଠେଙ୍ଗା ଦ୍ୱାରା ଆକ୍ରମଣ ଓ ପ୍ରତି ଆକ୍ରମଣ ଫଳରେ ୪ଜଣ ଗୁରୁତର ଆହତ ହୋଇ ଭୁବନ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି ।
ସୂଚନା!-->!-->!-->!-->!-->…
ରାସ୍ତା ନଥିବାରୁ ପହଁଚିପାରିଲା ନାହିଁ ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ପ୍ରସୂତି
ପ୍ରସବ ବେଦନାରେ ଛଟପଟ ପ୍ରସୂତି, ହେଲେ ପାଖକୁ ଆସି ପାରୁନାହିଁ ଆମ୍ବଲାନ୍ସ ପ୍ରସୂତି ଏବଂ ଆମ୍ବୁଲାନ୍ସ ମଝିରେ ଲକ୍ଷ୍ମଣ ରେଖା ଟାଣିଛି ନଈ । ସେସରେ ଗ୍ରାମବାସୀ ଙ୍କ ସହାୟତାରେ ଖଟିଆରେ ବୁହାହୋଇ ଆସିଲେ । ସ୍ବାଧୀନତାର ଦୀର୍ଘ ବର୍ଷ ପୁରିଥିଲେ ମଧ୍ୟ ଏଭଳି ଘଟଣା ବାରମ୍ବାର ଦେଖିବାକୁ!-->!-->!-->…
ଏଣିକି ହ୍ୱାଟ୍ସଆପରୁ ଡାଉନଲୋଡ଼ କରିହେବ ଟିକାର ପ୍ରମାଣପତ୍ର, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା
ବିଦେଶ ଗସ୍ତ ଓ ଅନ୍ୟାନ୍ୟ କ୍ଷେତ୍ରରେ କୋଭିଡ୍ ସାର୍ଟିଫିକେଟ ଆବଶ୍ୟକ ହେଉଥିବାରୁ, କିପରି ସହଜରେ ପ୍ରମାଣପତ୍ର ମିଳିବ, ଏ ନେଇ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି କିଛି ସେକେଣ୍ଡ ଭିତରେ ହ୍ଵାଟ୍ସଆପ ରେ ମିଳିଯିବ କରୋନା ଟିକା ସାର୍ଟିଫିକେଟ୍ । ଏ ନେଇ ସୂଚନା ଦେଇଛି!-->!-->!-->…
ସମାଜସେବୀଙ୍କ କରୋନାରେ ଦେହାନ୍ତ
ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗ୍ରାମର ଲିଲିପ ବେହେରା (ନିଲୁ ) ୩୪ ବର୍ଷ ବୟସରେ କରୋନା ଆକ୍ରାନ୍ତ ରେ ମୃତ୍ୟୁ ଘଟିଛି। ପ୍ରାୟ ୧୫ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ କଟକ ମେଡିକାଲରେ ଚିକିତ୍ସାତ ହେଉଥିବା ବେଳେ କଟକର କୋଭିଡ ହସ୍ପିଟାଲରେ ଦେହାନ୍ତ ହେଇଛି। ତାଙ୍କର!-->…
କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ମହାପଦା ନିକଟସ୍ଥ ରେଙ୍ଗାଲୀ ଦକ୍ଷିଣ କନାଲରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଯୋରନ୍ଦା ଗ୍ରାମର ବଲ୍ଲଭ ନାଏକ ଙ୍କ ପୁଅ କୁବେର ନାୟକ ବୋଲି ସୂଚନା ମିଳିଛି ।
କୁବେର ଗତକାଲି ଠାରୁ ଘରୁ ଶୌଚ ହେବାକୁ ଯାଇ ଆଉ!-->!-->!-->…
ବ୍ଲେଡରେ ନିଜ ତଣ୍ଟିକୁ କାଟି ଯୁବକ ଗୁରୁତର !
ବ୍ଲେଡରେ ନିଜ ତଣ୍ଟିକୁ ଜଣେ ଯୁବକ କାଟିଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜ ନିକଟରୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଗୁରୁତର ଯୁବକ ଜଣକ କାମାକ୍ଷାନଗର ଏନଏସି ଅନ୍ତର୍ଗତ ମହିମାନଗର ସାହିର!-->!-->!-->…
ହକି ହବରେ ଅସହାୟ ହକି ମାଷ୍ଟର ;୭୩ ବର୍ଷରେ ଖୋଜୁଛନ୍ତି ବଞ୍ଚିବାର ରାହା
ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରସଂଶା ଆଉ ଶୁଭେଚ୍ଛାର ଅଭିନନ୍ଦନ ଦେବାରେ ବ୍ୟସ୍ତ।ସତ କହିଲେ ହାରିବା ଲୋକକୁ ପଚାରେ କିଏ ନା ବୟସ ଚାଲିଗଲେ ମନେ ରଖେ କିଏ ?ହକି ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ।ଉଡୁଛି ଟଙ୍କା ଉଡୁଛି ତ୍ରିରଙ୍ଗା। କିନ୍ତୁ!-->…