News
lipub
samparksetu

କୂଅରେ ପଡି ଯୁବକଙ୍କ ମୃତ୍ୟୁ

ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଇନ୍ଦ୍ରମଣି ସାହୁ (୪୮) ନିଜର ଖୋଲା କୂଅରେ ଘରକୁ ଉକ୍ତ କୂଅରୁ ପାଣି ନେବା ନିମନ୍ତେ ଏକ ଟୁଲୁ ପମ୍ପ ଲଗାଉଥିବା ସମୟରେ ,କୂଅରେ ପଡ଼ିଥିବା ସିମେଣ୍ଟ ଵିମ ଟି ହଠାତ ଭାଙ୍ଗିଯିବା ଫଳରେ ସେ ଗୁରୁବାର କୂଅରେ ଖସି ପଡ଼ିଥିଲେ । ପରିବାର ଲୋକ ଓ

ମାଟି ମାଆ ଆଗରେ ଫିକା ପଡିଲା ପ୍ରେମ, ବିବାହ ୨ ମାସ ପୁରିଥିଲେ ମଧ୍ୟ ଘର ବାହୁଡି ଗଲା କନ୍ୟା

କୁହନ୍ତି ପ୍ରେମ ମାନେନି ବୟସ , ଜାତି କିମ୍ବା ଧର୍ମ ସାତ ଦରିଆପାରି ସାଥୀ ଟିର ହାତ ଧରି ଛାଡି ଯାଇଥାଏ ପ୍ରେମିକା ଭୁଲିଜାଇଥାଏ ଏରୁଡ଼ିବନ୍ଧ । ହେଲେ ପ୍ରଥମ ଥର ଏଭଳି ଏକ ଘଟଣା ର ବିପରୀତ ଘଟଣା ଦେଖିବାକୁ ମିଳିଛି । ଓଡ଼ିଆ ଯୁବକଙ୍କୁ ପ୍ରେମ ବିବାହ କଲେ ତାମିଲ କନ୍ୟା ହେଲେ ମନ ରହିଲାନି

ଢେଙ୍କାନାଳ ଜିଲ୍ଲାରୁ ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-19Institutional Quarantine-NilHome Quarantine-09Local Contacts-NilIn Hospital-10 Block/ULB wise new Positive cases : Dhenkanal Municipality-05 (Town planning-2, Deulasahi-1, Gudianali-1, Bajichouk-1 )

ମହିମା ମହାବିଦ୍ୟାଳୟରେ ବୃତ୍ତିଗତ କାର୍ଯ୍ୟକ୍ରମ

ଗଁଦିଆ ବ୍ଳକ୍ ବ୍ଲକ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ପ୍ରକୋଷ୍ଠ ଆନୁକୂଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସଦାନନ୍ଦ ମିଶ୍ର ଙ୍କ ସଭାପତିତ୍ବ ରେ କରୋନା କାଳରେ ବୃତ୍ତି ଶୀର୍ଷକ ବୃତ୍ତିଗତ ପରାମର୍ଶ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା l ଏହି

ସ୍ତ୍ରୀ ର ବେକ କାଟି ହତ୍ୟା ଉଦ୍ୟମ ; ସ୍ୱାମୀ ଗିରଫ

ପାରିବାରିକ କଳହରୁ ସ୍ତ୍ରୀଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଟେଣ୍ଟେଇପଦା ମୁଣ୍ଡା ସାହିରେ ସୋମବାର ରତନୀ ବୋୟା (୪୦) ଙ୍କ ବେକକୁ ତାଙ୍କ ସ୍ୱାମୀ ଦିଲୀପ ମଦ୍ୟପାନ କରି ଏକ ଧାରୁଆ ଅସ୍ତ୍ର ରେ କାଟିଥିବାର ସେ ଅଭିଯୋଗ କରିଛନ୍ତି ।

ଢେଙ୍କାନାଳ କଲେଜର ନୂତନ ଅଧ୍ୟକ୍ଷ ଭାବରେ ଯୋଗ ଦେଲେ ଶ୍ରୀ ରଞ୍ଜିତ କୁମାର ପ୍ରଧାନ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ସୋମବାର ଯୋଗ ଦେଇଛନ୍ତି ଶ୍ରୀ ରଞ୍ଜିତ କୁମାର ପ୍ରଧାନ । ପୂର୍ଵତନ ଅଧ୍ୟକ୍ଷ। ଡ଼. ରଶ୍ମି ମିଶ୍ରଙ୍କ ଅବସର ଗ୍ରହଣ ପରେ ଶ୍ରୀ ପ୍ରଧାନ କାର୍ଯ୍ୟଭାର ଗ୍ରହଣ କୁ ନେଇ ଛାତ୍ରଛାତ୍ରୀ ତଥା ସହକର୍ମୀ ମାନଙ୍କ ମଧ୍ୟରେ ଉତ୍ସ।ହ ଦେଖା

ଟିପ୍ପର ଧକ୍କାରେ ବାଇକ ଚାଳକ ଙ୍କ ଉଡ଼ିଗଲା ପ୍ରାଣବାୟୁ

ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ନିମବାହାଳି ଛକ ରେ ଆଜି ଏକ ଟିପ୍ପର ଏକ ବାଇକ କୁ ଧକ୍କା ଦେବା ଫଳରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଚାଳକ ଜଣଙ୍କ ଵଦାଳୁ ଗ୍ରାମର ପ୍ରଶାନ୍ତ କୁମାର ସାହୁ (୨୫)ବୋଲି ଜଣାପଡିଛି । ସୂଚନା ଅନୁଯାୟୀ , ପ୍ରଶାନ୍ତ ନିଜ ବାଇକ ଯୋଗେ

ଢେଙ୍କାନାଳରେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ଆପ୍ ର ଜିଲ୍ଲା କାର୍ଯ୍ୟାଳୟ କଚେରୀ ରୋଡ଼, ମହାବୀର ବଜ଼ାର ଠାରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଡ଼ ଅଜୟ ପତିଙ୍କ କର କମଳରେ ଉଦଘାଟିତ ହୋଇଯାଇଛି l ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅବସର ପ୍ରାପ୍ତ ପ୍ରଫେସର ବିଶ୍ୱନାଥ ମହାପାତ୍ର, ଇଂ
error: Content is protected !!